ପ୍ରଥମ ଶ୍ରେଣୀର ଝିଅର କଥା ଶୁଣି ପୋଲିସ ବାବୁ କାବା! ଦେଖନ୍ତୁ Video କଣ କହୁଛି ଝିଅଟି

ଦର୍ଶକ ବନ୍ଧୁ ଆଜିକାଲି ସମୟରେ ଘଟୁ ଥିବା ନାନାଦି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ଯାହା କି ଏକ ପ୍ଲାଟଫର୍ମ ସହ ଜଡିତ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁ ଥିବା ସମସ୍ତ ଘଟଣା ବିଷୟରେ ଘର ରହି ହେଉ ବା ବାହାରେ ରହି ହେଉ ଜାଣି ପାରୁଛନ୍ତି । ଏହା ସହ ଲୋକ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରି ପାରୁଛନ୍ତି ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ତେବେ ସୂଚନା ଅନୁଯାୟୀ ଏହି ଭିଡିଓ ଟି ହେଉଛି ଆମ ଓଡିଶାର । ତେବେ ଭାଇରାଲ ହେଉଥିବା ଭିଡିଓରେ ଏକ କୁନି ଝିଅଟି ଜଣେ ପୋଲିସ ଅଧିକାରୀଙ୍କୁ ଏପରି କଥା କହୁଛି ଯାହା ଶୁଣି ପୋଲିସ ବାବୁ ଜଣକ କାବା ହୋଇ ଯାଉଛନ୍ତି । ତେବେ ପୋଲିସ ବାବୁ ଜଣକ ଝିଅ ତା ଘର ଲୋକଙ୍କ ସହ ରହୁଥିବା ବସ୍ତି ଭାଙ୍ଗିବାକୁ ଆସିଛନ୍ତି । ବସ୍ତି ଭାଙ୍ଗିବା କଥା ଶୁଣିବା ପରେ କୁନି ଝିଅଟି ଘରକୁ ଆସି ବସ୍ତି ନ ଭାଙ୍ଗିବା ପାଇଁ ପୋଲିସ କୁ କହୁଛି ।

ହେଲେ ଝିଅଟି ତାଙ୍କୁ ଅନୁରୋଧ କରୁ ନାହିଁ ବରଂ ସେ ସିଧା ବସ୍ତି ନ ଭାଙ୍ଗିବା ପାଇଁ ଜବାବ ଦେଉଛି ପୋଲିସ କୁ । ଏହା ଶୁଣିବା ପରେ ପୋଲିସ ବାବୁ ପଚାରୁ ଛନ୍ତି ତୁ କେଉଁ ଶ୍ରେଣୀରେ ପଢୁଛୁ ଝିଅ କହୁଛି ପାଠ ଆମେ ପଢୁନୁ । ସେଠାରେ ଥିବା ଜଣେ ବ୍ୟକ୍ତି ଝିଅକୁ ଚୁପ ରହିବା ପାଇଁ କହୁଛନ୍ତି । ଏହା ଶୁଣି ଝିଅଟି କହୁଛି ମୁଁ କିଛି କହିବି ନି ଏ ସବୁ ଭଙ୍ଗା ହେବ ଆଉ ମୁଁ କଣ ମରିବି । ଘର ଭଙ୍ଗା ହେବ ନାହିଁ ମୁଁ ଏଇଠି ବସିବି କିଏ ଆମ ଘର ଭାଙ୍ଗିବ ମୁଁ ଦେଖିବି ।

ଏହା ଶୁଣିବା ପରେ ପୋଲିସ ବାବୁ ଜଣକ ଆବା କାବା ହୋଇ ଯାଉଛନ୍ତି । ଏହି କୁନି ଝିଅର ଏଭଳି ଜବାବ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ୁଛନ୍ତି । ତେବେ କୁନି ଝିଅ ଟି ପ୍ରଥମ ଶ୍ରେଣୀରେ ପଢୁଥିଲେ ବି ସେ ଏଭଳି ଉତ୍ତର ଦେଇ ପାରୁଛି ଯାହା ସମସ୍ତଙ୍କୁ ଚକିତ କରି ରଖି ଦେଇଛି ।  ତା ହେଲେ ଆପଣ ମାନଙ୍କୁ ଏହି କୁନି ଝିଅର ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *