September 04 ରୁ 24 ପର୍ଯ୍ୟନ୍ତ ଶୁକ୍ର ଓ ସୂର୍ଯ୍ୟ ହେବେ ଏକତ୍ର, ଏହି 5ଟି ରାଶିରେ ହେବ ଧନର ବର୍ଷା 

ଶୁକ୍ର ହେଉଛି ଭୌତିକ ସୁଖର ଦେବତା । ପ୍ରେମ ଓ ଦାଂପତ୍ଯ ଜୀବନ ହେଉଛି ଶୁକ୍ର ଦେବ । ଶୁକ୍ର ଦେବ ସବୁ ଗ୍ରହ ମାନଙ୍କର ରାଜା ହୋଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସେପ୍ଟେମ୍ବର ୪ ରୁ ସେପ୍ଟେମ୍ବର ୨୪ ଯାଏଁ ଶୁକ୍ରଙ୍କର ଗୋଚର କାରଣରୁ ଶୁଭ ଯୋଗ ହେବାକୁ ଯାଉଛି । ଯାହାର ପ୍ରଭାବ ୫ଟି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ଯାହା ଫଳରେ ଏହି ରାଶି ମାନଙ୍କର ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଆପଣଙ୍କ ପାଇଁ ଶୁକ୍ରଙ୍କର ଗୋଚର ଶୁଭ ପ୍ରଭାବ ପକାଇବାକୁ ଯାଉଛି । କଳା, ଡିଜାଇନ, ଲେଖନ କ୍ଷେତ୍ରରେ ଯଦି ଲୋକଙ୍କର କ୍ଯାରିୟରେ ଉନ୍ନତି ହେବାର ଯୋଗ ରହିଛି । ବହୁତ ସାରା ଉପଲବ୍ଧି ହାସଲ ହେବ । ମିଡିଆ, ନାତି ମଣ୍ଡଳୀ କ୍ଷେତ୍ରରେ ଯୋଡି ହୋଇ ରହିଥିଲେ ସମୟ ଉତ୍ତମ ରହିବ । ପ୍ରେମ ଜୀବନରେ ସାବଧାନ ରହିବେ । କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଭଲ ରହିବ । ଶିଂଗଲ ଜାତକଙ୍କୁ ଭଲ ସାଥି ମିଳିପାରେ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କର ଗୋଚର ବିଶେଷ ରୂପରେ ଫଳଦାୟୀ ରହିବ । ଜୀବନରେ ଅନେକ ସାରା ଆରାମ ଓ ସାଧନାରେ ବୃଦ୍ଧି ହେବ । ମାତାଙ୍କ ସହ ବଣ୍ଡିଙ୍ଗ ରହିବା ସହ ସହଯୋଗ ପାଇବେ । ଗୃହସ୍ଥ ଜୀବନ ଭଲ ରହିବ । ଯେଉଁ ଲକଜରି ଜିନିଷ ଅଛନ୍ତି ତାହା ପ୍ରାୟ କରିବେ । ଜମିବାଡି, ଘର, ବାହନ କ୍ରୟ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ହୋଇପାରେ ।

ସିଂହ ରାଶି : ସମାଜରେ ଆପଣଙ୍କର ମାନ ସମାନ ବଢିବ । ପ୍ରଭାବଶାଳୀଳୟ ଲୋକଙ୍କ ସହ ସମ୍ପର୍କରେ ଆସିବେ । ଆୟ ରେ ବୃଦ୍ଧି ହେବ । ପ୍ରେମ ଓ ଦାଂପତ୍ଯ ଜୀବନରେ ସୁଖଦ ଅନୁଭବ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କଳା କ୍ଷେତ୍ରରେ ଯୋଡି ହୋଇଥିଲେ ସମୟ ଅନୁକୂଳ ସାବ୍ୟସ୍ତ ହେବ । ଭଲ ଅଫର ମିଳିପାରେ ଯାହା ପାଇନ ଆପଣ ଆଗକୁ ବଢିଧିବେ । ନିଜ ସାଥୀଙ୍କୁ ଉପହାର ଦେବେ ।

ତୁଳା ରାଶି : ତୁଳା ରାଶି ଶୁକ୍ରର ନିଜ ରାଶି ଅଟେ । ପ୍ରତେକ ମାମଲାରେ ସତର୍କ ପରିଣାମ ମିଳିବ । ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବ । ମିତ୍ରଙ୍କ ସହ ସମ୍ପର୍କ ଭଲ ରହିବ । ଅଚାନକ ଅଟକି ରହିଥିବା ଧନ ଫେରି ପାଇବେ । ପ୍ରେମ,ସ୍ୱାସ୍ଥ୍ୟ, ସନ୍ତାନ ମାମଲାରେ ସଫଳ ହେବେ । ଉଚ୍ଚ ଶିକ୍ଷା ପ୍ରାପ୍ତ କରିବେ ।

କୁମ୍ଭ ରାଶି : ଶୁକ୍ରଙ୍କର ଗୋଚର କାରଣରୁ ବୈବାହିକ ଜୀବନ ଉତ୍ତମ ରହିବ । ସୂର୍ଯ୍ୟଙ୍କ ଗୋଚର କାରଣରୁ ଜୀବନ ସାଥିଙ୍କ ବିବାଦ ଦୂର ହେବ । ଶିଂଗଲ ଲୋକ ମାନଙ୍କୁ ଭଲ ସାଥିଟି ମିଳିପାରେ । ଜୀବନରେ ମଧୁରତା ଆସିବ । ପାର୍ଟନରସିପରେ କାମ କରୁଥିଲେ ସମୟ ଅନୁକୂଳ ହେବ । ଆୟରେ ବୃଦ୍ଧି ହେବ । ଯେଉଁ ମାନେ ଜୀବନରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସେମାନେ କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *