ଓଡିଆ ଧାରାବାହିକ “ମାୟା” ସିରିୟଲ ର ନାୟକ Nagesh ଙ୍କ ରିୟଲ ଲାଇଫ Family

ବନ୍ଧୁଗଣ, ଆପଣ ମାନେ ଓଡିଆ ଧାରାବାହିକ “ମାୟା” ନିଶ୍ଚିତ ଭାବରେ ଦେଖୁଥିବେ । ଏହି ଧାରାବାହିକ ରେ ଅଭିନୟ କରୁଥିବା ନାୟକ ତଥା ହିରୋ ସ-ମ୍ବ-ନ୍ଧରେ ଆପଣ ମାନେ କଣ ଜାଣିଛନ୍ତି କି ?

ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ସିରିୟଲ ରେ ନିଜର ଅବିସ୍ମୟ ଅଭିନୟ କରି ଫେମସ ହୋଇଥିବା ଅଭିନେତା ଙ୍କ ରିୟଲ ଲାଇଫ ସ-ମ୍ବ-ନ୍ଧରେ କିଛି କହିବାକୁ ଯାଉଅଛୁ । ଆସନ୍ତୁ ତେବେ ଜାଣିବା ତାଙ୍କ ସ-ମ୍ବ-ନ୍ଧରେ ସଂପୂର୍ଣ୍ଣ ବିବରଣୀ । ତରଂଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ସିରିୟଲ ରେ ଅଭିନୟ କରୁଥିବା ନାୟକ ନାଗେଶ ଙ୍କ ଘର, ପରିବାର ତଥା ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ସମୁଦାୟ ଇନକମ ତଥା ଆହୁରି ଅନେକ ମହତ୍ଵପୂର୍ଣ୍ଣ ସୂଚନା ଦେବାକୁ ଯାଉଅଛୁ । ନାଗେଶ ଙ୍କର ପ୍ରକୃତ୍ତ ନାମ ହେଉଛି “ମାନସ ମହାପାତ୍ର” ।

ତାଙ୍କର ଜନ୍ମସ୍ଥାନ ବାରିପଦା ମାତ୍ର ସେ ସିରିୟଲ ର ସୁ-ଟି-ଙ୍ଗ ନିମନ୍ତେ ଭୁବନେଶ୍ଵର ରେ ରୁହନ୍ତି । ନାଗେଶ ଗ୍ରାଜୁଏଟ ପରେ ଦିଲ୍ଲୀ ଯାଇଥିଲେ । ସେ ଦିଲ୍ଲୀ ଗୋଟିଏ ଭଲ ଚାକିରି ର ଅନୁସନ୍ଧାନ କରିବା ନିମନ୍ତେ ସେଟାକୁ ଯାଇଥିଲେ । ମାତ୍ର ତାଙ୍କର ଚାକିରି କରିବାର ଇଛା ନଥିଲା । ପରିବାର କହିଲେ ନାଗେଶ ଙ୍କର ଗୋଟିଏ ବଡ ପରିବାର ତାଙ୍କ ବାପା ମା’ ସହିତ ତାଙ୍କର ସମୁଦାୟ ୫ ଭାଇ ଭଉଣୀ ମଧ୍ୟ ଅଛନ୍ତି ।

ମାତ୍ର ନାଗେଶ ହେଉଛନ୍ତି ତାଙ୍କ ପରିବାରରେ ସମସ୍ତଙ୍କ ଠାରୁ ସାନ । ନାଗେଶ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅଡିସନ ଦେଇ ସେ ରାତାରାତି ଅଭିନୟ କରିବାକୁ ଲାଗିଲେ । ସେ ଓଡିଆ ଧାରାବାହିକ “ମାୟା” ର ହିରୋ ଭାବରେ ପରିଚିତ ହେଲେ । ଏହି ସିରିୟଲରେ ତାଙ୍କ ଅଭିନୟ କୁ ଦର୍ଶକେ ବେସ ପସନ୍ଦ ମଧ୍ୟ କଲେ । ମାୟା ସିରିୟଲ ରେ ରୁଦ୍ରୀ ଏବଂ ନାଗେଶ ଙ୍କ ଯୋଡି କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି ।

ଉଭୟ ଏହି ସିରିୟଲ ରେ ସ୍ଵାମୀ-ସ୍ତ୍ରୀ ଭାବରେ ଅଭିନୟ କରି ଆସୁଛନ୍ତି । ଉଭୟ ଙ୍କ କେମେଷ୍ଟ୍ରି କୁ ଦେଖିବା ନିମନ୍ତେ ଦର୍ଶକେ ବହୁତ ଉତ୍କଣ୍ଠା ର ସହିତ ଅପେକ୍ଷା କରିଥାନ୍ତି । ଖୁବ କମ ସମୟ ମଧ୍ୟରେ ନାଗେଶ ବହୁତ ଜଲ୍ଦି ସଫଳତାର ପାହାଚ ଅତିକ୍ରମ କରିବାର ଦୃଶ୍ୟ ନଜର ଆସିଛି । ନାଗେଶ ଙ୍କୁ ଗୋଟିଏ ଇଣ୍ଟରଭିଉ ରେ ପଚରା ଯାଇଥିଲା ଯେ, ଆପଣଙ୍କର ରିୟଲ ଲାଇଫ ଗାର୍ଲପ୍ରେଣ୍ଡ କିଏ ଅଟନ୍ତି ?

ନାଗେଶ କହିଥିଲେ ଯେ, ମୁଁ ଆମ ଘରେ ସମସ୍ତଙ୍କ ଠାରୁ ସାନ ଅଟେ । ବର୍ତ୍ତମାନ ମୁଁ ମୋ କ୍ୟାରିୟର ଉପରେ ଫୋକସ କରୁଅଛି । ଏବେ ପର୍ଯ୍ୟନ୍ତ ମୋର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି । ଆଗକୁ ଅଭିନୟ ଜଗତରେ ମତେ ବହୁତ କାମ କରିବାର ଅଛି । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *