ପ୍ରଥମ ନଜରରେ ଆପଣଙ୍କୁ କଣ ଦେଖାଗଲା ପୁଅ ନା ଝିଅ, କୁହନ୍ତୁ ଓ ଜାଣନ୍ତୁ ଗୋଟେ ରୋମାଞ୍ଚକର କଥା

ଆପଣ ମାନେ ଶୁଣିଥିବେ କି ନିଜର ଚିନ୍ତାଧାରା ହିଁ ତୁମର ଦେଖିବା ଢଙ୍ଗକୁ ବଦଳେଇଥାଏ ଓ ଏହାହିଁ ଆଗକୁ ବଢିବାର ରାସ୍ତା ଦେଖାଇ ଥାଏ । କହିବାର ଆବଶ୍ୟକ ନାହିଁକି ଆପଣଙ୍କର ପୁରା ଭବିଷ୍ୟ ଆପଣଙ୍କର ଏହି ଚିନ୍ତାଧାରା ଉପରେ ନିର୍ଭର କରିଥାଏ କିନ୍ତୁ ଯେତେ କଷ୍ଟ ଅନ୍ୟକୁ ବୁଝିବାରେ ରହିଛି ସେତିକି ହିଁ କଠିନ ନିଜ ଭାବନକୁ ବୁଝିବା ଅଟେ । ସେଥିପାଇଁ କୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କ ଭାବନାକୁ ନେଇ କିଛି କଥା ଜାଣିବା ହୃଦୟସ୍ପର୍ଶୀ ହୋଇଥାଏ ।

ଏଥିଦେଖୁ ଥିବା ଫୋଟରେ ପ୍ରଥମେ କଣ ଦେଖିଲ କୁହ ଓ ନିଜ ବିଷୟରେ ଜାଣନ୍ତୁ ବହୁତ ଭଲ କଥା । ଯଦି ଏହି ଫୋଟରେ ପ୍ରଥମେ ଗୋଟେ ଝିଅକୁ ଝିଅ  ଦେଖାଯାଉଛି, ଏହାର ଅର୍ଥ   ବାସ୍ତବିକ ଜୀବନରେ ଆପଣ ସହୃଦୟ ଅଟନ୍ତି ଓ ସକାରାତ୍ମକ ଭାବନା ରଖିଥାନ୍ତି ।

Image Courtesy: Google

ଏଥିରେ ଦେଖାଯାଉ ଥିବା ଝିଅର ନଜର ଉପରକୁ ଅଛି ସେଭସଲି ଆପଣ ସବୁବେଳେ ଆଗକୁ ବଢିବାକୁ ବିଶ୍ଵାସ ରଖୁଛନ୍ତି । ଅତୀତର ପ୍ରଭାବ ଆପଣ ଆଗକୁ ହେବାକୁ ଦେବେ ନାହିଁ ବୋଲି ପୁରା ଚେଷ୍ଟା କରୁଛନ୍ତି ।ଏହାଛଡା ଏହାର ଅର୍ଥ ଏହା ଅଟେକି ଦେଖାଇବା ଅପେକ୍ଷା ସତରେ ବିଶ୍ଵାସ ରଖିଥାନ୍ତି । ଆପଣ ନିଜ ସହିତ ବହୁତ ଅଧିକ ଭାବରେ ଜଡିତ ଅଛନ୍ତି । ସେଥିପାଇଁ ଆପଣଙ୍କୁ ଜଣା ଅଛି ଭୁଲ ଓ ଠିକର । ଆପଣ ଏହି କଥାକୁ ଜାଣିଛନ୍ତି ଓ ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ବହୁତ ରହିଛି । ଆପଣଙ୍କୁ ସବୁବେଳେ ଆତ୍ମନିର୍ଭରଶୀଳ ହୋଇ ରହିବା ପସନ୍ଦ ଅଟେ ।

Image Courtesy: Google

ଯଦି ପୁଅ ମାନଙ୍କୁ ପ୍ରଥମ ନଜରରେ ଝିଅ ଦେଖୁଛନ୍ତି ଏହାର ଅର୍ଥ ଏହା ଅଟେକି ଆପଣଙ୍କୁ ବିପରୀତ ଲିଙ୍ଗ ପ୍ରତି ଖାସ ଆକର୍ଷଣ ରହିଛି । ଏହାବି ହୋଇପାରେ କୌଣସି ଖାସ ଝିଅ ପ୍ରତି ଆପଣଙ୍କୁ ଆକର୍ଷଣ ଅନୁଭବ ହେଉଥିବ । ଆପଣ ପ୍ରାୟତଃ ସେହି ଝିଅର ଭାବନାରେ ରହୁଛନ୍ତି । ବହୁତ ବାର ଆପଣ ଏହି କାରଣରୁ ବାଟ ଭୁଲା ଭଳି ଅନୁଭବ କରିବେ । କିନ୍ତୁ ଆପଣଙ୍କ ନିରଣୟ ଏଥିରେ ପ୍ରଭାବିତ ହୋଇଥାଏ । ସେଥିପାଇଁ ଯେତିକି ସମ୍ଭବ ହେବ  ଆପଣଙ୍କର ଏହି କମଜୋରିରୁ ବାହାରିବାକୁ ଚେଷ୍ଟା କରନ୍ତୁ ।

Image Courtesy: Google

ଯଦି ଆପଣ ଝିଅ ଅଟନ୍ତି ପ୍ରଥମ ନଜରରେ ଆପଣଙ୍କୁ ପୁଅ ଦେଖାଗଲା ଏହାର ଅର୍ଥ ଆପଣ ରିଅଲ ଲାଇଫରେ ଆପଣ ବହୁତ ରୋମାଣ୍ଟିକ ଅଟନ୍ତି ଓ ଆପଣଙ୍କୁ ରୋମାଣ୍ଟିକ ସାଥିର ତଲାସ ରହିଛି । ନିକଟ ଭବିଷ୍ୟତରେ ଆପଣଙ୍କ ସହିତ କିଛି ଭଲ ହେବାର ଇସାରା କରୁଛି । ସମ୍ଭବ ହୋଇପାରେ ଆପଣ ଯାହାକୁ ଖୋଜୁଛନ୍ତି ସେ ଆପଣଙ୍କୁ ମିଳିଯିବ ।

Image Courtesy: Google

ଯଦି ପୁଅ ପ୍ରଥମ ନଜରରେ ପୁଅ ଦେଖୁଛନ୍ତି ଏହାର ମାନେ ଆପଣଙ୍କୁ ବହୁତ ଖେଳରେ ଇନ୍ଟରେସ୍ଟ ରହିଛି ଓ ଆପଣ ଏହା ବିଷୟରେ ଭାବୁଛନ୍ତି । ଏହାର ଅର୍ଥ ଏହାବି ଅଟେ ୱାର୍କିଂ ଜୀବନରେ ଆପଣ ଗୋଟେ ପୁଅ ଲାଗି ଆପଣ ଚିନ୍ତିତ ରହୁଛନ୍ତି । ଚେଷ୍ଟା କରନ୍ତୁ ଜାଣିବା ଏହାର କାରଣ କଣ ହୋଇପାରେ । ଏହା ଆପଣଙ୍କୁ ଅନାବଶ୍ୟକ ଚିନ୍ତାରୁ ବଞ୍ଚେଇବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *