ସୋସିଅଲ ମିଡିଆ ରେ ଭାଇରାଲ ହେଉଛି ଏହି ଫୋଟୋ, ଫୋଟରେ ଅଛି ଗୋଟେ ଚିତାବାଘ- ଖୋଜିକି ଦେଖାନ୍ତୁ

ସୋସିଆଲ ମିଡିଆ ରେ କିଛି ଦିନରୁ ଏହି ଫଟୋ ଭାୟରଲ ହେଉଛି, ଏହି ଫଟୋ କୁ ଦେଖିଲେ ଏହା ଏକ ସାମାନ୍ୟ ଫଟୋ ପରି ଲାଗୁଛି, କିନ୍ତୁ ଏମିତି ନୁହଁ । ଏହି ଫୋଟରେ ଗୋଟେ ଜାଗାରେ ଚିତାବାଘ ଶୋଇଛି, କିନ୍ତୁ ସେଇଟା ଦେଖା ଯାଉନି । ଇଣ୍ଟର୍ନେଟରେ ଲୋକ ଏହି ଫଟୋ ରେ ଚିତାବାଘ କୁ ଖୋଜୁଛନ୍ତି, କେତେକ ଲୋକ ବହୁତ କଷ୍ଟ କରି ବି ଏହା ଖୋଜି ପାଉ ନାହାନ୍ତି । ଆପଣଙ୍କୁ ଚ୍ୟାଲେଞ୍ଜ ଦିଆ ଯାଉଛି ଯେ ଆପଣ ଏହି ଫଟୋରୁ ଚିତାବାଘ ଦେଖାନ୍ତୁ । ଏହି ଫଟୋରେ ମାଟିଆ ରଙ୍ଗ ଚିତାବାଘ ମାଟିରେ ସୋଇଛି ସେଥିପାଇଁ ତାକୁ ଖୋଜି ବାହାର କରିବା କଷ୍ଟକର ଅଟେ ।

ଏବେ ଆପଣଙ୍କ ପାଇଁ ଏହା ଚ୍ୟାଲେଞ୍ଜ ଯେ ଆପଣ ଏହାକୁ ଖୋଜି ବାହାର କରନ୍ତୁ । ଯେଉଁ ଲୋକ ସେହି ମାଟିଆ ଚିତାବାଘକୁ ଖୋଜି ନେଇଛନ୍ତି ସେ ତାକୁ ମାର୍କ କରିଦେଇଛନ୍ତି ଓ ଶେୟର ମଧ୍ୟ କରିଛନ୍ତି, କେତେକ ଲୋକ ଏହାକୁ ଭ୍ରମ ବୋଲି ଭାବୁଛନ୍ତି । କିନ୍ତୁ ଏହା ପ୍ରକୃତରେ ଭ୍ରମ ନୁହେଁ ଏଥିରେ ସତରେ ଏକ ଚିତାଭଗ ଲୁଚିଛି, ଖୋଜିକି ଦେଖନ୍ତୁ ନିଶ୍ଚୟ ପାଇ ଯିବେ ।

ଏହି ଫଟୋରେ ଚିତାବାଘ ଖୋଜିବା ମୁଣ୍ଡ ଖର୍ଚ କାମ ଓ ଆପଣଙ୍କୁ ବି ଏହି ଫଟୋରୁ ଚିତାବାଘ ଖୋଜିବା ମଜାଦାର ଲାଗିବ । ଦେଖନ୍ତୁ ଓ ଖୋଜନ୍ତୁ ଆଉ ଯଦି ପାଇଯିବେ ତେବେ ନିଶ୍ଚୟ ଜଣେଇବେ । ଘରେ ବସି ବୋର ଲାଗୁଥିଲେ ଏହିଭଳି ମଜାଦାର ଫୋଟୋ ଖେଳ ଆପଣଙ୍କ ପାଇଁ ଟାଇମପାସ କରାଇ ଆପଣଙ୍କୁ ଖୁସି କରାଇପାରିବ ।

ଯଦି ଆପଣ ବି ଏହାକୁ ଦେଖି ପାରିଲେ ତେବେ କମେଣ୍ଟ ରେ ଜଣାନ୍ତୁ । ଅନ୍ୟମାନଙ୍କ ସହ ଶେୟାର କରି ସେମାଙ୍କୁ ମଧ୍ୟ ପଚାରନ୍ତୁ । ଆଉ ଆମ ପେଜକୁ ଲାଇକ କରି ଦିଅନ୍ତୁ ଯାହା ଫଳରେ ଆପଣ ଏହିଭଳି ଆହୁରି ଅନେକ ଖବର ପାଇପାରିବେ ।

Leave a Reply

Your email address will not be published. Required fields are marked *