ପୋଖରୀ ଭିତରେ ପଶିଗଲା କାର, ପହଁରି ପହଁରି ବାହାରକୁ ଆସିଗଲେ ସ୍ୱାମୀ, କିନ୍ତୁ ସ୍ତ୍ରୀ ସହ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିର ସମୟରେ କେତେବେଳେ କାହାର ଜୀବନ କେମିତି ଯିବ ବା କାହାର ମୃତ୍ୟୁ କେତେବେଳେ କେଉଁଠି ହେବ ତାହା କେହି କହି ପାରିବେ ନାହି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ଘଟନା ସମ୍ପର୍କ ରେ ଜଣା ପଡୁଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଉଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ବିଧାତା ଏ କି ଖେଳ ଖେଳିଲା ।

ତେବେ ପାଣି ଭିତରେ ବୁଡି ଚାଲି ଯାଇଛି ଆଉ ଏକ ଜୀବନ ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି ହୋଇଛି । ପୋଖରୀ ଭିତରେ ପଶିଗଲା କାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ଜାମସେରା ଛକ ନିକଟରେ ଭରସମ୍ୟ ହରାଇ ପୋଖରୀ ଭିତରକୁ ପଡିଗଲା କାର । କାର ଟି ଭାରସମ୍ୟ ହରାଇ ପୋଖରୀ ଭିତରେ ପଶି ଯିବାରୁ କର ରେ ଥିବା ସ୍ଵାମୀ ସ୍ତ୍ରୀ ପାଣି ଭିତରେ ବୁଡି ରହିଥିଲେ ।

ତେବେ କୌଣସି ପ୍ରକାରରେ ସ୍ଵାମୀ ଜଣକ ପହଁରି ପହଁରି କାର ରୁ ବାହାରକୁ ଆସି ଯାଇଥିବା ବେଳେ ସ୍ତ୍ରୀ ଗାଡି ଭିତରେ ଫସି ରହିଥିଲେ । ସ୍ଥାନୀୟ ଲୋକେ କର ଟି ପାଣି ଭିତରେ ଫସି ରହିବାର ଦେଖି ତୁରନ୍ତ ଅଗ୍ନିସମ ବାହିନୀ କୁ ଖବର ଦେଇଥିଲେ । ଆଉ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ପାଣି ଭିତରୁ ଉଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ସ୍ବାମୀଙ୍କୁ ପାଣିରୁ ବାହାର କରିବାରେ ଅଗ୍ନିସମ ବାହିନୀ ସଫଳ ହୋଇଥିଲେ ମଧ୍ୟ ସ୍ତ୍ରୀ ଙ୍କୁ ଅନେକ ଚେଷ୍ଟା ପରେ ବି ପାଣିରୁ ବାହାର କରିବାରେ ଅସଫଳ ହୋଇଥିଲେ ଅଗ୍ନିସମ ବାହିନୀ ।

ହେଲେ ପାଣିରେ ବୁଡି ସ୍ତ୍ରୀ ଙ୍କର ମୃତ୍ୟୁ ହୋଇ ଯାଇଛି । ଏତେ ବଡ ଦୁର୍ଘଟଣା ରୁ ସ୍ଵାମୀ ନିଜର ଜୀବନ ବଞ୍ଚାଇ ଦେଇଥିବା ବେଳେ ସ୍ତ୍ରୀ ଜଣକ ଆଖି ବୁଜି ଦେଇଛନ୍ତି । ତେବେ ଏହି ଘଟନା ଘଟିବା ପରେ ସ୍ଥାନୀୟ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ତେବେ ସ୍ଵାମୀ ଜଣକ ପହଁରା ଜାଣି ଥିବାରୁ ପହଁରି ପହଁରି ଅଧା ବାଟ ଯାଏଁ ଚାଲି ଆସିଥିଲେ କିନ୍ତୁ ସ୍ତ୍ରୀ ଜଣକ ଫସି ଯାଇଥିଲେ ପୋଖରୀ ପାଣି ଭିତରେ । ଯାହା ପାଇଁ ସେ ଆଜି ଆରପାରିକୁ ଚାଲି ଯାଇଛନ୍ତି ।

ସତରେ ଏ ଘଟଣା ଦୁଖଦାୟକ ଅଟେ । କାରଣ ସ୍ଵାମୀ ଆଗରେ ସ୍ତ୍ରୀ ର ଚାଲି ଯାଇଛି ଜୀବନ ଆଉ ସ୍ତ୍ରୀ କୁ ହରାଇ ସ୍ଵାମୀ ସିନା ମୃତ୍ୟୁ ମୁଖରୁ ଫେରି ଆସିଛି କିନ୍ତୁ ନିଜ ସ୍ତ୍ରୀ କୁ ହରାଇ ଦୁଖରେ ଭାଙ୍ଗି ପଡ଼ିଛି ସ୍ଵାମୀ । ବନ୍ଧୁଗଣ ଆପଣ ମାନଙ୍କର ଆମର ଏହି ବିଶେଷ ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *