ପ୍ରତିଶୋଧ ନେବାକୁ 8 ଦିନ ହେବ ଘର ଆଗରେ ଜଗି ବସିଛି ଷଣ୍ଢ, ଭୟରେ ଘର ଛାଡି ସମ୍ପର୍କୀୟଙ୍କ ଘରେ ଲୁଚିଛନ୍ତି ବ୍ୟକ୍ତି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଷଣ୍ଢ କେତେ ଭ-ୟ-ଙ୍କ-ର ହୋଇଥାଏ । ଷଣ୍ଢ ଦେଖିଲେ ଲୋକ ମାନେ ଭ-ୟ କରିଥାନ୍ତି । ତେବେ ବର୍ତ୍ତମାନର ସୂଚନା ଅନୁସାରେ ଘର ଆଗରେ ଜଗି ବସିଛି ଶଣ୍ଢ । ତିନୋଟି ପରିବାରର ଲୋକଙ୍କ ମଧ୍ୟରୁ କାହାରୀକୁ ଛାଡୁନି ଷଣ୍ଢ । ଯାହାକୁ ଦେଖୁଛି ମା-ରି ଗୋଡାଉଛି ଷଣ୍ଢ । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ଗଲାଣି ଏହି ୩ ପରିବାରର ଲୋକଙ୍କ ପାଇଁ ।

ମଣିଷ ଭଳି ପଶୁ ମଧ୍ୟ ଏକ ପ୍ରାକାର ପ୍ର-ତି-ଶୋ-ଧ ପରାୟଣ ହୋଇପାରେ ବୋଲି ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ବ୍ଲକ ଅନ୍ତର୍ଗତ ଥେଣ୍ଟେଇପଶି ଗାଁ ରେ । ଏହି ଗାନ ରେ ରହୁଥିବା ଡମ୍ବରୁ ମହାନ୍ତ, ସୁଆବାସ ଭାଟୋ ଓ ଦେବରାଜ ମହାନ୍ତ ଥେଣ୍ଟେଇପଶି ଗାଁ ର ବାଦାମବାଡି ଅଞ୍ଚଳର ବାସିନ୍ଦା । ସୂଚନା ଅନୁସାରେ ଆଜି ତହରୁ ପ୍ରାୟ ୮ ଦିନ ତଳେ ଡମ୍ବରୁ ତାଙ୍କ ଘରକୁ ଏକ ହୃଷ୍ଟ ପୃଷ୍ଟ ଷଣ୍ଢ ପଶି ଆସିବାର ଦେଖବା ପରେ ତାକୁ ଟେ-କା ପ-ଥ-ର- ମା-ରି ଘଡାଇ ଦେଇଥିଲେ ।

ଏହା ପରେ ଷଣ୍ଢ ଟି ସେମାନଙ୍କ ଠାରୁ ପ୍ର-ତି-ଶୋ-ଧ ନେବା ଆରମ୍ଭ କରି ଦେଲା । ଘଟଣା ଏମିତି ମୋଡ ନେଲା ଯେ ଷଣ୍ଢ ଟି ଦିନ ରାତି ଜଗି ବସିଛି । ଏମିତି କି ସେହି ବସ୍ତିରେ ରହୁଥିବା ୩ଟି ପରିବାରକୁ ମଧ୍ୟ ଷଣ୍ଢ ଟାର୍ଗେଟ କରିଛି । ଏହି ୩ ପରିବାର ଘରୁ ବାହାରିବା ସମ୍ଭବ ହେବା ପରେ ଗ୍ରାମ ବାସୀଙ୍କର ସହାୟତା ଲୋଡି ଥିଲେ । ଗାଁ ଲୋକ ମାନେ ଷଣ୍ଢ କୁ ଅନେକ ଥର ଘଉଡାଇ ଦୁରକୁ ପଠାଇ ଦେଇଥିଲେ ମଧ୍ୟ ଷଣ୍ଢ ଟି ପୁଣି ଥରେ ସେଠାକୁ ଆସି ଜଗି ରହୁଛି । ଏପରି ଅବସ୍ଥା ଦେଖି ପରିବାର ଲୋକ ମାନେ ନିଜର ସମ୍ପର୍କୀୟଙ୍କ ଘରେ ବର୍ତ୍ତମାନ ଯାଇ ରହୁଛନ୍ତି ।

ତେବେ ଏହି ଅଦଭୁତ ଘଟଣା ବର୍ତ୍ତମାନ ସେହି ଗାଁ ରେ ଏକ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ଯାହାକୁ ନେଇ ପାଖାପାଖି ଗାଁ ର ଲୋକ ମାନେ ମଧ୍ୟ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ମଣିଷ ଯେପରି ହିଂସ୍ର ପରାୟଣ ହୋଇ ଆଉ ଗୋଟେ ମାନସୀ ଠାରୁ ପ୍ର-ତି-ଶୋ-ଧ ନେବା ପାଇଁ ବ୍ଯାକୁଳ ହେଉଛି ଠିକ ସେହିପରି ଷଣ୍ଢ ଟି ମଧ୍ୟ ନିଜ ଉପରେ ଟେକା ମାଡ ହୋଇଥିବା ଘଟଣା କୁ ନେଇ ପ୍ର-ତି-ଶୋ-ଧ ନେବା ପାଇଁ ଚାହୁଁଛି ।

ବନ୍ଧୁଗଣ ଏହି ଘଟଣା କୁ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *