ଏବେ ହିଁ କରନ୍ତୁ PPF ରେ ନିବେଶ ଓ ପାଆନ୍ତୁ ଏହି ୫ଟି ଫାଇଦା, ଜାଣନ୍ତୁ କଣ କରିବେ

ମହଙ୍ଗା ସମୟରେ ସମସ୍ତଙ୍କର ଖର୍ଚ ବଢୁଛି । ଏମିତିରେ ରିଟାୟାରମେଣ୍ଟ ପରେ ଟଙ୍କାର ଆବଶ୍ୟକବି ବଢିଥାଏ । ଏହି କାରଣ ହୋଇପାରେ ରିଟାୟାରମେଣ୍ଟ ପର ସମୟ ପାଇଁ ସେଭିଙ୍ଗର ପ୍ରବୃତି ବଢିଛି । ଏହା କାରଣ ଅଟେକି ରିଟାୟାରମେଣ୍ଟ ପରେ ଲୋକଙ୍କର ଆୟ କମ ହୋଇଯାଏ । ସେଥିପାଇଁ ଆପଣ ଆରମ୍ଭରୁ ସେବିଙ୍ଗକୁ ନେଇ ବୁଦ୍ଧିମାନର କାମ କରିବେ ଅବସର ପରେ ଚିନ୍ତା ମୁକ୍ତ ଜୀବନ ବଞ୍ଚିପାରିବେ । ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସବୁଠୁ ଅଧିକ ଦିନ ପାଇଁ ଲୋକପ୍ରିୟ ନିବେଶର ବିକଳ୍ପ ଅଟେ । ଟ୍ୟାକ୍ସ ଓ ଇନଭେସ୍ଟମେଣ୍ଟ ଏକ୍ସପର୍ଟ ବଳବନ୍ତ ଜୈନଙ୍କ ମୁତାବିକ PPF ର ବହୁତ ଫାଇଦା ଦେଉଥିବା ନିବେଶ ବିକଳ୍ପ ଅଟେ ।

ଆସନ୍ତୁ ଜାଣିବା ଜୈନଙ୍କ ହିସାବରେ PPFର ନିବେଶର ୫ଟି ପ୍ରମୁଖ ଲାଭ କଣ ହୋଇପାରେ

Image Courtesy: Google

ସେକ୍ଶନ ୮୦C ଜନିତ ଟ୍ୟାକ୍ସ ଲାଭ

ପିପିଏଫରେ ବର୍ଷକୁ ୧.୫ ଲକ୍ଷ ଟଙ୍କାର ନିବେଶରେ ଆୟକର ଅଧିନିୟମ ଧାରା ୮୦ C ଦ୍ଵାରା ଟ୍ୟାକ୍ସ ଉପରେ କିଛି ଲାଭ ମିଳିବ । ଏହି କାରଣରୁ ଏହି ସ୍କିମ ବହୁତ ଲୋକପ୍ରିୟ ଅଛି ।

ସୁଧରେ ହେଉଥିବା ଆୟରେ ଟ୍ୟାକ୍ସ ଦେବାକୁ ପଡିବ ନହିଁ :-

ପିପିଏଫ ରେ ନିବେଶ କରୁଥିବା ବ୍ୟକ୍ତିକୁ ସବୁ ପ୍ରକାରର ଟ୍ୟାକ୍ସରୁ ଲାଭ ମିଳିଥାଏ । ଏହି ନିବେଶର ଆକସନକୁ EEE ର ଦରଜା ମିଳିଥାଏ । ଏହାର ମାନେ ଏଇଆ ଅଟେକି ପବ୍ଲିକ ଫଣ୍ଡରେ ନିବେଶରେ ପ୍ରାପ୍ତ ହୋଇଥିବା ସୁଧରେ କିଛି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଯଦି ଆପଣ ଆଉ କିଛି ଇନ୍ସଟ୍ରୁମେନ୍ଟ ଦେଖିବେ ତ ଟାକ୍ସର ଭୁଗତାନ ପରେ ରିଟାର୍ନସ ବହୁତ କମ ମିଳିଥାଏ । ପୁଣି ପିପିଏଫରେ ପ୍ରାପ୍ତ ରିଟାର୍ନସ ରେ ଆପଣଙ୍କୁ ଟାକ୍ସ ଦେବାକୁ ପଡିବ ନହିଁ ।

Image Courtesy: Google

ଉଚ ସୁଧ ହାର :-

ପୂର୍ବ ସମୟରୁ ସୁଧ ଦରରେ କିଛି କମି ଦେଖିବାକୁ ମିଳିଥିଲା । ସେଥିପାଇଁ ଅଧିକ ସୁଧ ଦେବା ବାଲା ଇନଭେଷ୍ଟମେଣ୍ଟ ର ପ୍ଳାନକୁ ଚୁଜ କରିବା କଠିନ ହେଲାଣି । ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ନିବେଶରେ ଏହି ସମୟରେ ୭.୧ପ୍ରତିଶତ ଦରରେ ସୁଧ ମିଳୁଛି । ଯଦି ଆପଣ ଏହି ରେଟର ତୁଳନା ପ୍ରମୁଖ ବାଣିଜ୍ୟକ ବ୍ୟାଙ୍କ  fd ସହିତ  କରିବେ ଆପଣ ଜାଣିପାରିବେ ପିପିଏଫ ରେ ନିବେଶ କରିବା ଦ୍ଵାରା ଅଧିକ ରିଟାର୍ନସ ମିଳିବ ।

ରୀଟାୟାରମେଣ୍ଟ ପାଇଁ ବଢିଆ ପ୍ଳାନ :-

Image Courtesy: Google

ଯଦି ଆପଣ ଚାକିରିର ଆରମ୍ଭରୁ ପିପିଏଫରେ ସବୁ ବର୍ଷ ୧.୫୦ ଟଙ୍କାର ନିବେଶ କରୁଛନ୍ତି ତ ଅବସର ପ୍ରାପ୍ତ ବେଳକୁ ଆପଣଙ୍କ ପାଖରେ ବହୁତ ବଡ ପୁଞ୍ଜି ହୋଇଯିବ । ପିପିଏଫ ଆକାଉଣ୍ଟରେ ୧୫ ବର୍ଷରେ ପରିପକ୍ଵ ହୋଇଯାଏ, କିନ୍ତୁ ଆପଣ ଆବେଦନ କରି ଆକାଉଣ୍ଟର ଅବଧିକୁ ଆଗକୁ ବଢାଇ ପାରିବେ । ସବୁଥର ଆବେଦନ କରିବା ଦ୍ଵାରା ଆପଣଙ୍କ ଆକାଉଣ୍ଟର ପରିପକ୍ଵତାର ଅବଧି ୫ ବର୍ଷର ବୃଦ୍ଧି ହେବ ।

Image Courtesy: Google

ଲୋନ ଓ ଅଳ୍ପ ପଇସା ବାହାର କରିବାର ସୁବିଧା :-

ପିପିଏଫ ଆକାଉଣ୍ଟ ହୋଲ୍ଦେର୍ଷ ଆକାଉଣ୍ଟ ଖୋଲିବାର ଦୁଇବର୍ଷ ପରେ ୬ ବର୍ଷ ପର୍ଯ୍ୟନ୍ତ ଅବଧିରେ ଆପଣ ପିପିଏଫ  ଖାତାରୁ ଲୋନ ଆପଣଙ୍କ ଜରୁରୀ ଖର୍ଚ ପୁରା କରିପାରିବେ । ପୁଣି, ୬ ବର୍ଷ ପର୍ଯ୍ୟନ୍ତ ଆପଣ ୭ ବର୍ଷରୁ ବୀନା ଟାକ୍ସରେ ଆଂଶିକ ପଇସା ବାହାର କରିପାରିବେ ।

Leave a Reply

Your email address will not be published. Required fields are marked *