ପତଳାରୁ କେମିତି ମୋଟା ହେବେ ଏହାର ଘରୋଇ ଉପଚାର

ଓଜନ ବଢିବାର କେତେକ କାରଣ ହୋଇପାରେ । ଏମିତି କେବଳ କଦଳୀ ଖାଇବା ଦ୍ଵାରା ହୋଇନଥାଏ । କେତେ ଥର ମୋଟାପଣ କାରଣରୁ ଅନୁବାଂଶିକ ବି ହୋଇପାରେ । କିଛି ମାମଲାରେ ଏହା ଜୀବନଶୈଳୀର କାରଣ ବି ହୋଇଥାଏ । କଦଳୀ ଖାଇବା ଦ୍ଵାରା ଆପଣଙ୍କ ଜୀବନକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଭଲ କରିପାରେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବାର ଆବଶ୍ୟକତା ଅଛି । କଦଳୀ ଖାଇବା ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ବହୁତ ଲୋକଙ୍କୁ ଲାଗିଥାଏ କି କଦଳୀ ଖାଇବା ଦ୍ଵାରା ସେମାନେ ମୋଟା ହୋଇଯାନ୍ତି । କିନ୍ତୁ କଦଳୀ ଖାଇବାର ଉପକାରିତା କେତେ ତାହା ଜାଣି ବିଶ୍ଵାସ କରିପାରିବେ ନାହିଁ ।

Image Courtesy: Google

-ଆମ ଶରୀରକୁ ଅଧିକ ମାତ୍ରାରେ ଭିଟାମିନ ବି ସି ର ଜରୁରତ ହୋଇଥାଏ । ଯେମିତି କି ହିମୋଗ୍ଲୋବିନ ଏବଂ ଇଂସୁଲିନର ନିର୍ମାଣ ହେଇପାରେ । କଦଳୀରେ ପୋଷକ ତତ୍ଵ ଥିବାରୁ ଶରୀରର ଏହି ଆବଶ୍ୟକତା ପୂର୍ଣ ହୋଇଥାଏ ।

-ଯଦି ଆପଣ ଶରୀରକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ତାହେଲେ ସକାଳେ ୨ଟି କଦଳୀ ଖାଇ ଉଷୁମ କ୍ଷୀର ପିଅନ୍ତୁ । ପ୍ରତିଦିନ କଦଳୀ ଖାଉଥିବା ବ୍ୟକ୍ତି ସବୁବେଳେ ସୁସ୍ଥ ରହିଥାଏ । ପତଳା ଲୋକ କଦଳୀ ଖାଇବା ଅଧିକ ଲାଭଦାୟକ ହୋଇଥାଏ ।

Image Courtesy: Google

-ଯଦି ପ୍ରତିଦିନ ଖାଇବା ପରେ ୨ଟି କଦଳୀ ଖିଆଯାଏ ତାହେଲେ ଏହା ଖାଦ୍ୟକୁ ଭଲଭାବରେ ହଜମ କରିବାରେ ଆପଣଙ୍କର ସାହାଯ୍ୟ କରିଥାଏ ଏବଂ ବଳ ବି ବଢାଇ ଥାଏ । ଏହାଦ୍ବାରା ପାଚକ ଶକ୍ତି ମଝବୁତ ହୋଇଥାଏ ।

-ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଘିଅ ,ଏକ ଚୁଟକି ପେସାଯାଇଥିବା ଅଳେଇଚ ମିଶାନ୍ତୁ । ଏହାପରେ ଏକ ଏକ ଖଣ୍ଡ କଦଳୀ ଖାଆନ୍ତୁ ଏବଂ ତାହା ସହିତ ଏକ ଏକ ଢୋକ କ୍ଷୀର ପିଅନ୍ତୁ । ଏହି ପରି ପ୍ରତିଦିନ ୨ଟି କଦଳୀ ଖାଇବା ଦ୍ଵାରା ଶରୀର ମୋଟା ହୋଇଥାଏ ।

Image Courtesy: Google

-ଯଦି ଆପଣ ନିଜର ଓଜନ ବଢାଇବାକୁ ଚାହୁଁଛନ୍ତି ତାହେଲେ କଦଳୀ ବା କଦଳୀର ଜୁଷ କରି ପିଇବା ଦରକାର । ଏଥିରେ ଭିଟାମିନ ବି ସି ଥାଏ । ଯାହାଦ୍ୱାରା ଆମ ଶରୀରର ରକ୍ତ ସଞ୍ଚାଳନା ଭଲ ରହିଥାଏ ଏବଂ ଏଥିରେ ଅଧିକ ଲାଲ କୋଷର ନିର୍ମାଣ ହୋଇଥାଏ ଏବଂ ଶରୀରକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ ।

– ଯେବେ ବି ଆପଣ ପାଣି ସେବନ କରୁଛନ୍ତି ସେତେବେଳେ ଆରାମ ସେ ବସି ପିଅନ୍ତୁ ଜଲ୍ଦି ଜଲ୍ଦି ରେ ପିଅନ୍ତୁ ନାହିଁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଭଲ କରିବା ବଦଳରେ ଖରାପ କରିଥାଏ ସେଥିପାଇଁ ସାବଧାନ ହୋଇ ପାଣି ସେବନ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *