ଜେଲରେ ରିୟାର ଏହିଭଳି ହଙ୍ଗାମା ଦେଖି ମହିଳା କଏଦି ମାନେ କଲେ କିଛି ଏମିତି…

ଜେଲରେ ରାତିରେ ସୋଇପାରୁନି ରିୟା ଚକ୍ରବର୍ତୀ । ଜେଲ ଅଧିକାରୀ ବଡ ଖୁଲସା କରିଛନ୍ତି । ଡ୍ରଗ୍ସ ବୀନା ରିୟାର ସମୟ କଟୁନି । ଖବର ହିସାବରେ ରିଆକୁ ଇନ୍ଟରନେସନଲ ଡ୍ରଗ୍ସର ଆଦତ ପଡିଛି ଯାହା ନ ମିଳିବାରୁ ଜେଲରେ ବଞ୍ଚିବା ମୁସ୍କିଲ ହୋଇଗଲାନି । ତାକୁ ବାର ବାର ପାଗଳପଣର ଦୌରା ପଡୁଛି ।

ଡ୍ରଗ୍ସ ବୀନା ରିୟା ବହୁତ କମଜୋର ହୋଇଗଲାନି । ଯେତେ ପର୍ଯ୍ୟନ୍ତ ସୁଶାନ୍ତର ପଇସା ରିୟା ପାଖରେ ଥିଲା ସେତେବେଳେ ଆମେରିକା, ୟୁରୋପ, ପାକିସ୍ତାନ, ଆଫଗାନିସ୍ତାନ,ଚୀନ ରୁ ଅଲଗା ଅଲଗା ପ୍ରକାରର ବହୁତ ମୂଲ୍ୟର ଡ୍ରଗ୍ସ ମଗଉଥିଲା ।

Image Courtesy: Google

ପୂର୍ବରୁ ଯେତେବେଳେ ରିୟାର ପଇସା ଦରକାର ହେଉଥିଲା ସୁଶାନ୍ତର ଡେବିଟ ଓ କ୍ରେଡିଟ କାର୍ଡରୁ ପଇସା ନେବା ଆରମ୍ଭ କରିଦେଇଥିଲା । କିନ୍ତୁ ଏବେ ଜେଲ ଭିତରେ ତାର ଭଲ ଦିନ ସରିଯାଇଛି । ଏବେ କମଜୋରି କାରଣରୁ ତାର ଅବସ୍ତା ଖରାପ ହୋଇଗଲାଣି । ଯେମିତି କର୍ମ କରିଛି ସେଇ ହିସାବରେ ଫଳ ଭୋଗୁଛି । କାରଣ ରିୟା ସୁଶାନ୍ତକୁ ତାର ପରିବାରରୁ ଅଲଗା କରିଦେଇଥିଲା, ଆଜି ସେଇ କର୍ମ ଫଳ ରିୟା ଓ ତାର ପରିବାର ଭୋଗୁଛି ।

Image Courtesy: Google

ଜେଲ ଭିତରେ କେବେ କେବେ ରିୟା ଚିଲେଇକି କହୁଛି କୋକିନ, ମେରିୱାନ, ଏଲସଡି, ଏହିଭଳି କହିଛି । ସୂଚନା ଅନୁଯାଇ ରିୟାକୁ ଖାଇବା ପିଇବା ଦରକାର ନାହିଁ କିନ୍ତୁ ଡ୍ରଗ୍ସ ତାକୁ ଦରକାର । ଯେବେ ତାକୁ ଖାଇବାକୁ ଦିଆଯାଉଛି ସେ ଚାରି ବୁନ୍ଦା ପକେଇକି ଦେବାକୁ କହୁଛି । ଯଦି ଏହି କଥା ସତ ଜାଣିପାରୁଥିବେ ରିୟା କେତେ ବଡ ଡ୍ରଗ୍ସ ଆଡିକ୍ଟ ଅଟେ । ଯେମିତି ସଞ୍ଜୟ ଦତକୁ ଖାଇବାରେ ବୀଅର ଦରକାର ହେଉଥିଲା ସେହିଭଳି ରିଆକୁ ଡ୍ରଗ୍ସ ଦରକାର ହଉଛି । ଡ୍ରଗ୍ସ ବୀନା ପାଗଳ ହୋଇଗଲାଣି ରିୟା ଚକ୍ରବର୍ତୀ । ଏମିତି ଲାଗୁଛି ଯଦି ରିୟାକୁ କିଛି ଦିନ ଡ୍ରଗ୍ସ ଦିଆ ଜୀବନୀ ତାର ବଞ୍ଚିବା ମୁସ୍କିଲ ହୋଇଯିବ ।

Image Courtesy: Google

ଆପଣମାନେ ଜାଣିଥିବେ ଏଇ ରିୟା ସୁଶାନ୍ତକୁ କିପରି ଡ୍ରଗ୍ସ ଜାଲରେ ଫସେଇଥିଲା । ଶେଷରେ ୧୩୦ କୋଟି ଭାରତୀୟଙ୍କ ଜୟ ହୋଇଛି, ଏମ୍ସ ରିପୋର୍ଟ ଆସିଯାଇଛି ଓ ସିବିଆଇ ବି ଫଇସଲା ଶୁଣେଇ ଦେଇଛି ଯେଉଁ କଥାର ସନ୍ଦେହ ଆମକୁ ୩ ମାସରୁଥିଲା ସେ ଏବେ ସତ ହୋଇଛି । ଏବେ ଅପେକ୍ଷାର ଅନ୍ତ ହୋଇଛି ଓ ଏହି ଜିତ ସମସ୍ତ ଭାରତବାସୀଙ୍କର ହୋଇଛି । ଯେଉଁ ପାପୀ ମାନେ ସୁଶାନ୍ତକୁ ମାରିଦେଲେ ଓ ତାର ପରିବାରକୁ ବେସାହାରା କରିଦେଲେ, ସେମାନଙ୍କର ଅନ୍ତ ଏବେ ଆସିଯାଇଛି । ଆଜି ଏମ୍ସ ରିପୋଟରେ ବହୁତ ବଡ ଖୁଲାସା ହୋଇଛି ।

Image Courtesy: Google

ସିବିଆଇ ଏବେ କହିଛିକି ସୁଶାନ୍ତକୁ ବହୁତ ନିର୍ମମ ଭାବରେ ହତ୍ୟା କରାଯାଇଛି । ଏହା ମଧ୍ୟ କୁହାଯାଇକି ସୁଶାନ୍ତକୁ ଜାଣିଶୁଣି ପ୍ଳାନ କରିକି ମରାଯାଇଛି । ସୂଚନା ଅନୁସାରେ ଖବର ଆସୁଛି ଯଦି ଏହା ସତ ହୋଇଥିବ ଭାରତ ଇତିହାସର ବଲିଉଡର ସବୁଠୁବଡ କଳା କରନାମା ପ୍ରମାଣ ହେବ ।

Image Courtesy: Google

ସୁଶାନ୍ତର ମର୍ଡର ଜଣେ କରିନି ପୁରା ଗ୍ୟାଙ୍ଗ ସାମିଲ ହୋଇ କରାଯାଇଛି । ସିବିଆଇ ୫ ସହ ପେଜର ରିପୋର୍ଟ ବନେଇଛି । ସୁଶାନ୍ତର ମର୍ଡର ପୁରା ପ୍ଳାନରେ ହୋଇଛି ବୋଲି କୁହାଯାଇଛି । ସିବିଆଇ ଓ ଏମ୍ସ ଟିମ ଏହା ପତା ଲଗେଇଛନ୍ତିକି ମୁମ୍ବାଇ ପୋଲିସ କଣ କଣ ଲୁଚେଇଛି । ଆମକୁ ବିଶ୍ବାସ ଅଚିକି ସିବିଆଇ ଏହି ହୋମି ସାଇଡ ଆଙ୍ଗେଲକୁ ଖୋଜି ସତ ଖୋଜି ନିଶ୍ଚିତ ରୂପେ ବାହାର କରିବ ।

Leave a Reply

Your email address will not be published. Required fields are marked *