ପ୍ଲାଷ୍ଟିକ ସର୍ଜରୀ ଆଗରୁ ଏବଂ ପରେ କେମିତି ଥିଲେ ଏହି ବଲୀଉଡ ଅଭିନେତ୍ରୀ

ଆଜିକା ସମୟରେ ସମସ୍ତଙ୍କୁ ପ୍ଲାଷ୍ଟିକ ସର୍ଜରୀ ବିଷୟରେ ଜଣା ଅଛି ତେବେ ବଲୀଉଡ ହେଉ ବା ହଲିଉଡ ସମସ୍ତେ ପ୍ଲାଷ୍ଟିକ ସର୍ଜରୀ ବହୁତ ଦରକାର ଅଟେ, କାହିଁକିନା ସମସ୍ତ ହିରୋଇନ ମାନଙ୍କ ଉପରେ ସୁନ୍ଦର ଦେଖା ଯିବାର ପ୍ରେସର ରହିଥାଏ ଏବଂ ସମସ୍ତେ ସୁନ୍ଦର ହବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାନ୍ତି ଯାହା ଦ୍ଵାରା ସେ ଆହୁରି ସୁନ୍ଦର ଦେଖା ଯିବେ । ଆସନ୍ତୁ ଜାଣିବା କିଛି ବଲୀଉଡ ଏବଂ ହଲିଉଡ ହିରୋଇନ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସୁନ୍ଦରତା ବଢେଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ।

Image Courtesy: Google

 

ରାଖି ସାବନ୍ତ :

ରାଖି ସାବନ୍ତ ଏମିତି ଗୋଟେ ଆଇଟମ କ୍ଵିନ ଯିଏ ନିଜ ଭୁଲ କାମ ପାଇଁ ନ୍ଯୁଜରେ ରୁହନ୍ତି, ରାଖି ସାବନ୍ତ ଏହି ଖବରରେ ସବୁଠାରୁ ଉପରେ ଅଛନ୍ତି କାହିଁକିନା ସେ ବହୁତ ପ୍ରକାର ପ୍ଲାଷ୍ଟିକ ସରଜରି କରିଛନ୍ତି ନିଜକୁ ସୁନ୍ଦର ବନେଇବା ପାଇଁ ସେ ବହୁତ ପ୍ରକାର ସର୍ଜରୀ କରିଛନ୍ତି, ତେବେ ଏତେ ଗୁଡେ ସର୍ଜରୀ ପରେ ରାଖି ସାବନ୍ତ ଗୋଟେ କଣ୍ଢେଇ ପରି ଦେଖା ଗଲେ ଯାହା ବିଷୟରେ ଯେତେବେଳେ ରାଖୀଙ୍କୁ ପଚରା ଗଲା ସେତେବେଳେ ସେ କହିଲେ ବେଳେ ବେଳେ ଭଗବାନ ଆପଣଙ୍କ ସହ ତାହା କରି ପାରନ୍ତି ନାହିଁ ଯାହା ପ୍ଲାଷ୍ଟିକ ସର୍ଜରୀ କରିଥାଏ, ତେବେ ତାଙ୍କ ଏହି କଥା ଉପରେ କେମିତି ରିଆକ୍ଟ କରିବା ଉଚିତ ଆମେ ବୁଝି ପାରିଲୁ ନାହିଁ ।

Image Courtesy: Google

ଅନୁସ୍କା ଶର୍ମା :

ତେବେ ଅନୁସ୍କା ଶର୍ମା ନିଜ କେରିଅର ପ୍ରଥମ ଫିଲ୍ମ ଶାରୁଖ ଖାନଙ୍କ ସହ କରିଥିଲେ, ଅନୁସ୍କା ନିଜ ଚୁଲବୁଲା ବ୍ୟବହାର ପାଇଁ ପ୍ରସିଦ୍ଧ ହୋଇଥିଲେ କିନ୍ତୁ କିଛି ସମୟ ପରେ ତାଙ୍କ ପ୍ଲାଷ୍ଟିକ ସର୍ଜରୀ କଥା ବାହାରକୁ ଆସିଲା କିନ୍ତୁ ଅନୁସ୍କା କେବେ ଏହି କଥାକୁ ମାନିଲେ ନାହିଁ କିନ୍ତୁ ତାଙ୍କ ପୂର୍ବ ଲୁକ ଏବଂ ପର ଲୁକ ଦ୍ଵାରା ଏହା ଜଣା ପଡିଗଲା । ଅନୁସ୍କା ନିଜ ଓଠ ସର୍ଜରୀ କରିଛନ୍ତି ।

Image Courtesy: Google

ଆଈଶା ଟାକିଆ :

ଆଈଶା ଟାକିଆ ବଲୀଉଡ ଜଗତରେ ବହୁତ ପ୍ରସିଦ୍ଧ ହୋଇ ପାରିଲେ ନାହିଁ କିନ୍ତୁ ତାଙ୍କ ସ୍ମାଇଲ ଏବଂ ଗାଲ ପାଇଁ ସେ ବହୁତ ପ୍ରସିଦ୍ଧ ଥିଲେ, କିନ୍ତୁ ସର୍ଜରୀ ପରେ ତାଙ୍କ ଫେସ ପୂର୍ଣ ଭାବରେ ବଦଳି ଗଲା, ଏବଂ ଏହା ଦେଖି ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ କଷ୍ଟ ହୋଇଥିଲା, ଆସିଶାଙ୍କ ଏହି ଲୁକ ତାଙ୍କ ପୂର୍ବ ଲୁକରୁ ବହୁତ ଅଲଗା ଥିଲା ତାଙ୍କ ନେଚୁରଲ ଲୁକ ବହୁତ ଭଲ ଥିଲା କିନ୍ତୁ ଲୁକ ବଦଳିବା ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ନିରାଶ ହୋଇଯାଇଥିଲେ ।

Image Courtesy: Google

ଶ୍ରୀଦେବୀ :

ଶ୍ରୀଦେବୀ ନିଜ ସମୟ ବହୁତ ପ୍ରସିଦ୍ଧ ହିରୋଇନ ଥିଲେ ତାଙ୍କ ନାଚ ଏବଂ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ ହୋଇଥିଲେ ସେ ନିଜ ପ୍ଲାଷ୍ଟିକ ସର୍ଜରୀ ପାଇଁ ପ୍ରସିଦ୍ଧ ହେଇଥିଲେ କାହିଁକିନା ତାଙ୍କ ପ୍ଲାଷ୍ଟିକ ସର୍ଜରୀ ତାଙ୍କ ଚେହେରା ପୁରା ବଦଳି ନଥିଲା ତେବେ ତାଙ୍କ ଚେହେରା ଆହୁରି ସୁନ୍ଦର ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *