ପିଆଜକୁ ହାତରେ ରଗଡିବା ଦ୍ଵାରା ଏହି ସବୁ ରୋଗ ହୁଏ ମୂଳରୁ ଶେଷ – ଆଜି ହିଁ ଜାଣନ୍ତୁ ଏହାର ଫାଇଦା

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ସ୍ୱାସ୍ଥ୍ୟ ଟିପ୍ସ ଯାହା ନା ଆପଣ କେବେ ଜାଣିଥିବେ ନା କେବେ କରିଥିବେ । କିନ୍ତୁ ଏହା ଏତେ କାମର ଜିନିଷ ଯେ ଆପଣ ଏହାକୁ ଥରୁଟେ କରିଲେ ହିନ ଜାଣି ପାରିବେ ଏହାର ଫାଇଦା କଣ । ତେବେ ଏହି ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ ସମ୍ପୂର୍ଣ ଜାଣିବାକୁ ଏହି ଲେଖା ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଆଜି ଆମେ ଯେଉଁ ସ୍ୱାସ୍ଥ୍ୟ ଟିପ୍ସ ଦେବାକୁ ଯାଉଛୁ ତାହା ହେଉଛି ଏକ ଏଭଳି ପଦାର୍ଥ ଯାହାକୁ ସମସ୍ତେ ଖାଇବାକୁ ବହୁତ ପସନ୍ଦ କରନ୍ତି ।

ଯାହା ଆମର ନୀତିଦିନ ଖାଦ୍ଯରେ ସବୁବେଳେ ଆବଶ୍ୟକ ହୁଏ । ତେବେ ସେହି ଜିନିଷ ହେଲା ପିଆଜ । ଏଥିରେ ଏତେ ଔଷଧୀୟ ଗୁଣ ଅଛି ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ।

ଏଥିରେ ଭିଟାମିନ C, ଫାଇବର, ଫସ୍ଫୋରସ, ପୋଟେଶିୟମ ଭଳି ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସ୍ଵସ୍ଥ ରଖିବାରେ ବହୁତ ଜରୁରୀ ଅଟେ । ସେଥିପାଇଁ ଏହାର ସେବନ ଦ୍ଵାରା ବହୁତ ପ୍ରକାରର ରୋଗ ଭଲ ହେବା ସହ ଶରୀରକୁ ଅନେକ ଫାଇଦା ମଧ୍ୟ ମିଳେ । ତେବେ ଆଜି ଆମେ ଆପଣଙ୍କୁ ସେହି ପିଆଜରୁ ମିଳୁଥିବା ଫାଇଦା ବିଷୟରେ କହିବୁ । ଆସନ୍ତୁ ଜାଣିବା-

ପିଆଜ ଦ୍ଵାରା ଭଲ ହୁଏ ଏହି ସବୁ ରୋଗ

· ଯଦି ଆପଣଙ୍କର ଡାଇଜେସ୍ଟିବ ସିସ୍ଟମ ଖରାପ ଅଛି ଏବଂ ଆପଣଙ୍କୁ ବାରମ୍ବାର ବାନ୍ତି ହେଉଛି କିମ୍ବା ଜର ଭଳି ରୋଗ ଅଛି ତେବେ ଆପଣ ୨ ସପ୍ତାହ ପର୍ଯ୍ୟନ୍ତ ପିଜାର ରସ ସେବନ କରନ୍ତୁ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

· ଯଦି ଆପଣଙ୍କର ଶରୀରର କୌଣସି ଅଙ୍ଗ ନିଆଁ ଦ୍ଵାରା ପ୍ରଭାବିତ ଅଟେ କିମ୍ବା କୌଣସି ଅଙ୍ଗରେ ପୋଡା ହେଉଛି ତେବେ ସେହି ଜଲିଥିବା ଜାଗାରେ ପିଆଜ ଲଗାଇବା ଦ୍ଵାରା ଆପଣଙ୍କୁ ଆରମ ଲାଗିବ ।

· ପିଆଜ ଶରୀରର ଇନସୁଲିନର ମାତ୍ରା ବଢାଇଥାଏ ଏବଂ ମଧୁମେହ ଭଳି ରୋଗ ପାଇଁ ମଧ୍ୟ ଭଲ ଅଟେ ।

· ଯଦି ଆପଣ ପିଆଜର ରସ ଦ୍ଵାରା ମୁହଁକୁ ସଫା କରିବେ ତେବେ ଆପଣଙ୍କର ମୁହଁରେ ଥିବା ଦାଗ ଗୁଡିକ ବହୁତ ଜଲ୍ଦି ଦୂର ହୋଇଯିବ ।

· ରାତିରେ ଶୋଇବା ସମୟରେ ପିଆଜକୁ ଯଦି ଆପଣ ମଉଜାରେ ରଖୁଛନ୍ତି ତେବେ ଶରୀରର ଖରାପ ପଦାର୍ଥ ଗୁଡିକ ମଳ – ମୁତ୍ର ସାହାର୍ଯ୍ୟରେ ଶରୀରର ବାହାରକୁ ବାହାରିବାକୁ ଲାଗେ ।

· କ୍ୟାନ୍ସର ପାଇଁ ମଧ୍ୟ ପିଆଜର ସେବନ ଏକ ରାମବାଣ ଚିକିସ୍ଛା ଅଟେ । ପିଆଜ ଖାଇବା ଦ୍ଵାରା ମୁଣ୍ଡ ବ୍ୟଥା, ବେକ ଏବଂ ପେଟର କ୍ୟାନ୍ସର ମୂଳରୁ ଭଲ ହୋଇଯାଏ ।

ପିଆଜ ହାତରେ ରଗଡିବାର ଲାଭ

· ଯଦି ଆପଣଙ୍କୁ କୌଣସି କୀଟ କାମୁଡି ଦେଉଛି ତେବେ ପିଆଜକୁ କାଟି ତାହକୁ ତାହା ଉପରେ ରଗଡନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ।

· ଯଦି ଆପଣଙ୍କର ଗୋଡ ଫାଟି ଯାଉଛି ତେବେ ସେହି ଜାଗାରେ ପିଆଜ ରଗଡିବା ଦ୍ଵାରା କିଛି ଦିନ ପରେ ତାହ ଭଲ ହୋଇଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *