ଚାଢାଉ ବେଳେ ପୋଲିସକୁ ପନିକି ଧରି ଏମିତି ଧମକାଇଲେ ଲେଡି ଡନ… ଦେଖନ୍ତୁ Video

ବନ୍ଧୁଗଣ, ପନିକି ଧରି ବସିବି ଆଉ କାହାର କେତେ ସାହସ ଅଛି ମୋ ଘର ଭିତରକୁ ପସିକି ଦେଖାଅ । ମୁଁ ଗେଟ ତ ଜମା ବି ଖୋଲିବି ନାହି ମୋ ଘର ଗେଟ ଭନଗିକି ଦେଖା । ତେବେ ଆପଣ ମାନେ ବି ଥରେ ଏହି ଭିଜୁଆଲ ଉପରେ ନଜର ପାକନ୍ତୁ ଆଉ କଣ ଚାଲିଛି ଏଠାରେ । ଏହି ଲେଡି ଡନ ଜଣକ କିଏ ? ଯୁବତୀ ଜଣକ ଏଠାରେ ପୁଣି ପନିକି ଦେଖାଇଲେ ଆଉ ତାହା ପୁଣି ପୋଲିସ ବାବୁ ଙ୍କୁ । ପୋଲିସକୁ ରୋକିବା ପାଇଁ ଯୁବତୀ ଜଣକ ଏଠାରେ ପନିକି ଉଠାଇଲେ ।

ତେବେ ପୋଲିସ କଣ ପାଇଁ ମହିଳା ଙ୍କୁ କବାଟ ଖୋଲିବାକୁ ଏତେ ବାଧ୍ୟ କରୁଛନ୍ତି ? ତେବେ ମହିଳା ଏଠାରେ କହୁଛନ୍ତି କବାଟ ଖୋଲିବି ନାହି କିଛି ବି ହୋଇଯାଉ । ପୋଲିସ ସହ ଯୁବତୀଙ୍କର ଚାଲିଲା କଥା କଟା କାଟି । ଏହି ଘଟଣା ଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅଂର୍ଗତ ନବରା ସିଂ ଗାଁ ରେ । ମହିଳା ଜଣକ ହେଉଛନ୍ତି ଗାଁ ର ଭାନୁମତୀ ସବର । ଏଠାରେ ଅବକାରୀ ଓ ପୋଲିସ ବିଭାଗ ପହଞ୍ଚିଲେ ମଦ ଚଢାଉ ରେ କିନ୍ତୁ ଯୁବତୀ ଜଣକ ଏଠାରେ କବାଟ ଖୋଲିବାକୁ ପୁରା ନାରାଜ ।

ଆହୁରି ପୁଣି ପନିକି ଉଠାଇ ଏଭଳି ରୋକ ଥୋକ ମନା କରି ଦେଲେ ଯୁବତୀ ଆଉ ପୋଲି ସହ କରିଲେ ପାଟି ତୁଣ୍ଡ । ତେବେ ଏଠାରେ ଖବର ପାଇ ଅବକାରୀ ବିଭଗର ଇନ୍ସପେକ୍ଟର ପ୍ରକାଶ କୁମାର ସାହୁ ଙ୍କ ନେତୃତା ରେ ଅବକାରୀ ବିଭଗର ଦଳ ଓ ୧୩ ଜଣ ଏପିଆର ଫୋର୍ସ କୁ ନେଇ ନବରା ସିଂ ଗାଁ ର ଭାନୁମତୀ ଶବର ଙ୍କ ଘରେ ପୋଲିସ ଚଢାଉ କରିବାକୁ ଚେଷ୍ଟା କରିଲେ । ହେଲେ ଭାନୁମତୀ ଘର ଭିତରୁ ଗୃଳ ଗେଟ କୁ ତାଲା ପକାଇବା ସହ ଗୋଟେ ଧାରୁଆ ପନିକି ଧରି ବସି ରହିଲେ ।

ଏହା ସହ ସେ ପୋଲିସ କୁ ଧମକ ଚମକ ଦେବା ସହ ଗେଟ ପାଖରେ ଜଗି ରହିଲେ । ଅବକାରୀ ବିଭାଗ ଓ ମହିଳାଙ୍କର ଏଭଳି ପଟି ତୁଣ୍ଡ ଦୃଶ୍ୟକୁ ମୋବାଇଲ ରେ କଏଡ କରି ଭାଇରାଲ କରା ଯାଇଥିଲା । ଏହି ଘଟନା ଉପରେ ଅବକାରୀ ବିଭାଗ ଭାନୁମତୀ ଙ୍କ ଘରେ ଚଢାଉ ନ କରି ବିଫଳ ହୋଇ ଫେରି ଆସିଛନ୍ତି । ତେବେ ଏହି ଲେଡି ଡନ ମହିଳା ଙ୍କ ଉପରେ ଅବକାରୀ ବିଭଗର ଆଗରୁ କଣ ଆଇନାତ କାର୍ଯ୍ୟ ଅନୁଷ୍ଠାନ ରହିବ ତାହା ଦେଖିବା ବାକି ରହିଲା ।

ସତରେ ଲେଡି ଡନ ମହିଳା ଭାନୁମତି ଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବ ସହ ବେଶ ଚର୍ଚ୍ଚା ମଧ୍ୟ ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *