ପ୍ରେମରେ ଧୋକା ଖାଇବା ପରେ ପାଗଳୀ ହୋଇ ରାସ୍ତାରେ ଗଡୁଛି ପ୍ରେମିକ, ତାର ଅବସ୍ଥା ଦେଖି ଆପଣଙ୍କ ଆଖିରେ ଆସିଯିବ ଲୁହ… ଦେଖନ୍ତୁ Video

ଗାଡିର ଆଗ ପଟରେ ହାତ ରଖି ମଡେଲ ପରି ଛିଡା ହୋଇଛନ୍ତି । ଦେହ ସାରା ରାସ୍ତାର କାଦୁଅ ପାଣି ଲାଗିଛି । ମୁହଁ ରେ ମଧ୍ୟ କାଦୁଅ ଲାଗିଛି । ଆଉ ଏହି ଯୁବତୀ ଜଣକ କହୁଛନ୍ତି ମୁଁ ସମ୍ବଲପୁରୀ ନନୀ ମୁଁ ନିଜେ ଲେଖିଛି ମୁଁ ନିଜେ ଗୀତ ଗାଇଛି ମୁଉଁ ସବୁ ନିଜେ କରିଛି । ଯୁବତୀ ଙ୍କୁ ଦେଖିକି ଲାଗୁଛି ତାଙ୍କ ଜୀବନରେ ବହୁତ କିଛି ଘଟଣା ଘଟି ଯାଇଛି । ଆଉ ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଛନ୍ତି ଯୁବତୀ ଜଣକ । ଅନେକ ସ୍ଵପ୍ନ ହଜି ଯାଇଥିଲେ ମଧ୍ୟ କଥା କହିବାର ଷ୍ଟାଇଲ ସେମିତି ରହିଛି ।

ଆପଣ ମାନେ ଦେଖିବେ ଏହି ଭିଡିଓ ରେ ଯୁବତୀଙ୍କ ହାତ ଥର କେମିତି ଆଉ ଡାଇଲଗ କେମିତି ମାରୁଛନ୍ତି । ତେବେ କୁହା ଯାଉଛି ଯୁବତୀ ଜଣକ କୁଆଡେ ପାଗେଳୀ ହୋଇ ଯାଇଛନ୍ତି । ପାଗେଳି ହୋଇ ଯୁବତୀ ଜଣକ ରାସ୍ତା ରେ କେମିତି ଗଡୁଛନ୍ତି । ରାସ୍ତାର କାଦୁଅ ସବୁ ଦେହ ସାରା ଲାଗି ଯାଇଛି । ଘଣ୍ଟା ଘଣ୍ଟା ଧରି ଏଭଳି ରାସ୍ତା କଡା ରେ ଗଡତଡ ହେଉଛନ୍ତି ।

ଚର୍ଚ୍ଚା ହେଉଛି ଏହି ଯୁବତୀ ଜଣକ କୁଆଡେ ପ୍ରେମ କରୁଥିଲେ । ଆଉ ପ୍ରେମରେ ଧୋକା ପାଇବା ପରେ ଏମିତି ସେ କୁଆଡେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଆଉ ପାଗେଳୀ ହୋଇ ଯାଇଛନ୍ତି । ଏବେ ଏହି କଥା କେତେ ସତ ତାହା ତ ଜଣା ନାହି କିନ୍ତୁ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇବା ପରେ ତାଙ୍କର ଦେଖାଶୁଣା କରିବାକୁ ଏ ଦୁନିଆରେ କେହି ନାହାନ୍ତି ।

ସେଥିପାଇଁ ତ ଏଭଳି ମନ ଇଚ୍ଛା ବୁଲୁଛନ୍ତି ଆଉ ମନ ଇଚ୍ଛା ରାସ୍ତା ରେ ଗଡତଡ ହେଉଛନ୍ତି । ଆଉ ନିଜର ଜୀବନ କେମିତି ବଞ୍ଚୁଛନ୍ତି ଆଉ ତାଙ୍କର ବେଶ ଭୁସା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଘଟଣା ଟି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ର ୧୪୯ ନମ୍ବର ଜାତୀୟ ରାଜପଥ ଠାରେ ।

ଅନେକ ସମୟ ଧରି ଏମିତି ବିତିଲା ପରେ ସମାଜସେବୀ ବାପି ମହାନ୍ତି ପାଗଳୀ ଯୁବତୀ ଙ୍କୁ ନ୍ତାଙ୍କ ସହ ନେବା ସହ ପୋଲିସକୁ ଡକାଇ ଆଶା ଆମ୍ବୁଲାନ୍ସ ରେ ତାଙ୍କର ଚିକିତ୍ସା ପାଇଁ ପଠାଇଥିଲେ । ତେବେ ସମାଜ ସେବି ବାପି ମହାନ୍ତି ଙ୍କୁ ଏ ନେଇ ବେସ ପ୍ରଶଂସା କରିଛନ୍ତି ସମସ୍ତେ । ତେବେ ସମାଜସେବୀ ବାପି ମହାନ୍ତିଙ୍କର ଏଭଳି ମହାନ କାମ ପାଇଁ ତାଙ୍କର ଚର୍ଚ୍ଚା ଚାରି ଆଡେ ଚାଲିଛି ।

ତେବେ ଯୁବତୀଙ୍କର ଏଭଳି ଅବସ୍ଥା ସତରେ କାହା ଆଖି ରୁ ବି ଲୁହ ଆସିଯିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *