ପୋଲିସ ଆସିଲା, ପଛପଟୁ ଧରିଲା, ଖାଇକି ଯିବା ବୋଲି କହିଲା, ନ ଦେଲେ… ଦେଖନ୍ତୁ Video

ବନ୍ଧୁଗଣ ପୋଲିସ ଘରକୁ ଆସିଲା ପଛ ପଟୁ ଧରିଲା ଖାଇକି ଯିବ ବୋଲି କହିଲା ମୋ ସ୍ଵାମୀ ନାହି ମୋ ପୁଅ ବୋହୂ ବାହାରେ ଝିଅ ବି ବାହା ହୋଇ ସାରିଛି ଘରେ ମୁଁ ଏକା ସ୍ତ୍ରୀ ମୋର ଭତା କାଟି ଯାଇଛି ବୋଲି ଖାକୀ ବାବୁ ଆସି କହିଲେ । ଆଉ ଭତା କାର୍ଡ ମାଗିଲା ମୁଁ ଭିତରକୁ ଗଲି କାର୍ଡ ଆଣିବାକୁ ସେ ମୋ ସହ ଗଲା । ଭିତରୁ ପଟୁ କବାଟ ଦେଲା ଆଉ ମୋତେ ଖାଇକି ଯିବ ବୋଲି କହିଲା । ଆଉ ଯେତେବେଳେ ମୁଁ ବାରଣ କରିଲି ମୋତେ କହିଲା ମୋର ଇଚ୍ଛା ହୋଇଛି ମାନେ ମୁଁ ଖାଇକି ଯିବି ଆଉ ନ ହେଲେ ତୋ ତଣ୍ଟି ଚିପିଟ ଦେବୀ ।

ମୁଁ ଉପାୟ ନ ପାଇ କଟୁରି ଧରିଲି ଆଉ ତା ଦେହରେ କେଉଁଠି ନ କେଉଁଠି ବାଜିଛି କଟୁରି କାରଣ ରକ୍ତ ମୋ ଘରେ ପଡିଛି । ଆଉ ଏହା ପରେ ପୋଲିସ ବାରି ପାଟ ଦେଇ ଦୌଡି ପଳାଇଛି । ତେବେ ଆପଣ ମାନେ ବି ଦର୍ଶକ ବନ୍ଧୁ ଭଲ କରି ଦେଖନ୍ତୁ ଏରହି ଦୃଶ୍ୟକୁ । ଏଠାରେ ଚପଲ, ଗାଡି, ପ୍ଯାଣ୍ଟ ଆଉ ଟୋପି ପଡି ରହିଛି । ଯେତେବେଳେ ମହିଳା ଜଣକ ନିଜ ଜୀବନ ବଞ୍ଚାଇବା ଏପାଇଁ ଆକ୍ରମଣ କରିଛନ୍ତି ଠିକ ସେହି ସମୟରେ ଖାଇକି ବାବୁ ଜଣକ ଜୀବନ ରକ୍ଷା କରି ଯୁଆଡେ ପାରିଛନ୍ତି ପଳାଇ ଯାଇଛନ୍ତି ।

ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇର ଥାନା ଅଞ୍ଚଳରେ । ଖଇର ଥାନା ଅଧୀନ ଖଇଥ ଗଡିଆ ପଚଡା ସାହିର ୪୪ ବର୍ଷୀୟ ବିଧବା ମହିଳା ମାଳାଟି ମଲ୍ଲିକ । ସେ ଏକା ଘରେ ରହୁଥିଲେ ଆଉ ଏହାର ସୁଯୋଗ ନେଇ ଘର ଭିତରକୁ ଆସିଥିଲା ଖଇରା ଥାନାର କାର୍ଯ୍ୟରତ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଦାସ । ଯାହାକୁ ନିଜର ଜୀବନ ବଞ୍ଚାଇବା ପାଇଁ କଟୁରି ରେ ଆକ୍ରମଣ କରିଛନ୍ତି ମାଳତି ମଲ୍ଲିକ । ଆଉ ନିଜବକୁ ବଞ୍ଚାଇବା ପିନ ଆଉ ଲଜ୍ୟା ଭୟରେ ସେ ବର୍ତ୍ତମାନ ଫେରାର ଅଛି ।

ଆଉ ଯାହାକୁ ନେଇ ଖଇରା ଥାନାର ଦ୍ଵାରସ୍ଥ ହୋଇଛନ୍ତି ମାଳତି ମଲ୍ଲିକ । ଆଉ ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଯାଞ୍ଚ ଜାରି ରଖିଛି । ହେରାର ଥିବା ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଖୋଜିବାରେ ଲାଗିଛି ପୋଲିସ । ତେବେ ଏଠାରେ ରକ୍ଷକ ହୋଇ ଭକ୍ଷକ ସାଜିଥିଲା ପୋଲିସ । ଯଦି ମାଳତି ଙ୍କ ଉପସ୍ଥିତି ବୁଦ୍ଧି ନ ଥାନ୍ତା ତେବେ କିଛି ଗୋଟେ ଅଘଟଣ ଘଟିଥାନ୍ତା ।

ତେବେ ଏ ସବୁ ଭିତରେ ଖଇରା ଥାନା ର ହୋମ ଗାର୍ଡ ପୂର୍ଣ୍ଣ ଚନ୍ଦ୍ର ବିରୁଦ୍ଧରେ କଣ ନିଆ ଯାଇଛି କାର୍ଯ୍ୟ ଅନୁଷ୍ଠାନ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *