ପିରିୟଡ୍ସର 5 ଦିନ ପର୍ଯ୍ୟନ୍ତ ଏହା ସେବନ କରିବେ ତ ତୁରନ୍ତ ଗର୍ଭ ରହିବ- Pregnancy Tips

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ନୁସଖା ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଋ-ତୁ-ସ୍ରା-ବ ପରେ ମହିଳା ମାନେ କରିଲେ ବହୁତ ଲାଭଦାୟକ ହୋଇଥାଏ । ଏହା ଛଡା ଆମ ଶରୀରରେ ପୋଟାଲିଟି ବଢିବା ପାଇଁ ସାହାଜ୍ଯ କରିଥାଏ ।

ସେହି ନୁସଖା ହେଉଛି ଅଦା ଯାହାକୁ ଆମ ଭାରତ ବ୍ଯତୀତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ବ୍ୟବହାର କରାଯାଏ । ଅଦାକୁ ଖାଇବାରେ ବ୍ୟବହାର କରିବା ସହ ଚାହା, ଗ୍ରୀନ ଟିରେ ମଧ୍ୟ ପ୍ରୟୋଗ କରାଯାଏ । ଆମ ଶରୀରରେ ଅଣ୍ଡାଶୟ ପ୍ରସ୍ତୁତ ହେବାର ଯେଉଁ ପ୍ରକ୍ରିୟା ରହିଛି ତାହା ଋ-ତୁ-ସ୍ରା-ବର ପ୍ରଥମ ଦିନରେ ଫଲିକଲ ମ୍ଯାଚର ହୋଇଥାଏ । ଏହି ଫଲିକୁଲର ମଧ୍ୟରୁ ଗୋଟିଏ ବଢିବା ସହ ମ୍ଯାଚର ହୋଇଥାଏ ଓ ଗର୍ଭଧାରଣ ପାଇଁ ଏହାକୁ ରିଲିଜ କରାଯାଏ ।

ଯଦି ଫଲିକୁଲର ଠିକ ଭାବେ ନ ହୁଏ ତେବେ ଗର୍ଭଧାରଣ ହେବା ସମ୍ଭବ ହୋଇ ନ ଥାଏ । ଆମର ଶରୀରର ଗର୍ଭାଶୟ କିପରି ଠିକ ଭାବେ ପ୍ରସ୍ତୁତ ହେବ ସେଥି ପାଇଁ ନିୟୁଟ୍ରେସନ ପ୍ରତି ଧ୍ୟାନ ଦେବା ଉଚିତ । ଆମ ଶରୀରରେ ଫଲିକଲ ଜେନସିସ ମ୍ଯାଚର ହେବା ପାଇଁ ଅଦା ବହୁତ ଦରକାରୀ ହୋଇଥାଏ । ତେବେ ଅଦାରେ ଏପରି କଣ ଖାସ ଗୁଣ ରହିଛି ଆସନ୍ତୁ ଜାଣିବା । ଅଦାରେ ୬୦ପ୍ରକାରର କମ୍ପାଉଣ୍ଡ ରହିଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଏହା ସହ ଅଦାରେ ଆଣ୍ଟି-ମାକ୍ରୋବାଲ, ଆଣ୍ଟି-ଇନଫ୍ଲାମେଟୋରି, ଆଣ୍ଟି- କ୍ୟାନ୍ସର, ଆଣ୍ଟି-ବ୍ୟାକ୍ଟେରିୟାଲ ରହିଥାଏ । ପ୍ରତେକ ମହିଳାଙ୍କର ଶରୀର ଅଲଗା ହେବା ହେତୁ ଋ-ତୁ-ସ୍ରା-ବ ସମୟରେ ଭିନ୍ନତା ମଧ୍ୟ ଦେଖାଯାଏ । କିଛି ମହିଳାଙ୍କ ଠାରେ ଋ-ତୁ-ସ୍ରା-ବ ସମୟରେ ଦୁଇରୁ ତିନି ଦିନ ଯାଏଁ ବ୍ରି-ଡି-ଙ୍ଗ ହୋଇଥାଏ । ଆଉ କିଛି ମହିଳାଙ୍କ ଠାରେ ତିନି ରୁ ପାଞ୍ଚ ଦିନ ଯାଏଁ ବ୍ରି-ଡି-ଙ୍ଗ ହୋଇଥାଏ । ମହିଳା ମାନଙ୍କର ଋ-ତୁ-ସ୍ରା-ବ ସମୟରେ ଯଦି କ୍ରାମ୍ପ ହେଉଥାଏ ତେବେ ଅଦା ଚାହାର ସେବା କରି ପାରିବେ ।

ଯଦି ମହିଳାଙ୍କ ଠାରେ ନରମାଲ ଋ-ତୁ-ସ୍ରା-ବ ହେଉଥାଏ ଯେମିତିକି ୩ରୁ ୫ ଦିନ ମଧ୍ୟରେ ବ୍ରି-ଡି-ଙ୍ଗ ବନ୍ଦ ହୋଇଯାଏ ତେବେ ସେମାନେ ଗର୍ଭଧାରଣ ପାଇଁ ଅଦାର ସେବନ କରି ପାରିବେ । ଏହି ମହିଳା ମାନେ ଋ-ତୁ-ସ୍ରା-ବ ହେବାର ୩ ଦିନରେ ଅଳ୍ପ ମାତ୍ରାରେ ଚାହାରେ ଅଦାର ସେବନ ଖାଇବା ପରେ ଦୁଇ ଥର କରି ପାରିବେ । ଏହାକୁ ଲଗାତର ୫ ଦିନ ଯାଏଁ ସେବନ କରିବେ ।

ଯେଉଁ ମହିଳାଙ୍କ ଠାରେ ଋ-ତୁ-ସ୍ରା-ବ ସମୟରେ କମ ବ୍ରି-ଡି-ଙ୍ଗ ହେଉଥାଏ ତେବେ ସେମାନେ ଋ-ତୁ-ସ୍ରା-ବ-ର ହେବାର ପ୍ରଥମ ଦିନରୁ ୫ ଦିନ ଯାଏଁ ଅଦାର ସେବନ କରି ପାରିବେ । ଯେଉଁ ମାନଙ୍କର ଋ-ତୁ-ସ୍ରା-ବ ସମୟରେ ଅଧିକ ବ୍ରି-ଡି-ଙ୍ଗ ହେଉଥାଏ ତେବେ ସେମାନେ ଋ-ତୁ-ସ୍ରା-ବ ସରିବା ପରେ ୫ ଦିନ ଯାଏଁ ଅଦାର ସେବନ କରିବେ । ଏହା ଛଡା ପାଣିରେ ଅଦା ପକାଇ ଏହାକୁ ଭଲ ଭାବେ ଗରମ କରି ଏଥିରେ କିଛି ମହୁ ମିଶାଇ ମଧ୍ୟ ସେବନ କରି ପାରିବେ । ଏହିପରି ଭାବେ ଅଦାକୁ ଫୋର୍ଟିଲିଟି ବଢାଇବା ପାଇଁ ବ୍ୟବହାର କରାଯାଇ ପାରିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *