PM Modiଙ୍କ ଖାଇବା ଓ ପିନ୍ଧିବା ଖର୍ଚ୍ଚକୁ ନେଇ RTI ଦେଲା ବଡ ତଥ୍ୟ, ଦେଖି ବିଶ୍ଵାସ ହେବ ନି

ବନ୍ଧୁଗଣ ଆପଣ ମାନେ ଆମ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଡ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ମହତ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି । ସେ ଦେଶର ବିକାଶ ପାଇଁ ଅନେକ ମହତ କାମ କରିଥିବାର ନଜର ଆସିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ଭାରତରେ ବେଶ ଅଧିକ ରହିଛି । ପ୍ରାୟତ ଅନେକ ସମୟରେ ମୋଦୀ କିଛି ନା କିଛି କାରଣ ପାଇଁ ଚର୍ଚ୍ଚା ରେ ରହିଥାନ୍ତି ଆଉ ଟାଙ୍କର ଚର୍ଚ୍ଚା ର କାରଣ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତେ ଚେଷ୍ଟା କରିଥାନ୍ତି ।

ତେବେ ଗତ କିଛି ଦିନ ହେବ ନରେନ୍ଦ୍ର ମୋଦୀ କିଛି ଅଲଗା କାରଣ ପାଇଁ ବେସ ଚର୍ଚ୍ଚା ରେ ରହିଛନ୍ତି । ମୋଦୀଙ୍କ ଖାଇବା ପ୍ରତି ପ୍ରତେକ ଦିନ କେତେ ଟଙ୍କା ଖର୍ଚ୍ଚ ହୁଏ ଏବଂ ତାଙ୍କ ପାଇଁ କେଉଁଠୁ ଖାଦ୍ୟ ଆସେ ଖାଦ୍ୟ ଆଦି କୁ ନେଇ ଆରଟିଆଇ ଦେଇଛି ବଡ ସୂଚନା । ଏହି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହି ।

ଏମିତିରେ ବି ମୋଦୀ କୁଆଡେ ଗସ୍ତ କଲେ କି ନ କଲେ କିମ୍ବା କୌଣସି ପ୍ରସଙ୍ଗରେ କହିଲେ ଜାତୀୟ ଗଣ ମାଧ୍ୟମରେ ଚର୍ଚ୍ଚା ହୋଇଥାଏ । ମୋଦୀ ଙ୍କ ଖାଇବା ନେଇ ଭାରତ ସରକାର କେତେ ଟଙ୍କା ଖର୍ଚ୍ଚ କରନ୍ତି ତାହାକୁ ନେଇ ସାଧାରଣରେ ବହୁତ ପ୍ରଶ୍ନ ଉଠେ । ଯାହାର ଉତ୍ତର ରେ ଆରଟିଆଇ କିଛି ଏଭଳି କହିଛି । ଆରଟିଆଇ ବା ସୂଚନା ଅଧିକାର ଆଇନ ଅନୁସାରେ ଏନେଇ ପ୍ରଶ୍ନ ହୋଇଥିଲା । ଏବେ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ମୋଦୀଙ୍କ ଖର୍ଚ୍ଚ ସମ୍ପର୍କିତ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ।

ଆରଟିଆଇ ଉତ୍ତରରୁ ଜଣା ପଡିଛି ଯେ, ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ପାଇଁ ସରକାରୀ ବଜେଟରୁ କିଛି ବି ଟଙ୍କା ଖର୍ଚ୍ଚ କରାଯାଏ ନାହିଁ । ମୋଦୀଙ୍କ କଥା କଥା ହେଲା ସମସ୍ତ ସକ୍ଷମ ବ୍ୟକ୍ତି ନିଜର ଖର୍ଚ୍ଚ ବହନ କରିବା ଉଚିତ । କେବଳ ଏତିକି ନୁହେ ଅସହାୟ ଲୋକଙ୍କୁ ମଧ୍ୟ ମୋତେ ସେମାନେ ସାହାଜ୍ଯ କରିବା ଆବଶ୍ୟକ । ତେବେ ସବୁଠାରୁ ବଡ କଥା ହେଉଛି କୋରୋନା କାଳରେ ଗରିବ ଲୋକଙ୍କୁ ମାଗଣା ଗହମ ,ଚାଉଳ ବଣ୍ଟନ ବ୍ୟବସ୍ଥା କରିଥିବା ବ୍ୟକ୍ତି ରାଜକୋଷରୁ ନିଜ ଖାଦ୍ୟ ବ୍ୟବସ୍ଥା କରନ୍ତି ନାହି ବୋଲି ମୋଦୀ କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ପୋଷାକ ଖର୍ଚ୍ଚ ବିଷୟରେ ମଧ୍ୟ ତଥ୍ୟ ମଗା ଯାଇଥିଲା । ଆରଟିଆଇ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ନିଜର ପୋଷାକ ଖର୍ଚ୍ଚ ଦେଇଥାନ୍ତି । ମୋଦୀ ବ୍ୟବହାର କରୁଥିବା ଗାଡି ପାଇଁ ସ୍ଵତନ୍ତ୍ର ସୁରକ୍ଷା ଗୋଷ୍ଠୀ ବା ଏସପିଜି ମୁତୟନ ରହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *