ପ୍ରତିଦିନ ଏହି ରସ ପିଇବା ଦ୍ଵାରା ହେଉଥିବା ଲାଭ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ସାରା ଦେଶରେ କେତେକ ଲୋକଙ୍କ ଆଳୁ ହେଉଛି ପସନ୍ଦ ଜିନିଷ ଓ ଆଳୁ ବୀନା ତରକାରୀରର ସ୍ଵାଦ ନଥାଏ ଏବଂ ଜଳଖିଆ ଦୋକାନରେ ମଧ୍ୟ ଆଳୁ ଦ୍ଵାରା ଆଳୁଚୋପ ବନାନ୍ତି । କେତେକ କୁରୁକୁରି ଓ ସ୍ନାକ୍ସ ତିଆରିରେ ମଧ୍ୟ ଆଳୁ ବ୍ୟବହାର  କରାଯାଏ । ଏହାର ସ୍ଵାଦ ବ୍ୟତୀତ ଏହାର ସ୍ୱାସ୍ଥ୍ୟ ଲାଭ ଲୋକଙ୍କୁ ଜଣାନାହିଁ । ଏଥିରେ ପ୍ରଚୁର ମାତ୍ରାରେ ଆଇରନ, ପୋଟାସିୟମ, ଫସଫରସ, ଫାଇବର, କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ଏ, ବି ଓ ସି ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭ ହୋଇଥାଏ । ଆଳୁ ଯେଉଁପରି ସ୍ବାସ୍ଥ୍ୟ ର ଲାଭ କରିଥାଏ ସେପରି ଆଳୁ ଜୁସ୍ ମଧ୍ୟ ଶରୀରକୁ ଅନେକ ରୋଗ ରୁ ମୁକ୍ତି ଦେଇଥାଏ ତେବେ ଆସନ୍ତୁ ଜାଣିବା ତାହା କଣ ଓ ଏଥିରେ କଣ ଫାଇଦା ମିଳିଥାଏ ।

Image Courtesy: Google

ଆଳୁ ଜୁସ୍ ର ଫାଇଦା

ଆଳୁ ଜୁସ ରେ ଫାଇବର, ଭିଟାମିନ ଏ, ବି ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ଏହା ବଢୁଥିବା ଓଜନ ମଧ୍ୟ କମାଇଥାଏ । ଏଥିପାଇଁ ସକାଳ ଜଳଖିଆ କରିବା  ଦୁଇ ଘଣ୍ଟା ପୂର୍ବରୁ ଆଳୁ ଜୁସ୍ ସେବନ କରନ୍ତୁ । ଏହା ଭୋକ କୁ ନିୟନ୍ତ୍ରଣ କରିଥାଏ ଓ ଓଜନ କମ କମ କରିବାରେ ସାହାଜ୍ଯ କରିଥାଏ  ।

Image Courtesy: Google

ହାର୍ଟ ଅଟାକ୍ ପରି ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ । ଏହା କୋଲୋଷ୍ଟ୍ରଲର ସ୍ତର ନିୟନ୍ତ୍ରଣ ରଖିଥାଏ । ଏହାକୁ ପିଇଲେ ୟୁରିକ୍ ଏସିଡ ବାହାରକୁ ବାହାରି ଯାଏ । ଏହାକୁ ପିଇଲେ ଟ୍ୟୁମର, କ୍ୟାନ୍ସର, ମୁଣ୍ଡ ବିନ୍ଧା ସମସ୍ୟା ସମାପ୍ତ ହୋଇଥାଏ । ଜଏଣ୍ଟ ପେନରୁ  ମଧ୍ୟ ଆରମ ଦେଇଥାଏ ।

ଏହା ଶରୀରରେ ରକ୍ତ ପରିମାଣ ଭଲ କରିଥାଏ । ଏହା କିଡିନ ସମ୍ପର୍କିତ ସବୁ ସମସ୍ୟା ରୁ ଦୂରେଇ ରଖେ । କିଡିନ ଓ ଲିଭରର ଅପରିଷ୍କାର ଜିନିଷକୁ ଶରୀରରୁ ବାହାର କରିଥାଏ । ହେପାଟାଇଟିସ ପରି ଗମ୍ଭୀର ରୋଗରୁ ବଞ୍ଚିବା ପାଇଁ ଆଳୁ ଜୁସ ବହୁତ ଲାଭଦାୟକ ହୋଇଥାଏ ।  ସେଥିପାଇଁ ଆଳୁ ଖାଇବା ଦ୍ଵାରା ଏହି ସବୁ ଜିନିଷରୁ ମୁକ୍ତି ମିଳିଥାଏ ଏବଂ ଡାଇବେଟିଶ ଥିବା ଲୋକ ଏହି ଆଳୁକୁ ସେବନ କମ କରିବା ଉଚିତ ହୋଇଥାଏ ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *