ଅସରାଏ ବର୍ଷାରେ ଭାସୁଛି ଭୁବନେଶ୍ଵର, ଦେଖନ୍ତୁ Video କେମିତି ଭାସିଯାଉଛି Car

ନମସ୍କାର ବନ୍ଧୁଗଣ । ଗତ କାଲି ଅପରାହ୍ନରେ ଓଡିଶାରେ ଅନେକ ଜିଲ୍ଲା ଗୁଡିକରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି । ଯାହା ଦ୍ଵାରା ଅନେକ ସ୍ଥାନ ମାନଙ୍କରେ ପାଣି ଜମା ହୋଇ ଯାଇଛି । ରାଜଧାନୀ ଭୁବନେଶ୍ବରର ଇସ୍କନ ମନ୍ଦିର ଜାତୀୟ ରାଜପଥରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ଭି-ଡି-ଓ ରେ ଗୋଟେ କର ପୂରାପୂରି ଜଳମଗ୍ନ ହୋଇ ଯିବାର ନଜର ଆସୁଛି । ଏହି ରାସ୍ତାରେ ଗୋଟେ ବସ ଯିବାର ଦେଖିବା ପରେ କର ଡ୍ରାଇଭର ରାସ୍ତା ପର ହେବ ବୋଲି ଗାଡି ଆଗକୁ ନେଇ ଆସିଥିଲା । କିନ୍ତୁ ରାସ୍ତାରେ ବର୍ଷା ଯୋଗୁ ଏତେ ମାତ୍ରାରେ ପାଣି ହୋଇଛି ଯେ ଗାଡି ଆଗକୁ ନ ଯାଇ ପାଣିରେ ବୁଡି ଯାଇଛି । ସ୍ମାର୍ଟ ସିଟି ଭୁବନେଶ୍ବର ସବୁଠାରୁ ବଡ ସମସ୍ଯା ହେଉଛି ବର୍ଷା ଯୋଗୁ ପାଣି ଜମା ହେଲେ ପାଣି ନିଷ୍କାସନ ନ ହେବା । ଯାହା ଦ୍ଵାରା ଅନେକ ସାଧାରଣ ଜନତା ମାନେ ବିଭିନ୍ନ ସମସ୍ୟାର ସମୁଖିନ୍ନ ହେଉଛନ୍ତି ।

ଏହି ଭି-ଡି-ଓ ରେ କିଛି ଲୋକ ମାନେ ମଧ୍ୟ ପାଣିରେ ବୁଡି ରାସ୍ତା ରେ ଯାଉଥିବାର ନଜର ଆସୁଛନ୍ତି । କାରଟି ବୁଡି ଯାଇଥିବାରୁ ସେଠିକାର କିଛି ସ୍ଥାନୀୟ ଲୋକ ମାନେ ଉଧାର କରିବାକୁ ଯାଉଥିଲେ ମଧ୍ୟ ସେମାନେ ଅଣ୍ଟାଏ ପାଣିରେ ବୁଡି ରହିଛନ୍ତି । ପ୍ରତି ବର୍ଷ ରାଜଧାନୀରେ ଏହି ସମସ୍ଯା ଦେଖା ଯାଉଛି ।

ବିଏମସୀ ପକ୍ଷରୁ ବର୍ଷା ହେବା ପାଇଁ ପ୍ରସ୍ତୁତି ହେବା ସହ ଡ୍ରେନ ସମସ୍ଯା ପାଇଁ ମଧ୍ୟ ୱାଟର ଲଗିଂ ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ବୋଲି ଯେଉଁ ସୂଚନା ଦିଆଯାଏ ତାହା କିଛି ବି କାମରେ ଲାଗୁ ନାହି ବୋଲି ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି । ଏହି ଭି-ଡି-ଓରେ ଦୋକାନ ଅକରିଥିବା କିଛି ଲୋକ ମାନେ ଓ ପେଟ୍ରୋଲ ପମ୍ପରେ କାମ କରୁଥିବା ଲୋକ ମାନେ କାରଟିକୁ ପାଣିରୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବୋଲି ଦୃଶ୍ୟ ହେଉଛି ।

ଏହି ଭି-ଡି-ଓରେ ଲୋକ ମାନଙ୍କର ଅନେକ ଚେଷ୍ଟା ପରେ କାରଟି ଉଚ୍ଛା ଜାଗାକୁ ଆଣି ପଡ଼ିଛନ୍ତି । ପ୍ରତି ବର୍ଷ ରାଜଧାନୀରେ ପାଣି ଜମା ହେବାର ନେଇ ଲୋକ ମାନେ ମଧ୍ୟ ଅ-ଭି-ଯୋ-ଗ କରୁଥିଲେ ମଧ୍ୟ କିଛି ବି ଫଳାଫଳ ମିଳି ନାହି । କାରଟି ପାଣିରେ ବୁଡି ଯାଇ ଥିବାରୁ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇଛି ଏହି ଭି-ଡି-ଓ ରେ ଦ୍ରୁଶ୍ଯ ହେଉଛି ।

ଏହି ଘଟଣାରୁ ଅପଷ୍ଟ ହେଉଛି ଯେ ବିଏମସୀ ତରଫରୁ କଣ ପାଇଁ ଏହାକୁ ନେଇ ସଠିକ ପଦକ୍ଷେପ ନିଆଯାଉ ନାହି ବୋଲି ପ୍ରଶ୍ନ ଉଠୁଛି । ରାଜଧାନୀ ଭୁବନେଶ୍ବରରେ ଏହି ଦୃଶ୍ୟ ହେଉଛି ରାଜରାସ୍ତାର ଯାହା ପ୍ରତି ବର୍ଷ ଏହି ସମସ୍ଯା ଭାବେ ଦେଖା ଯାଉଛି । କଣ ପାଇଁ ସବୁ ବର୍ଷ ଏହି ଭଳି ପରିସ୍ଥିତି ଉପୁଜୁଛି ତାହା ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *