Special Report: ପୁଣି ଚିନ୍ତା ବଢାଇଲା ଚୀନ, ଆସିଲା ନୂଆ ଭାଇରସ Monkey B… ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

କ-ରୋ-ନା ଭା-ଇ-ର-ସ ପ୍ରଥମେ ଚୀନରୁ ଆସିଥିଲା ବୋଲି ସୂଚନା ମିଳିଥିଲା । ଚୀନରୁ ଆସିଥିବା କ-ରୋ-ନା ଭା-ଇ-ର-ସ ପୁରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ସୂଚନା ଅନୁସାରେ ଚୀନରୁ ଅନ୍ୟ ଏକ ନୂଆ ଭା-ଇ-ର-ସ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । କ-ରୋ-ନା ଠାରୁ ଅଧିକ ଘା-ତ-କ ଏହି ନୂଆ ଭା-ଇ-ର-ସ ବୋଲି କୁହା ଯାଉଛି ।

ଏହି ନୂଆ ଭା-ଇ-ର-ସ ଯାହାର ନାଁ ହେଉଛି ମଙ୍କି ବି ଭା-ଇ-ର-ସ ବା ପିପି ଭା-ଇ-ର-ସ ଯାହା ଚୀନରୁ ଚିହ୍ନଟ ହୋଇଛି ଯେଉଁଥିରେ ୭୦ରୁ ୮୦ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ମୃ-ତ୍ୟୁ ହାର ଦେଖା ଯାଇଛି । ଗ୍ଲୋବାଲ ଟାଇମସ ମୁତାବକ ଚୀନର ବେଚିଙ୍ଗରେ ଜଣେ ୫୩ ବର୍ଷୀୟ ପଶୁ ଚିକିତ୍ସକଙ୍କ ଠାରେ ଏହି ଭା-ଇ-ର-ସ ଚିହ୍ନଟ ହୋଇଥିଲା । ଏହି ନୂଆ ଭା-ଇ-ର-ସରେ ମଣିଷ ଚିହ୍ନଟ ହେବାର ପ୍ରଥମ ଥର ପାଇଁ ସାମନାକୁ ଆସିଛି । ଏହି ଭା-ଇ-ର-ସରେ ସଂକ୍ରମଣ ହୋଇ ଥିବାରୁ ସେହି ପଶୁ ଚିକିତ୍ସକଙ୍କର ମୃ-ତ୍ୟୁ ଘଟିଛି । ପଶୁ ଚିକିତ୍ସକଙ୍କ ପରିବାର ଲୋକେ ସୁସ୍ଥ ଅଛନ୍ତି ବୋଲି ସୂତ୍ରରୁ ଜଣା ପଡିଛି ।

ଖବର ଅନୁଯାୟୀ ଗତ ମାର୍ଚ୍ଚ ମାସରେ ଦୁଇଟି ମୃତ ମାଙ୍କଡଙ୍କର ସର୍ଜରୀ କରିଥିଲେ । ଏହି ସର୍ଜରୀ କରିବାର ଗୋଟେ ମାସ ପରେ ସେହି ପଶୁ ଚିକିତ୍ସକଙ୍କ ପାଖରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥିଲା । ଲକ୍ଷଣ ଅନୁସାରେ ତାଙ୍କ ଠାରେ ବାରମ୍ବାର ବାନ୍ତି ହେବା ସହ ଶରୀର ଦୁର୍ବଳ ହୋଇଥିଲା । ଚିକିତ୍ସା ପାଇଁ ସେହି ପଶୁ ଡାକ୍ତର ହସପିଟାଲ ଯାଇଥିଲେ ମଧ୍ୟ କିଛି ବି ସୁଫଳ ମିଳି ନ ଥିଲା । ଏହା ପରେ ଚୀନର ଏକ ପତ୍ରିକାରେ ମେ ୨୭ରେ ତାଙ୍କର ମୃ-ତ୍ୟୁ ଖବର ପ୍ରକାଶିତ ହୋଇଥିଲା ।

ଏହା ପୂର୍ବରୁ ଚୀନରେ କେହି ବି ଏହି ଭା-ଇ-ର-ସରେ ଚିହ୍ନଟ ହୋଇ ନାହାନ୍ତି । ଏହି ଭା-ଇ-ର-ସ ୧୯୩୨ ରେ ପ୍ରଥମ ଥର ପାଇଁ ଚିହ୍ନଟ କରା ଯାଇଥିଲା । ଏହି ଭା-ଇ-ର-ସକୁ ନେଇ ଭୟଭୀତ ହେବାର କାରଣ ହେଉଛି ୭୦ ରୁ ୮୦ ପ୍ରତିଶତ ଲୋକଙ୍କ ଠାରେ ମୃ-ତ୍ୟୁ ହେବାର ସମ୍ଭାବନା ରହିଥାଏ । ଚୀନରୁ ଚିହ୍ନଟ ହୋଇଥିବା ଏହି ନୂଆ ଭା-ଇ-ର-ସ ପୁଣି ଥରେ ବିଶ୍ବରେ ଚିନ୍ତାର ବିଷୟ ହୋଇ ପଡିଛି ।

ଏହି ଭା-ଇ-ର-ସରେ ବିଶେଷ କରି ମାଙ୍କଡ ମାନେ ସଂକରଣ ହୋଇଥିବା ବେଳେ ମଣିଷ ମାନଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇ ପଡିଛି । ତେଣୁ ଏହି ଘା-ତ-କ ଭା-ଇ-ର-ସକୁ ଯଥା ଶିଗ୍ରହ ରୋକିବା ପାଇଁ ପରାମର୍ଶ ଦିଆ ଯାଇଅଛି । ସୂଚନା ଅନୁସାରେ ସିଧା ସଳଖ ଏହି ଭା-ଇ-ର-ସ ସଂସ୍ପର୍ଶରେ ଆସିଥିଲେ ଭା-ଇ-ର-ସ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *