ପ୍ରେମ କରିବା ପ୍ରେମିକାକୁ ପଡିଲା ମହାଙ୍ଗା, 35 ଖଣ୍ଡ କରି ଏମିତି ରଖିଥିଲା ପ୍ରେମିକ… ଦେଖନ୍ତୁ Video

ବନ୍ଧୁଗଣ ଯେଉଁ ପ୍ରେମିକା ଦିନେ ପ୍ରେମକିକୁ ଜୀବନ ଠାରୁ ଏତେ ଭଲ ପାଉଥିଲା ଆଜି ତାର ହାତରେ ପ୍ରେମିକ ଖଣ୍ଡ ଖଣ୍ଡ ହୋଇଯିବ ତାହା କେହି ଭାବି ନ ଥିଲେ । କିନ୍ତୁ ଦୁର୍ଭାଗ୍ୟ ରାଜଧାନୀ ଦିଲ୍ଲୀର ଛାତି ଉପରେ ପ୍ରେମିକା ହୋଇଛି ୩୫ ଖଣ୍ଡ । ଆହା ଆପଣଙ୍କୁ ବିଚଳିତ କରୁଥାଉ ପାରେ । ଏହି ଅଭିଯୁକ୍ତଙ୍କ ନାଁ ହେଉଛି ଅଫତାବ ଆମିନ ପୁରବାଲା । ଆଉ ପ୍ରେମିକା ଶ୍ରଦ୍ଧା । ସମ୍ପର୍କରେ ସାଜିଲା ସଇତାନ ଅଫତାବ ।

୨୦୨୨ ମେ ୧୮ରେ ପ୍ରେମିକା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା ଆଉ ତା ପରେ ଆରି ରେ ଶରୀରକୁ ଖଣ୍ଡ ଖଣ୍ଡ ଅରିଲା ଅଫତାବ । ଏହି କଟା ଶରୀରକୁ ରଖିଥିଲା ୩୦୦ ମିଲିଲିଟର ଫ୍ରିଜରେ । ୧୮ ଦିନ ଧରି ମୃତ ଖଣ୍ଡ ଶରୀରକୁ ନେଇ ଦିଲ୍ଲୀରେ ୧୮ଟି ସ୍ଥାନରେ ପିଙ୍ଗୁଥିଲା ଅଫତାବ ରାତି ୨ଟା ପରେ । ହେଲେ ଲୁଚି ରହିଲାଣି ଏହି ଅପରାଧ । ୬ ମାସର ତଦନ୍ତ ପରେ ଦିଲ୍ଲୀ ଓ ମୁମ୍ବାଇ ପୋଲିସ ଘଟଣାର ପରଦାଫାସ କରି ଏହି ଘଟଣାର ଖୁଲାସା କରିଛନ୍ତି । ୬

ବର୍ଷୀୟା ଶ୍ରଦ୍ଧା ଓ ୨୮ ବର୍ଷୀୟା ଅଫତାବ ପୋଲିସର କହିବା ଅନୁଯାୟୀ ଗତ ୬ ମାସ ତଳେ ମୁମ୍ବାଇର ଏକ ମାଳତି ନ୍ୟାସନାଲ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲେ ଉଭୟ । ଏଠାରୁ ଦୁହିଙ୍କର ପରିଚୟ ହେବା ପରେ ବାଣୀ ଯାଇଥିଲେ ପ୍ରେମ ପକ୍ଷୀ । ଦିନ କେତେଟାରେ ବିବାହ ପାଇଁ ଉଭୟ ପରିବାରକୁ ଯାନଇଥିଲେ କିନ୍ତୁ ମିଳି ନ ଥିଲା ସ୍ବୀକୃତି । ବରଂ ବିରୋଧର ଶିକାର ହେବାରୁ ଉଭୟ ଦିଲ୍ଲୀ ଆସି ଭିଙ୍ଗରେ ରହୁଥିଲେ ମହୁରିଳର ଏହି ଫ୍ଳାଟରେ ।

ଏହା ପରେ ଶ୍ରଦ୍ଧା ବି ବାହା ହେବା ପାଇଁ ଜିଦି ଧରିଥିଲେ ଆଉ ଆରମ୍ଭ ହୋଇଥିଲା ବିବାଦ । ଏହି ବିବାଦ କାରଣରୁ ଶ୍ରଦ୍ଧାଙ୍କୁ ହତ୍ୟା କରି ଅଫତାବ ପ୍ରମାଣ ନଷ୍ଟ ପାଇଁ ଶରୀରକୁ ୩୫ ଖଣ୍ଡ କରି ଫିଙ୍ଗି ଚାଲିଥିଲା ଅନେକ ସ୍ଥାନରେ । ଶ୍ରଦ୍ଧାଙ୍କ ସହ ଦୀର୍ଘ ଦିନ ଧରି ଯୋଗାଯୋଗ ନ ହେବାରୁ ସାଙ୍ଗସାଥି ଓ ପରିବାର ମଧ୍ୟରେ ଆଶଙ୍କା ଦେଖାଦେଇଥିଲା । ଶ୍ରଦ୍ଧାଙ୍କ ବାପା ଦିଲ୍ଲୀ ଆସି ଫ୍ଲାଟକୁ ଯାଇଥିଲେ କିନ୍ତୁ ସେଠାରେ ତାଲା ପଡିଥିବାର ଦେଖି ଥାନରେ ଏତାଲା ଦେଇଥିଲେ ।

ଏତାଲା ଆଧାରରେ ପୋଲିସ ଅଫତାବ ଜେରା କରିବା ପରେ ସେ ସବୁ ସତ ମାଣିଥିଲା । ବେ ପ୍ରଶ୍ନ ଉଠୁଛି ଅଫତବଙ୍କୁ କେମିତି ଦୋଷୀ ସାବ୍ୟସ୍ତ କରିବ ପୋଲିସ ? କାରଣ ଜଘନ୍ୟ ଅପରାଧର ପ୍ରତକ୍ଷଦର୍ଶୀ କି ପ୍ରମାଣ ପାଇନି ପୋଲିସ । ୬ ମାସ ତଳେ ପିଙ୍ଗାଯାଇଥିବା ମୃତ ଖଣ୍ଡ ବି ନଷ୍ଟ ହୋଇଯାଇଥିବ । ପୋଲିସ କିଛି ଆସ ଜବତ କରିଥିଲେ ବି ତାହା ଶ୍ରଦ୍ଧାଙ୍କର ନା ଆଉ କାହାର ସ୍ପଷ୍ଟ ହୋଇ ନାହି । ଏଭଳି ସ୍ଥିତିରେ ଅଫତାବଙ୍କ ବୟାନ ଅନୁଯାୟୀ ପୋଲିସ ପ୍ରମାଣ ଯୋଗାଡ କରିବାରେ ବଡ ଚ୍ୟାଲେଞ୍ଜ ହେବ କି ? ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *