ପ୍ରଥମ ଥର କ୍ୟାମେରା ଆଗକୁ ଏଭଳି ହଟ୍ ଲୁକରେ ଆସିଲେ Archita, ଭାଇରାଲ ହେଉଛି Video

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଅଭିନୟ ବିଷୟରେ ଭଲ ଭାବେ ଜାଣିଥିବେ ଓ ଦେଖିଥିବେ ମଧ୍ୟ । ଆମ ଓଲିଉଡ ହିରୋଇନ ମାନେ ବଲିଉଡ ବା ତାଲିଉଡ ହିରୋଇନ ମାନଙ୍କ ଠାରୁ କମ ନୁହଁନ୍ତୁ । ସେମାନଙ୍କର ଅଭିନୟ ଯେତିକି ସୁନ୍ଦର ସେମାନେ ଦେଖିବାକୁ ମଧ୍ୟ ଠିକ ସେତିକି ସୁନ୍ଦର ଓ ବୋଲ୍ଡ ଲାଗନ୍ତି । ତେବେ ଆମ ଓଡିଆ ଅଭିନେତ୍ରୀ ମାନେ ନିଜର ପ୍ରୋଫେସନାଲ ଲାଇଫ ରେ ଯେତିକି ଆକ୍ଟିଭ ରହିଥାନ୍ତି ଠିକ ସେତିକି ପର୍ଶନାଲ ଲାଇଫ ରେ ମଧ୍ୟ ସକ୍ରିୟ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ହଟ ଲୁକ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ଏମାନେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଖୁବ ଭଲ ଭାବେ ଜାଣିଥିବେ । ସେ ଓଡିଆ ଜଗତରେ ଅନେକ ସାରା ଫିଲ୍ମ ରେ ଅଭିନୟ କରି ନିଜର ବେଷ୍ଟ ପ୍ରଦର୍ଶନ ଦେଇହକନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ଖୁବ ପ୍ରଶଂସା କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଏ ଓଡିଆ ଅଭିନେତ୍ରୀ ସବ୍ୟସାଚୀ ମିଶ୍ର ଙ୍କୁ ବିବାହ କରିଛନ୍ତି । ଦୁହେଁ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ଦୁହିଙ୍କ ଯୋଡିକୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଯେତିକି ପସନ୍ଦ କରା ଯାଉଥିଲା ତା ଠାରୁ ଅଧିକ ରିୟଲ ଲାଇଫରେ ମଧ୍ୟ ପସନ୍ଦ କରା ଯାଉଛି ।

ତେବେ ବିବାହ ପରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଅର୍ଚ୍ଚିତା ନିଜର ହଟ ଲୁକ ରେ ନଜର ଆସିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିଲେ ଅଭିନେତ୍ରୀ ଅର୍ଚ୍ଚୋତା ବ୍ଲୁ ରଙ୍ଗର ଶାଢୀ ପିନ୍ଧି କିପରି ସୁନ୍ଦର ପୋଜ ଦେବାର ନଜର ଆସୁଛନ୍ତି ।

ଖୋଲା କେଶ ସହ ତାଙ୍କର ହଟ ଲୁକ ବେସ ଆକର୍ଷଣ ଓ ମନୋଲୋଭା ହୋଇଛି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି । ତାଙ୍କର ଏଭଳି ହଟ ଲୁକ ଦେଖି ଦର୍ଶକ ମାନେ ତାଙ୍କର ଖୁବ ତାରିଫ କରିବାରେ ଲାଗିଛନ୍ତି । ଏହା ସହ ଏହି ଭିଡିଓ ରେ ଅର୍ଚ୍ଚିତା ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିବାର ନଜର ଆସୁଛନ୍ତି । ଯାହା ତାଙ୍କର ପର୍ଶନାଲିଟି କୁ ଖୁବ ସୁଟ କରୁଛନ୍ତି ।

ସେ ଡ୍ରେସ ପିନ୍ଧି ଗୀତ ର ତାଳେ ତାଳେ ଏତେ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ଯାହା ଦେଖିବାକୁ ବହୁତ ଆକର୍ଷକ ହୋଇଛି । ଏହା ସହ ଏହି ଭିଡିଓ ରେ ଅର୍ଚ୍ଚିତା ପିଂକ ରଙ୍ଗର ଗାଉନ ପିନ୍ଧିବାର ମଧ୍ୟ ନଜର ଆସୁଛନ୍ତି । ଯାହା ପାଇଁ ସେ ବହୁତ ବୋଲ୍ଡ ନଜର ଆସୁଛନ୍ତି ।

ତାଙ୍କର ଏହି ହଟ ଲୁକ ଖୁବ ଗରଜେସ ଲାଗୁଛି ଯାହା ନିଆଁ ଭଳି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ଙ୍କ ହଟ ଲୁକ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *