6 ବର୍ଷର ପ୍ରେମ ସମ୍ପର୍କ, 2 ବର୍ଷର ବାହାଘର, ତା ପରେ ସ୍ଵାମୀ ଯାହା କଲା ନା… ଦେଖନ୍ତୁ କଣ କହୁଛନ୍ତି ପୀଡ଼ିତା

ଦର୍ଶକ ବନ୍ଧୁ ବର୍ତ୍ତମାନ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହେଉଛି ଯେଉଁ ପ୍ରେମିକ ବା ସ୍ଵାମୀ ମାନେ ନିଜ ପ୍ରେମିକା ବା ସ୍ତ୍ରୀ ଙ୍କୁ ଭଲ ପାଇ ବାହା ହୋଇ ସେମାନଙ୍କୁ ଛାଡି ଦେଉଛନ୍ତି । ଆଉ ସ୍ତ୍ରୀ ବା ପ୍ରେମିକା ମାନେ ଘର ଆଗରେ ଧାରଣା ଦେଇ ବକୁଛନ୍ତି ଏଭଳି ଅନେକ ଘଟଣା ଦିନକୁ ଦିନ ସାମ୍ନାରେ ଆସିବାରେ ଲାଗିଛି । ବର୍ତ୍ତମାନ ସମାନ ଘଟାଣ ସୋସିଆଲ ମିଡିଆରେ ପୁଣି ଥରେ ଦେଖିବାକୁ ମିଳିଛି । ତେବେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ମହିଳା ଜଣକ କହିଛନ୍ତି କି “ମୋ ସ୍ବାମୀଙ୍କ ନାଁ ହେଉଛି ପ୍ରକାଶ କୁମାର ରଥ ୨୦୧୬ରେ ଆମର ଭଲ ପାଇବା ହୋଇଥିଲା ।

୨୦୧୯ରେ ଆମେ ଦୁହେଁ ନିଜ ଇଚ୍ଛାରେ ଲୁଚି ଘର ଛାଡି ପଳାଇଥିଲୁ । ହାର ଛାଡିବା ପରେ ଭୁବନେଶ୍ଵରରେ ରହିବା ପରେ ୨୦୨୦ରେ ଆସି ଭଦ୍ରକରେ ଲୋକନାଥ ମନ୍ଦିରରେ ବାହାଘର ହେଲା କୋର ମ୍ୟାରେଜ ବି ହେଲା । ୨୦୨୦ରେ ହାଇଦ୍ରାବାଦ ଦେଢ ବର୍ଷ ଏକାଠି ରହିଲୁ । ରହିଲା ରେ ୨୦୨୧ରେ ଘରକୁ ଆସିଲୁ । ତାଙ୍କ ଘରକୁ ମୋତେ ନ ନେଇ ଆମ ଘରେ ଛାଡି ଦେଲେ । ଆଉ କହିଲେ ମୁଁ ଘର ଲୋକଙ୍କୁ ବୁଝାଇ ଆଉ ଥରେ ବାହା ହୋଇ ଘରକୁ ନେବି ମୁଁ ସେତେଟା ମାଇଣ୍ଡ କରିଲି ନାହି ।

ତାଙ୍କର ଜେନେରାଲ ଆମ ଆସି କାଷ୍ଟ । ଜାତି ପାଇଁ ତାଙ୍କ ଘରେ ରାଜି ହେଉ ନ ଥିଲେ । ତାଙ୍କ ମା କହିଲେ ଜାତି ଗୋତ୍ର କରି ବୋହୂ କରି ନେବେ । ଆମ ଘରକୁ ଯିବା ଆସିବା କରୁଥିଲେ । ଏପ୍ରିଲ ମାସ ଠାରୁ ମୋ ସହ କଣ୍ଟାକ୍ତ କରିଲେ ନାହି ଫୋନ ସ୍ଵିଚ ଅଫ କରିବା ପରେ ଥାନାରେ ଆଶ୍ରୟ ନେଲେ ମୋତେ ଦୁଇ ମାସ ଦୌଡାଇଲେ । ପରେ କୋର୍ଟରେ କେସ କରିଲି ତା ପରେ ଥାନାରେ କେସ ରେଜିଷ୍ଟ୍ରେଶନ କରାଇବା ପରେ ପୋଲିସ କହିଲା ପୁଅ କୁଆଡେ ଯାଇଛି ୫ ଲକ୍ଷ ଟଙ୍କା ନେଇ କେସ ଉଠାଇ ଦିଅ ତାଙ୍କ ବାପା ମା କଣ କରିବେ ।

ମୋ ବାପା କହିଲେ ମୋ ଝିଅର ଇଜ୍ଜତର ମୂଲ୍ୟ କଣ ୫ ଲକ୍ଷ ଟଙ୍କା । ଏ ଯାଏଁ କୋର୍ଟରେ କେସ ଚାଲିଛି ତୋଟାଳ କେସ କିଛି ବି ସମାଧାନ ହେଉ ନାହି । ମୁଁ ଶୁଣିବାକୁ ପାଇଲି ମୋ ସ୍ବାମୀଙ୍କ ବାହାଘର ତାଙ୍କ ପରିବାର ଲୋକେ ବାହାରେ କରିବାକୁ ଯାଉଛନ୍ତି । ସେଥିପାଇଁ ମୁଁ ଶାଶୁଘର ଆଗରେ ଧାରଣନ ଦେଇଛି ବୋହୁର ସ୍ବୀରକୁଟି ପାଇବା ପାଇଁ । ଯଦି କିଛି ନ କରନ୍ତି ଘର ସମାନରେ ଆତ୍ମହତ୍ୟା କରିବି । ମୋତେ ନ୍ୟାୟ ନ ମିଳିବା ଯାଏଁ ମୁଁ ଏମିତି ଧାରଣାରେ ବସିବି ।

ଦୁଇ ବର୍ଷ ବାହାରେ ରଖିକି ମୋତେ ପ୍ରତିଶ୍ରୁତି ଦେଇକି ଏମିତି କରିବା ଠିକ ନୁହେଁ ନା । ମୋ ସ୍ବାମୀଙ୍କୁ ଦେଖିବାକୁ ଝିଅ ଘର ଲୋକେ ଆସିଥିଲେ ଆଉ ତାଙ୍କ ପୁରା ପରିବାର ସେଠାରେ ଉପସ୍ଥିତ ଥିଲେ” ।  ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *