ପ୍ରତିଦିନ ଦହି ଖାଇଲେ କେଉଁ ରୋଗ ମୂଳରୁ ଶେଷ ହୁଏ ? ତା ସହ ଜାଣନ୍ତୁ କିଛି GK ଓ ଏହାର ଉତ୍ତର

ବନ୍ଧୁଗଣ ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।

ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ । ଏଭଳି କିଛି ପୁସ୍ତକ ବାହାରେ ପ୍ରଶ୍ନ ରହିଛି ଯାହାକୁ ହୁଏ ତ ଖୁବ କମ ଲୋକ ଜାଣି ଛନ୍ତି ।

ତେଣୁ ଆଜି ଆମ ଆପଣ ମାନଙ୍କୁ ଏଭଳି କିଛି ଅଜଣା ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଠ ପଢାରେ ଆଗକୁ ବଢିବା ପାଇଁ ସହାୟ ହେବ । ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଜାଣି ପାରିଲେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସହଜରେ ଲେଖି ପାରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଖାଲି ପେଟରେ ନିମ୍ବ ପତ୍ର ଖାଇଲେ କେଉଁ ରୋଗ ଭଲ ହୁଏ ?

ଉତ୍ତର- ମଧୁମେହ ।

୨-  ଅଧିକ ଆଚାର ଖାଇଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ଏସିଡିଟି ।

୩- ମଣିଷ କୁ ପୃଥିବୀ ରୁ ଚନ୍ଦ୍ର କୁ ଯିବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର- ୩ ଦିନ ।

୪- ଅଜନ୍ତା ଗୁମ୍ଫା କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ମହାରାଷ୍ଟ୍ର ।

୫- କେଉଁ ଜୀବ ମୁହଁ ରେ ମଳତ୍ଯାଗ କରେ ?

ଉତ୍ତର- ବାଦୁଡି ।

୬- କଣ ଖାଇଲେ ମନୁଷ୍ୟର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ?

ଉତ୍ତର- ବାଦାମ ।

୭- କେଉଁ ଜୀବ ର ୨୬ ଟି ଦାନ୍ତ ଥାଏ ?

ଉତ୍ତର- ହାତୀ ।

୮- କେଉଁ ଦେଶରେ ଗୋଟିଏ ବି ସିନେମା ହଲ ନାହିଁ ?

ଉତ୍ତର- ଭୁଟାନ ।

୯- ଅଲମ୍ପିକ୍ସ ୨୦୨୪ କେଉଁ ଠାରେ ଅନୁଷ୍ଠିତ ହେବ ?

ଉତ୍ତର- ପ୍ୟାରିସ ।

୧୦- କେଉଁ ଦେଶର ଖଟା ମହୁ ମିଳିଥାଏ ?

ଉତ୍ତର- ବ୍ରାଜିଲ ।

୧- ଓଡିଶାର କେଉଁ ରାଜ୍ୟ ମଧ୍ୟରେ ବଡ ଶବ୍ଦ ଆସିଥାଏ ?

ଉତ୍ତର- ଦେବଗଡ ।

୧୨- ଭାରତର ଭୁତ ଗାଁ କୁଳଧରା କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉତ୍ତର- ରାଜସ୍ଥାନ ।

୧୩- କେଉଁ ଦେଶରେ ଭାଇ ତାର ନିଜ ଭଉଣୀ କୁ ବିବାହ କରିଥାଏ ?

ଉତ୍ତର- ପାକିସ୍ତାନ ।

୧୪- ଆଇସକ୍ରିମ କୁ ଓଡିଶାରେ କଣ କୁହାଯାଏ ?

ଉତ୍ତର- ବରଫ ଗୋଲା ।

୧୫- ପ୍ରତିଦିନ ଦହି ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ଚୁଟି ଝଡିବା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କୁ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *