ବସ ଡ୍ରାଇଭର ର ଝିଅ ପାପା ଙ୍କ ସ୍ଵପ୍ନ ପୁରା କରିବା ପାଇଁ ବନିଗଲେ IAS, କହିଲେ UPSC ପାସ କରିବାର ସିକ୍ରେଟ, ଦେଖନ୍ତୁ ଆପଣଙ୍କ କାମରେ ବି ଆସିପାରେ

ବନ୍ଧୁଗଣ, ଯଦି ଆପଣ ଜନ୍ମରୁ ଗରିବ ତେବେ ଏଥିରେ ଆପଣଙ୍କର କୌଣସି ଭୁଲ ରହି ନାହିଁ । ମାତ୍ର ଯଦି ଆପଣ ଦେହତ୍ୟାଗ କରିବା ସମୟରେ ମଧ୍ୟ ଗରିବ ରୁହନ୍ତି ତେବେ ଏଥିରେ କେବଳ ଆପଣଙ୍କର ହିଁ ଭୁଲ ରହିଅଛି ।

ଯଦି ଆପଣ ନିଜର ସ୍ଵପ୍ନ କୁ ସାକାର କରିବାକୁ ନିଷ୍ପତ୍ତି ନିଅନ୍ତି ଏବଂ ସେହି ସ୍ଵପ୍ନ କୁ ସାକାର କରିବାକୁ ଯାଇ କଠିନ ରୁ କଠିନ ପରିଶ୍ରମ କରିବାକୁ ପଛାନ୍ତି ନାହିଁ । ତେବେ ଆପଣଙ୍କର ସେହି ସ୍ଵପ୍ନ ସାକାର ସୁନିଶ୍ଚିତ ରୂପରେ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଏଭଳି ସତ୍ୟତା ସହିତ ପରିଚିତ କରାଇବାକୁ ଯାଉଅଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହରିୟାନା ର ବାସିନ୍ଦା ବସ ଡ୍ରାଇଭର ର ଝିଅ ପ୍ରୀତି ହୁଡଡା । ହରିୟାନା ର ବାହାଦୁରଗଡ ରେ ପ୍ରୀତି ଙ୍କର ଜନ୍ମ ।

ତାଙ୍କ ପିତା ଦିଲ୍ଲୀ ପରିବହନ ନିଗମ ଅର୍ଥାତ ଡିଟିସି ରେ ବସ ଡ୍ରାଇଭର ଅଛନ୍ତି । ପ୍ରୀତି ଙ୍କର ପିତା ପ୍ରୀତି ନିମନ୍ତେ ଗୋଟିଏ ସ୍ଵପ୍ନ ଦେଖିଥିଲେ ଯେ, ତାଙ୍କ ଝିଅ ବଡ ହୋଇ ଏକ ଆଇଏଏସ ଅଫିସର ହେବ । ନିଜ ବାପା ଙ୍କର ଏହି ସ୍ଵପ୍ନ କୁ ସାକାର କରିବାକୁ ଯାଇ ଝିଅ ପ୍ରୀତି କୌଣସି ପ୍ରକାରର ଅବହେଳା କରିଲା ନାହିଁ । ସେ ସଂପୂର୍ଣ୍ଣ ପରିଶ୍ରମ ଏବଂ ଏକାଗ୍ରତା ସହିତ ୟୁପିଏସସି ର ନିଯୁକ୍ତି ନିମନ୍ତେ ପ୍ରସ୍ତୁତି ହେଲେ ।

ଆଇଏଏସ ଅଧିକାରୀ ହେବା ନିମନ୍ତେ ପ୍ରୀତି ନିଜର ପାଠ ପଢା ବାହାଦୂରଗଡ ରେ ସଂପୂର୍ଣ୍ଣ କରିଲେ । ଏହାପରେ ଏମଫିଲ କରିବା ନିମନ୍ତେ ଦିଲ୍ଲୀ ଯେଏନୟୁ ରେ ଏଡମିସନ ନେଲେ । ଏହିଠାରୁ ପ୍ରୀତି ପିଏଚଡି ର ଡିଗ୍ରୀ ମଧ୍ୟ ହାସଲ କରିଲେ । ଏହାପରେ ୨୦୨୧ ରେ ପ୍ରୀତି ୟୁପିଏସସି ର ପରୀକ୍ଷା ଦେଲେ । ପ୍ରୀତି ଏହି ପରୀକ୍ଷାର ସମସ୍ତ ପ୍ରସ୍ତୁତି ହିନ୍ଦୀ ଭାଷା ରେ କରିଥିଲେ । ଏହି ଭାଷାରେ ସେ ପରୀକ୍ଷା ଦେଲେ ।

ଏବଂ ଏହି ଭାଷା ରେ ହିଁ ସେ ଇଣ୍ଟରଭିଉ ମଧ୍ୟ ଦେଲେ । ପ୍ରୀତି ନିଜର ଆତ୍ମବିଶ୍ଵାସ ସହିତ ସମସ୍ତ ପ୍ରଶ୍ନ ଗୁଡିକ ର ଉତ୍ତର ଦେଇଥିଲେ । ତାଙ୍କ କହିବା ଅନୁସାରେ ଆପଣ ନିଜେ ଯେଉଁ ଭାଷାରେ ନିଜକୁ ଉଚିତ ମନେ କରି ପାରୁଛନ୍ତି ଯେ ଏହା ମୋ ନିମନ୍ତେ ସରଲା ଏବଂ ସୁବିଧା ହେବ । ଆପଣ ଙ୍କୁ ସେହି ଭାଷା ରେ ଇଣ୍ଟରଭିଉ ତଥା ପରୀକ୍ଷା ଦେବା କଥା । ଅତିଶୀଘ୍ର ୟୁପିଏସସି ର ପରିଣାମ ଆସିଲା ।

ପ୍ରୀତି ଉତ୍ତମ ନମ୍ବର ରଖି ଏହି ପରୀକ୍ଷା ରେ ପାସ ହୋଇଥିଲେ । ଏହାପରେ ଏହି ଖୁସି ଖବର ପ୍ରୀତି ନିଜ ପିତା ଙ୍କୁ ଜଣାଇଲେ । ସେତେବେଳେ ତାଙ୍କ ପିତା ବସ ଚଲାଉଥିଲେ । ଝିଅ ର ଏଭଳି କଥା ଶୁଣି ବାପା ପ୍ରୀତି କୁ ସାବାସୀ ଦେଲେ । ପ୍ରୀତି ନିଜ ପିତା ଙ୍କ ସହ ପୁରା ପରିବାର କୁ ଆନନ୍ଦ ରେ ପରିପୂର୍ଣ୍ଣ କରିଦେଲେ । ମାତ୍ର ନିଜ ଉପରେ ବିଶ୍ଵାସ ତଥା ଚେଷ୍ଟା ଥିଲେ ସବୁକିଛି ସମ୍ଭବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *