ଫୁଟୁଥିବା ପାଣି ରେ ପକା ଗଲା ୨୦୦ ଟଙ୍କିଆ ନୋଟ, ଏହା ପରେ ଯାହା ହେଲା ତାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ

ଏହି କଥା ସମସ୍ତେ ଜାଣନ୍ତି ଯେ କାଗଜ ନୋଟ ପାଣି ରେ ବୁଡେଇଲେ ନରମ ହୋଇ ଫାଟି ଥାଏ କିନ୍ତୁ ଆଜି କାଲୀ ମାର୍କେଟ ରେ ଯେଉଁ ନୋଟ ଆସିଛି ତାହା ଏତେ ଶୀଘ୍ର ଫାଟିବା ବାଲା ନୁହଁ । ନୂଆ ନୋଟ ଗୁଡିକ ଯାହା ମାର୍କେଟ ରେ ଆସିଛି ତା ରଙ୍ଗ ଅଲଗା ପ୍ରକାର ଅଛି କିନ୍ତୁ ଏହା ପାଣିରେ ବୁଡି ଫାଟିବା ଭଳି ଟଙ୍କା ନୁହଁ । ତେବେ କଣ ପାଇଁ ଆମେ ଏହା କହୁଛୁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଭିଡିଓ ଦେଖେଇବା ପାଇଁ ଚାହୁଁଛୁ ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଭାବିବେ ଯେ ସତରେ କଣ ଏମିତି ହୋଇ ପାରେ ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଏହି ଭିଡିଓ ରେ ଚେକ କରା ଯାଉଛି ଯେ ଆଜିକାଲି ର ନୂଆ ନୋଟ ଗୁଡିକ ପାଣି ରେ ରଙ୍ଗ ଛାଡୁଛନ୍ତି ବା ନାହିଁ, ଏହା ସ୍ଵାଭାବିକ ଯେ ଆଗ କାଳ ନୋଟ ଯଦି ଆମେ ପାଣି ରେ ବୁଡେଇବେ ତେବେ ତାହା ତୁରନ୍ତ ରଙ୍ଗ ଛାଡିବା ଆରମ୍ଭ କରିବ ଏବଂ ନରମ ହୋଇ ଫାଟି ଯିବ କିନ୍ତୁ ଆଜି ଆମେ ଏବେକା ନୂଆ ନୋଟ କୁ ଫୁଟୁଥିବା ପାଣି ରେ ପକେଇ ଚେକ କରିବୁ ଯେ ଏହା ରଙ୍ଗ ଛାଡୁଚି ବା ନାହିଁ ।

ତେବେ ଆସନ୍ତୁ ଭିଡିଓ ଦେଖିବା ଯେ ସେ କଣ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ କଣ ବାହାରୁଛି । ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଯେ ଗୋଟେ ଲୋକ ପାଣି ଜୋର ଫୁଟେଇଛି ଏବଂ ଏହା ପରେ ସେ ଗୋଟେ ୨୦୦ ଟଙ୍କିଆ ନୋଟ ସେହି ଫୁଟୁଥିବା ପାଣିରେ ପକାଇଲା ।

ଏବଂ ୧୦ ମିନିଟ ସେହି ପାଣି ରେ ଛାଡି ଦେଲା ଫୁଟିବା ପାଇଁ ଏବଂ ଏହା ପରେ ମଧ୍ୟ ଟଙ୍କା ବାହାର କଲା ବେଳେ ପାଣି ରେ ଆପଣଙ୍କୁ କୌଣସି ପ୍ରକାର ରଙ୍ଗ ଦେଖା ଯିବ ନାହିଁ ବା ଟଙ୍କା ଫାଟିବାର ଦେଖା ଯିବ ନାହିଁ ।

ଏହା ପରେ ସେହି ଲୋକ ଟଙ୍କା କାଗଜ ତଳେ ରଖି ଆଇରନ କରି ଦେଖେଇବ ଯାହା ପରେ ମଧ୍ୟ ଟଙ୍କା ରଙ୍ଗ ଛାଡିବ ନାହିଁ ଏବଂ ସବୁ ହେଲା ପରେ ମଧ୍ୟ ଟଙ୍କା ଯାହାକୁ ସେଇଆ ରହିବ ଓ ଆଇରନ କଲା ପରେ ଆହୁରି କଡକ ହୋଇ ଯିବ ଟଙ୍କା ରେ କୌଣସି ପ୍ରକାର ଅସୁବିଧା ହୋଇ ନାହିଁ ଏବଂ କିଛି ଲେଖା ମଧ୍ୟ ଲିଭି ନାହିଁ ।

Leave a Reply

Your email address will not be published. Required fields are marked *