ବନ୍ଧୁଗଣ ଯେଉଁ ପ୍ରେମିକା ଦିନେ ପ୍ରେମକିକୁ ଜୀବନ ଠାରୁ ଏତେ ଭଲ ପାଉଥିଲା ଆଜି ତାର ହାତରେ ପ୍ରେମିକ ଖଣ୍ଡ ଖଣ୍ଡ ହୋଇଯିବ ତାହା କେହି ଭାବି ନ ଥିଲେ । କିନ୍ତୁ ଦୁର୍ଭାଗ୍ୟ ରାଜଧାନୀ ଦିଲ୍ଲୀର ଛାତି ଉପରେ ପ୍ରେମିକା ହୋଇଛି ୩୫ ଖଣ୍ଡ । ଆହା ଆପଣଙ୍କୁ ବିଚଳିତ କରୁଥାଉ ପାରେ । ଏହି ଅଭିଯୁକ୍ତଙ୍କ ନାଁ ହେଉଛି ଅଫତାବ ଆମିନ ପୁରବାଲା । ଆଉ ପ୍ରେମିକା ଶ୍ରଦ୍ଧା । ସମ୍ପର୍କରେ ସାଜିଲା ସଇତାନ ଅଫତାବ ।
୨୦୨୨ ମେ ୧୮ରେ ପ୍ରେମିକା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା ଆଉ ତା ପରେ ଆରି ରେ ଶରୀରକୁ ଖଣ୍ଡ ଖଣ୍ଡ ଅରିଲା ଅଫତାବ । ଏହି କଟା ଶରୀରକୁ ରଖିଥିଲା ୩୦୦ ମିଲିଲିଟର ଫ୍ରିଜରେ । ୧୮ ଦିନ ଧରି ମୃତ ଖଣ୍ଡ ଶରୀରକୁ ନେଇ ଦିଲ୍ଲୀରେ ୧୮ଟି ସ୍ଥାନରେ ପିଙ୍ଗୁଥିଲା ଅଫତାବ ରାତି ୨ଟା ପରେ । ହେଲେ ଲୁଚି ରହିଲାଣି ଏହି ଅପରାଧ । ୬ ମାସର ତଦନ୍ତ ପରେ ଦିଲ୍ଲୀ ଓ ମୁମ୍ବାଇ ପୋଲିସ ଘଟଣାର ପରଦାଫାସ କରି ଏହି ଘଟଣାର ଖୁଲାସା କରିଛନ୍ତି । ୬
ବର୍ଷୀୟା ଶ୍ରଦ୍ଧା ଓ ୨୮ ବର୍ଷୀୟା ଅଫତାବ ପୋଲିସର କହିବା ଅନୁଯାୟୀ ଗତ ୬ ମାସ ତଳେ ମୁମ୍ବାଇର ଏକ ମାଳତି ନ୍ୟାସନାଲ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲେ ଉଭୟ । ଏଠାରୁ ଦୁହିଙ୍କର ପରିଚୟ ହେବା ପରେ ବାଣୀ ଯାଇଥିଲେ ପ୍ରେମ ପକ୍ଷୀ । ଦିନ କେତେଟାରେ ବିବାହ ପାଇଁ ଉଭୟ ପରିବାରକୁ ଯାନଇଥିଲେ କିନ୍ତୁ ମିଳି ନ ଥିଲା ସ୍ବୀକୃତି । ବରଂ ବିରୋଧର ଶିକାର ହେବାରୁ ଉଭୟ ଦିଲ୍ଲୀ ଆସି ଭିଙ୍ଗରେ ରହୁଥିଲେ ମହୁରିଳର ଏହି ଫ୍ଳାଟରେ ।
ଏହା ପରେ ଶ୍ରଦ୍ଧା ବି ବାହା ହେବା ପାଇଁ ଜିଦି ଧରିଥିଲେ ଆଉ ଆରମ୍ଭ ହୋଇଥିଲା ବିବାଦ । ଏହି ବିବାଦ କାରଣରୁ ଶ୍ରଦ୍ଧାଙ୍କୁ ହତ୍ୟା କରି ଅଫତାବ ପ୍ରମାଣ ନଷ୍ଟ ପାଇଁ ଶରୀରକୁ ୩୫ ଖଣ୍ଡ କରି ଫିଙ୍ଗି ଚାଲିଥିଲା ଅନେକ ସ୍ଥାନରେ । ଶ୍ରଦ୍ଧାଙ୍କ ସହ ଦୀର୍ଘ ଦିନ ଧରି ଯୋଗାଯୋଗ ନ ହେବାରୁ ସାଙ୍ଗସାଥି ଓ ପରିବାର ମଧ୍ୟରେ ଆଶଙ୍କା ଦେଖାଦେଇଥିଲା । ଶ୍ରଦ୍ଧାଙ୍କ ବାପା ଦିଲ୍ଲୀ ଆସି ଫ୍ଲାଟକୁ ଯାଇଥିଲେ କିନ୍ତୁ ସେଠାରେ ତାଲା ପଡିଥିବାର ଦେଖି ଥାନରେ ଏତାଲା ଦେଇଥିଲେ ।
ଏତାଲା ଆଧାରରେ ପୋଲିସ ଅଫତାବ ଜେରା କରିବା ପରେ ସେ ସବୁ ସତ ମାଣିଥିଲା । ବେ ପ୍ରଶ୍ନ ଉଠୁଛି ଅଫତବଙ୍କୁ କେମିତି ଦୋଷୀ ସାବ୍ୟସ୍ତ କରିବ ପୋଲିସ ? କାରଣ ଜଘନ୍ୟ ଅପରାଧର ପ୍ରତକ୍ଷଦର୍ଶୀ କି ପ୍ରମାଣ ପାଇନି ପୋଲିସ । ୬ ମାସ ତଳେ ପିଙ୍ଗାଯାଇଥିବା ମୃତ ଖଣ୍ଡ ବି ନଷ୍ଟ ହୋଇଯାଇଥିବ । ପୋଲିସ କିଛି ଆସ ଜବତ କରିଥିଲେ ବି ତାହା ଶ୍ରଦ୍ଧାଙ୍କର ନା ଆଉ କାହାର ସ୍ପଷ୍ଟ ହୋଇ ନାହି । ଏଭଳି ସ୍ଥିତିରେ ଅଫତାବଙ୍କ ବୟାନ ଅନୁଯାୟୀ ପୋଲିସ ପ୍ରମାଣ ଯୋଗାଡ କରିବାରେ ବଡ ଚ୍ୟାଲେଞ୍ଜ ହେବ କି ? ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।