ପେଟର ଚର୍ବି 1 ମାସରେ ପୁରା ମହମ ପରି ତରଳିଯିବ, ବାସ କରନ୍ତୁ ଏହି ଘରୋଇ ଉପାୟ- Health Tips

ଆଜି କାଲୀ ସବୁ ଲୋକମାନେ ଏକ ସମସ୍ଯା ପାଇଁ ଚିନ୍ତାରେ ଅଛନ୍ତି । ଆପଣ ମାନେ ଜାଣି ଥିବେ କି ମେଦ ବାହୁଲତା କୁ ଦୂର କରିବା ପାଇଁ ବହୁତ ଚେଷ୍ଟା କରାଯାଉଛି । ଆପଣ ଅନେକ ଚେଷ୍ଟା କରିଥିବା ଲୋକମାନଙ୍କୁ ଦେଖିଥିବେ । ଆପଣ ମାନେ ସେମାନଙ୍କୁ ଅନେକ ଚେଷ୍ଟା କରିବା ପରେ ମଧ୍ୟ ପତଳା ନ ହେବାର ଦେଖିକି ଆପଣ ମାନେ ହସୁଥିବେ କିନ୍ତୁ ଆପଣ ମାନେ ଏକ କଥା ଦେଖି ନଥିବେ କି ବୋଧେ ହୁଏ ସେମାନେ ଏହାକୁ ଭଲ ଭାବେ କରୁ ନଥିବେ ମାନେ ଖାଇବା ପିବା ପ୍ରଣାଳୀ ଠିକ ନଥିବ ।

ଆଜି ଆମେ ଖିବା କି ମେଦ ବାହୁଲତା ଭଳି ରୋଗକୁ ଆମେ କମ କରିବା ପାଇଁ ଅନେକ ପ୍ରକାର ଔଷଧ ଦିଆ ଯାଇ ଥାଏ । ଆପଣ ମାନେ ଯଦି ସଠିକ ଭାବେ ଖାଉ ନଥିବେ ଯଦି ଆପଣମାନେ ସଠିକ ଭାବେ ଖାଉ ନଥିବେ ତ ଆପଣ ନିଶ୍ଚିତ ଭାବେ । ଏହାକୁ ଖାଇବା ପ୍ରଣାଳୀ କୁ ଆଜି ଆମେ ଜାଣିବା । ଦେଖନ୍ତୁ ନିୟମିତ ବ୍ୟାୟାମ କରିବା ମଧ୍ୟ ଭଲ ହୋଇଥାଏ ।

ଆପଣ ଲେମ୍ବୁ ଓ ମହୁକୁ କିଭଳି ଭାବେ ଆପଣ ଖାଇବେ । ଆପଣ ନିଜ ଗ୍ରାମରୁ ଏହାକୁ ଆଣି ପାରିବେ କିମ୍ବା ଆପଣ ଏହାକୁ ଆୟୁର୍ବେଦିକ ଦୋକାନ ରୁ ମଧ୍ୟ ଆଣି ପରିବେ । ଆପଣ ସକାଳେ ଖାଲି ପେଟରେ ଏକ ଚାମଚ ମହୁ ଆଣିକି ଏହା ମଧ୍ୟରେ ମହୁ ମିଶାଇ ପିଅନ୍ତୁ ।

ଆପଣ ଆଉ ଏକ ଉପାୟ କରିବେ ଆପଣ ଏକ ଗ୍ଳାସ ଠାରୁ କମ ଉଷୁମ ପାଣି ନେଇ ଏହା ମଧ୍ୟରେ ଅଧା ଲେମ୍ବୁ ରସକୁ ମିଶାଇ ପିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ପେଟ ସମସ୍ଯା ଦୂର ହେବା ସହ ଆପଣଙ୍କ ଓଜନ ମଧ୍ୟ କମିବ । ଆପଣ ଯଦି ଏହାକୁ ରାତିରେ ଖାଇବା ପରେ ଖାଇବେ ତେବେ ମଧ୍ୟ ଆପଣଙ୍କ ବହୁତ ପୁରୁଣା ଚର୍ବି କମିବାରେ ସାହାଜ୍ଯ କରିବ ।

ଆପଣ ମାନେ ହାକୁ ନୀତି ଦିନ ସେବନ କରିବା ସହ କିଛି କଥାର ଧ୍ୟାନ ରଖିବେ କି ଆପଣ ଯଦି ଅଧିକ ମୋଟା ଅଛନ୍ତି ଏହା କଣ ପାଇଁ ହେଉଛି ଆଗ ଆପଣ ଡାକ୍ତରଙ୍କ ପାଖହରୁ ବୁଝି ନିଅନ୍ତୁ କାରଣ ଅନେକ ସମୟରେ ଥାଇରଏଡ ପାଇଁ ମଧ୍ୟ ଏହା ହୋଇଥାଏ ।

ଆପଣ ଯଦି ଅଧିକ ତେଲିଆ ଖାଦ୍ଯ ଖାଇବ୍ବା ପାଇଁ ଭଲ ପାଉ ଛନ୍ତି ତେବେ ଆପଣ ଏହାକୁ ଖାଇବ୍ବା ବନ୍ଦ କରିବା ଅପାଇନ ପଡିବ । ଆପଣ ଘର କାମ କରିବା କିମ୍ବା ଯଦି ଆପଣ ଘର କାମ କରୁ ନାହାଁନ୍ତି ତେବେ ଆପଣ ସକାଳ ହେଲେ କିଛି ସମୟ ଚାଇବା ଭଳି କମ କରିଲେ ଏହା ଭଲ ହୋଇଥାଏ ।

ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଆପଣ ଯଦି ନିଜ ସ୍ୱାସ୍ଥ୍ୟ କୁ ନ କମେଇବା ପାଇଁ ଚେଷ୍ଟା କରିବେ ତେବେ ଆପଣଙ୍କ ପାଇଁ ଏହା ଖରାପ ସମୟ ସହ ଶାରୀରିକ ପୀଡା ମଧ୍ୟ ନେଇ ଆସିବ । ଆପଣ ନିଜ ଖାଦ୍ଯରେ ସବୁଜ ପନିପରିବା କୁ ଅଧିକ ମହତ୍ଵ ଦିଅନ୍ତୁ, ଏହା ସହ ଆପଣ ସଲାଡ ମଧ୍ୟ ଖାଇବେ ଏହା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *