ଆଜିକା ସମୟରେ ସମସ୍ତଙ୍କ ପାଖରେ ପର୍ସ ଅଛି, ଲୋକ ଟଙ୍କା ଓ ନିଜ ଆବଶ୍ୟକ କାଗଜ ରଖିବା ପାଇଁ ପର୍ସ ବ୍ୟବହାର କରିଥାନ୍ତି ତେବେ ଯଦି ଆପଣ ନିଜ ପାଇଁ ପର୍ସ କିଣୁଛନ୍ତି ତେବେ ଭଲ କଥା କିନ୍ତୁ ଯଦି ଆପଣଙ୍କୁ କେହି ପର୍ସ ଉପଫାର କରୁଛନ୍ତି ତାହା ଶୁଭକାରୀ ଅଟେ ।
ଯଦି ଆପଣ କୌଣସି ପର୍ସ ବର୍ଷ ବର୍ଷ ଧରି ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉଚିତ ନୁହ । ବହୁତ ଲୋକଙ୍କ ମନରେ ଏହା ଭାବାନ ହୋଇଥାଏ ଯେ ଏହି ପର୍ସ ମୋ ପାଇଁ ଲକି ଅଟେ ଓ ସେ ତାକୁ ବଦଳିବାକୁ ଇଛା କରନ୍ତି ନାହିଁ କିନ୍ତୁ ମନେ ରଖନ୍ତୁ ମା ଲକ୍ଷ୍ମୀ କେବେ ବି ଅସନା ଜାଗାରେ ରହିବା ପସନ୍ଦ କରନ୍ତି ନାହିଁ ।

ପର୍ସ ସବୁ ବର୍ଷକୁ ଥରେ ବଦଳିବା ଉଚିତ ଅଟେ, ଏହା ଛଡା ସେହି ବର୍ଷକ ଭିତରେ ୩ ରୁ ୪ ଥର ପରଶକୁ ହଳଦୀ ପାଣିରେ ଧୋଇ ଖରାରେ ସୁଖାଇବା ଉଚିତ ଦେଖିବେ ଆପଣଙ୍କ ଜୀବନରେ ଉନ୍ନତି ଆସିବ । ଯଦି ଆପଣଙ୍କ ପରଶ କୌଣସି କାରଣ ପାଇଁ ଫାଟି ଯାଇଥାଏ ବା ଚିରି ଯାଇଥାଏ ତେବେ ଅପନାଙ୍କୁ ନିଜ ପର୍ସ ତୁରନ୍ତ ବଦଳେଇବା ଉଚିତ କାହିଁକିନା ଏମିତିକା ପର୍ସ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଘରେ ଧନ ବୃଦ୍ଧି କରିବା ଜାଗାରେ ଖର୍ଚ ହବାକୁ ଲାଗିଥାଏ ।

ସେଥିପାଇଁ ଚିରା ଫଟା ପର୍ସ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ ନଚେତ ଭାଗ୍ୟ ଖରାପ ହୋଇଥାଏ । ଯଦି ଆପଣ ଅନଲାଇନ ଟଙ୍କା ପାଉଛନ୍ତି ତେବେ ମାସ ଆରମ୍ଭରେ କିଛି ଟଙ୍କା ବିଡ୍ର କରନ୍ତୁ ଓ ନିଜ ପର୍ସରେ ରଖନ୍ତୁ ଓ ସେହି ଟଙ୍କା ନିଜ ଘର ମହିଳା ସେ ମା ହୁଅନ୍ତୁ ବା ସ୍ତ୍ରୀ ବା ଝିଅକୁ କାହାକୁ ବି ଖର୍ଚ କରିବାକୁ ଦିଅନ୍ତୁ ଓ ଦେଖିବେ ଆପଣଙ୍କ ଉନ୍ନତି ହବାକୁ ଲାଗିବ । ତେବେ କେବେ ହେଲେ ପର୍ସରେ କୌଣସି ବ୍ୟକ୍ତି ଫଟୋ ରଖନ୍ତୁ ନାହିଁ ସେ ମା ବାପା ହୁଅନ୍ତୁ ବା ଆପଣଙ୍କ ନିଜ ଫଟୋ କେବେ ହେଲେ ପର୍ସରେ ରଖନ୍ତୁ ନାହିଁ ଏହା ଭଲ ନୁହେଁ ।

ଏହା ଛଡା ଆପଣ ନିଜ ପର୍ସ ସ୍ଵତନ୍ତ୍ର ଜାଗାରେ ରଖନ୍ତୁ ଓ ସକାଳେ ଘରୁ ବାହାରିବା ଆଗରୁ ନିଜ ମା ବା ସ୍ତ୍ରୀକୁ ତାକୁ ଆଣିବା ପାଇଁ କୁହନ୍ତୁ ଓ ଧ୍ୟାନ ରଖନ୍ତୁ ଯେ ସେ ଆପଣଙ୍କ ପର୍ସରୁ ଯେମିତି କିଛି ଚୋରୀ କରିବେ ନାହିଁ । ତାଙ୍କୁ କହି ରଖନ୍ତୁ ଆବଶ୍ୟକ ହେଲେ ମାଗିକି ନବ କିନ୍ତୁ କେବେ ଟଙ୍କାଟା ବି ମୋ ପର୍ସରୁ ଚୋରୀ କରିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।