ପେଟରେ ଗ୍ଯାସ ହେବାର କାରଣ ଓ ଉପଚାର- Swami Ramdev

ଆଜିକା ସମୟରେ ଗ୍ଯାସ ସମସ୍ତଙ୍କ ପାଇଁ ବହୁତ ବଡ ସମସ୍ଯା ଅଟେ, ତେବେ ଆଜିକା ସମୟରେ କାହାକୁ କୌଣସି ରୋଗ ଲୋକଙ୍କୁ ହଉ ବା ନାହିଁ କିନ୍ତୁ ଗ୍ଯାସ ସମସ୍ଯା ବହୁତ ରହିଥାଏ । ତେବେ ଲାଜିକା ସମୟରେ ବାତାବରଣ ଏତେ ଖରାପ ହେଇଯାଇଛି ଯେ ଆମ ସ୍ୱାସ୍ଥ୍ୟ ଏମିତିକା ବାତାବରଣରେ ରହି ଖରାପ ହୋଇଥାଏ ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆପଣଙ୍କ ଶରୀରରେ ଗ୍ଯାସ କଣ ପାଇଁ ହୋଇଥାଏ ଓ ଏହାର କାରଣ କଣ ? ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗ୍ଯାସ ଭଲ କରିବା ଉପାୟ ବିଷୟରେ ।

Image Courtesy: Google

ଯଦି ଆପଣଙ୍କୁ ପେଟ ସମସ୍ଯା ରହୁଛି କାହିଁକିନା ପ୍ରାୟତଃ ରୋଗ ପେଟ ଦୁର୍ବଳ ରହିଲେ ଉତ୍ପନ ହୋଇଥାଏ । ସେଥିପାଇଁ ବାବା ରାମଦେବ କହିଛନ୍ତି ଯେ ଯଦି ଆପଣଙ୍କ ପେଟ ଦୁର୍ବଳ ଅଛି ବା ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ଅଛି ତେବେ ଆପଣଙ୍କୁ ଏଲୋଭେରା ଓ ଅଁଳା ଜୁଷ ସକାଳେ ଖାଲି ପେଟରେ ଏହାର ସେବନ କରିବା ଦ୍ଵାରା ଆପଣଙ୍କୁ ପେଟ ସବୁ ସମସ୍ଯାରୁ ମୁକ୍ତି ମିଳିଥାଏ ।

Image Courtesy: Google

ଆଜିକା ସମୟରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ଅଫିସ ବ ଅନ୍ୟ କାମ କରନ୍ତି ତେବେ ଅଫିସରେ ଲୋକ ପ୍ରାୟତଃ ବସି କାମ କରନ୍ତି । ସମସ୍ତଙ୍କୁ ବସିକି ରହିଲେ ଭଲ ହଜମ ହୋଇନଥାଏ । ଯାହାର ପାଚନ ଶକ୍ତି ଭଲ ରହିଥାଏ ସେ ହଜମ କରି ନିଅନ୍ତି ଓ କିଛି ଅସୁବିଧା ହୁଏ ନାହିଁ କିନ୍ତୁ ଯାହାର ହଜମ ହୋଇନଥାଏ ତାଙ୍କୁ ଗ୍ଯାସ ଭଳି ସମସ୍ଯା ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛୁ ଯେ ଗ୍ଯାସ ଏମିତି ଗୋଟେ ରୋଗ ଯାହା ବହୁତ କାରଣ ପାଇଁ ହୋଇଥାଏ ।

Image Courtesy: Google

ଯେମିତି ସମୟରେ ନ ସୋଇଲେ, ଖାଇବା ଖାଇ ବସି ରହିଲେ ଓ ଅନ୍ୟ ବହୁତ କାରଣ ଅଛି ଯାହା ପାଇଁ ଗ୍ଯାସ ହୋଇଥାଏ କିନ୍ତୁ ଏହାକୁ ଭଲ କରିବା ଉପାୟ ମଧ୍ୟ ଅଛି ସବୁ ଦିନ ସକାଳେ ଅଁଳାଜୁଷ ସେବନ କରନ୍ତୁ ଆପଣଙ୍କୁ ଆରାମ ମିଳିବ । ତେବେ ଗ୍ଯାସ ହବାର ସବୁଠାରୁ ବଡ କାରଣ ଏହା ଅଟେ ଯେ ଆପଣଙ୍କ ଖାଇବା ସମୟରେ ହୋଇ ନଥାଏ ବା ଖାଇବା ଭଲ ଭାବରେ ଆପଣ ଚୋବେଇ ସେବନ କରନ୍ତି ନାହିଁ । ଲୋକ କାମ କରିବାର ଅଛି କହି ଖାଇବା ଭଲରେ ଖାନ୍ତି ନାହିଁ ଯେଉଁ କାରଣ ପାଇଁ ଆପଣଙ୍କ କିଛି ହଜମ ହବାରେ ବହୁତ ଅସୁବିଧା ହୋଇଥାଏ ।

Leave a Reply

Your email address will not be published. Required fields are marked *