ଛୁଆ ଉପରେ ନଜର ରଖିବା ପାଇଁ ମାଁ ବାପା ଲଗେଇଲେ କ୍ୟାମେରା, ତାପରେ ଯାହା ଦେଖିଲେ ତାହା କଳ୍ପନା ବାହାରେ

କୌଣସି ମାଁ ବାପା ପାଇଁ ନିଜ ଛୋଟ ଛୁଆ ଧ୍ୟାନ ରଖିବା ବହୁତ ବଡ ଜଟିଳ କାମ ହୋଇଥାଏ, ଛୁଆ ଜନ୍ମ ପରେ ତାଙ୍କ କାମ କେତେ ଗୁଣ ବଢି ଯାଇଥାଏ । ଏହି କଥା ଧ୍ୟାନରେ ରଖି ଗୋଟେ ଛୁଆର ମା ବାପା ତାଙ୍କ ଛୁଆ ଉପରେ ନଜର ରଖିବା ପାଇଁ ବେବି ମନିଟରିଙ୍ଗ କ୍ୟାମେରା କିଣିଲେ । ଛୁଆ ସମ୍ଭାଳିବା ବହୁତ କଷ୍ଟକର କାମ ହୋଇଥାଏ ଓ ସମସ୍ତେ ନିଜ ଛୁଆ ପାଇଁ ଚିନ୍ତିତ ରୁହନ୍ତି ସେଥିପାଇଁ ଏହି ଦମ୍ପତ୍ତି ନିଜ ଛୁଆ ପାଇଁ କ୍ୟାମେରା ଆଣିଲେ ।

ଯାହା ଫଳରେ ସେ ନିଜ ଛୁଆ ଉପରେ ସବୁବେଳେ ନଜର ରଖି ପାରିବେ ।

କିନ୍ତୁ ଏହା ପରେ ତାଙ୍କୁ ବହୁତ ପସ୍ତେଇବାକୁ ପଡିଲା, କାହିଁକିନା ଯାହା ବି ସେ ଦେଖିଲେ ଏହା କାହାକୁ ବି ଆଶ୍ଚର୍ଯ୍ୟ କରି ଦବ । ସେହି ଦମ୍ପତ୍ତି ବେବି ମନିଟରିଙ୍ଗ କ୍ୟାମେରା ଆଣି ନିଜ ବେବି ରୁମରେ ଲଗାଇ ଦେଲେ ଓ ସେହି ରାତି ଛୁଆର କିଛି ଏମିତି ଫଟୋ ସେହି କ୍ୟାମେରା ରେ ଦେଖା ଗଲା ।

ଭାୟରଲ ହେଉଛି ଏହି ଫଟୋ :

ଏହି ସବୁ ସେହି ଦମ୍ପତ୍ତି ବା ସାମନ୍ୟା ଲୋକ କଳ୍ପନା ମଧ୍ୟ କରିବେ ନାହିଁ, ସେହି ଦମ୍ପତ୍ତି ଏବେ କ୍ୟାମେରା କିଣିବା ନିଷ୍ପତ୍ତି କୁ ଭୁଲ କହୁଛନ୍ତି । ଛୁଆର ରାତି ଫଟୋ ସୋଶିଅଲ ମିଡିଆ ରେ ଭାୟରଲ ହେଉଛି । ଏହି ଟ୍ବିଟକୁ ଏଯାଏଁ ୪୦୭.୮ଥର ଲାଇକ କରାଯାଇଛି ଓ ୮୩.୩ଥର ଋଟ୍ବିଟ କରା ଯାଇଛି ।

ଅନ୍ୟ ଲୋକ ମଧ୍ୟ ଏହି ଛୁଆ ଫଟୋ ଶେୟର କରୁଛନ୍ତି :

ଏହି ଫଟୋରେ ଆପଣ ଦେଖି ପାରନ୍ତି ଯେ କେମିତି ଛୁଆ ଆଖି ଚମକୁଛି, ଲୋକଙ୍କ କହିବା ଅନୁଯାଇ ଏହି ଦୃଶ୍ୟ କୌଣସି ଭୟଭୀତ ଫିଲ୍ମ ଭଳି ଲାଗୁଛି, ଏହି ଟ୍ବିଟ ପରେ କେତେକ ଅନ୍ୟ ମା ବାପା ନିଜ ଛୁଆଙ୍କ ଏହି ପରି ଫଟୋ ଦେଖିଛନ୍ତି । କିଛି ଲୋକଙ୍କ ଅନୁଯାଇ ଛୁଆ ଫଟୋ ସହ ଛେଡ ଛାଡ କରା ଯାଇଛି, ଯେ ଫଟୋ ଅଧିକ ଭୟଙ୍କର ଦେଖା ଯାଉ । ସୋଶିଅଲ ମିଡିଆରେ ଲୋକ ଛୁଆର ଏହି ଫଟୋ ଉପରେ ବହୁତ ପ୍ରତିକ୍ରିୟା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *