ସବୁଠୁ ଅଧିକ ବିଶ୍ଵସ୍ତ ହୋଇଥାନ୍ତି ଏହି 5ଟି ନାମର ଝିଅ- Jyotisha Shastra

ବନ୍ଧୁଗଣ ସବୁଠାରୁ ଉତ୍ତମ ଏବଂ ବିଶ୍ୱୋସ୍ଥ ଅଟନ୍ତି ଏହି ୫ ଟି ନାମ ଥିବା କନ୍ୟା ମାନେ । ବନ୍ଧୁଗଣ ପ୍ରାଏ ସମସ୍ତେ ଆଶା କରିଥାନ୍ତି ଯେ, ତାଙ୍କର ଲଭ ଲାଇଫ ପରଫେକ୍ଟ ହେଉ । ସେମାନେ ସାଧାରଣତ ଖୁସିରେ ଜୀବନ ଜାପନ କରିବାକୁ ଚାହିଁଥାନ୍ତି । ପ୍ରେମ କ୍ଷେତ୍ରରେ ସାଧାରଣତ ସମସ୍ଯା ଦେଖା ନଯାଉ ବୋଲି ସମସ୍ତେ ପ୍ରାଏ ଭବିଥାନ୍ତି । ତାଙ୍କ ଜୀବନରେ କୌଣସି ପ୍ରକାରର ସମସ୍ଯା ଆସିନଥାଉ ବୋଲି କାମନା ତଥା ପ୍ରାର୍ଥନା ମଧ୍ୟ କରିଥାନ୍ତି । ବନ୍ଧୁଗଣ ପ୍ରେମ ର ନାମ ଶୁଣିବା ମାତ୍ରେ ଆମ ମନରେ ଉତ୍ତକଣ୍ଠ ଉଠିଯାଏ ।

ସମସ୍ତେ ଚାହିଥାନ୍ତି ଯେ ତାଙ୍କ ପ୍ରେମ ସଫଳ ହେଉ । ବନ୍ଧୁଗଣ କାହା ସମୁଖରେ ପ୍ରେମର ସୁନ୍ଦର ମୂହୁର୍ତ୍ତ ତ ଆଉ କାହା ସମୁଖରେ ତାହାର ଖରାପ ସମୟ ନଜର ଆସିଯାଇଥାଏ । ସାଧାରଣ ନିଜ ଲାଇଫ ପାର୍ଟନର ତଲାସ କରିବା ସମୟରେ ତାଙ୍କ ଠାରେ ସେହି ସବୁ ଲକ୍ଷଣ ଖୋଜିଥାନ୍ତି ଯାହା ସେମାନେ ନିଜ ମନରେ ନିଜ ପ୍ରେମିକ ଅଥବା ପ୍ରେମିକା ପ୍ରତି ଚିନ୍ତା କରିଥାନ୍ତି । ଆସନ୍ତୁ ଜାଣିବା ଯେ କନ୍ୟାଙ୍କର ନାମ ର ପ୍ରଥମ ଅକ୍ଷର ତାଙ୍କର ସ୍ଵୋଭାବ କୁ କିପରି ଦର୍ଶାଇଥାଏ ।

୧- “A”,  ବନ୍ଧୁଗଣ ଏହି ନାମର ଝିଅମାନଙ୍କୁ ପ୍ରେମରେ ବହୁତ ପରିସ୍ଥିତି ର ସାମ୍ନା କରିବାକୁ ପଡିଥାଏ । ଏମାନଙ୍କୁ ସହଜରେ ତାଙ୍କ ସ୍ଵୋପ୍ନ ର ରାଜ୍କୁମାର ମିଳିନଥାଏ । ମାତ୍ର ଗୋଟିଏ ଥର ଯଦି ଏମାନଙ୍କୁ ସଚ୍ଚା ପ୍ରେମ ମିଳିଥାଏ ତେବେ ସେମାନେ ଜୀବନସାରା ତାଙ୍କ ସହିତ ରହିବାକୁ ପସନ୍ଦ କରିଥାନ୍ତି ।

୨- “M”, ବନ୍ଧୁଗଣ ଏହି ନାମ ଥିବା ଝିଅମାନେ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି । ଏଥିପାଇଁ ଏମାନଙ୍କୁ ଏମାନଙ୍କ ଜୀବନସାଥି ବହୁତ ସହଜରେ ମିଳିଯାଇଥାଏ । ଏମାନେ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ସାଥିଙ୍କର ସମସ୍ତ କଥା କୁ ମହତ୍ଵ ତଥା ସନ୍ନମାନ ଦେଇଥାନ୍ତି । ଏମାନେ ଥରେ ଯାହା ହାତ ଧରି ନିଅନ୍ତି ତାଙ୍କ ଠାରୁ କେବେ ଦୂରକୁ ଜାଆନ୍ତି ନାହିଁ ।

୩- “K”, ବନ୍ଧୁଗଣ ଏହି ନାମର ଝିଅମାନେ ନିଜ ଜୀବନସାଥି ଙ୍କ ସହିତ ସବୁ ପରିସ୍ଥିତି ରେ ସାଥ ଦେଇଥାନ୍ତି । ଏମାନେ କେବେ ମଧ୍ୟ ନିଜ ପାର୍ଟନର କୁ ଧୋକା ଦେଇନଥାନ୍ତି । ମାତ୍ର ଏମାନଙ୍କ ସ୍ଵୋଭାବ ଟିକିଏ ଅକଡୁ ପ୍ରକାରର ହୋଇଥାଏ । ଏହି କାରଣରୁ ଏମାନେ ନିଜ ପାର୍ଟନର ସମ୍ମୁଖରେ ପ୍ରେମକୁ ପରିପ୍ରକାଶ କରିପାରିନଥାନ୍ତି ।

୪- “R”, ବନ୍ଧୁଗଣ ଏହି ନାମର ଝିଅମାନେ ବହୁତ କେୟାରିଙ୍ଗ ଟାଇପ ର ହୋଇଥାନ୍ତି । ଏମାନେ ସାଧାରଣତ ପ୍ରେମରେ ସହଜରେ ପଡନ୍ତି ନାହିଁ । ମାତ୍ର ଏମାନଙ୍କୁ ଯଦି କାହା ସହିତ ପ୍ରେମ ହୋଇଯାଏ ତେବେ ଏମାନେ କେବେ ମଧ୍ୟ କାହାକୁ ଧୋକା ଦେଇନଥାନ୍ତି । ଏମାନେ ସାଧାରଣତ ମୁଡ ଅନୁଯାୟୀ ସମସ୍ତ କାର୍ଯ୍ୟ କରିଥାନ୍ତି । ଯଦି ଆପଣ ଏମାନଙ୍କ ମୁଡ କୁ ବୁଝି ନିଅନ୍ତି ତେବେ ଆପଣଙ୍କ ଠାରୁ ଭାଗ୍ୟଶାଳୀ ଆଉ କେହି ନାହାନ୍ତି ।

୫- “S”, ବନ୍ଧୁଗଣ ଏହି ନାମର ଝିଅ ମାନଙ୍କର ରାଗ ନାକ ଆଗରେ ରହିଥାଏ । ଏମାନେ ନିଜ ପାର୍ଟନର କୁ ଅଧିକ ଭଲ ମଧ୍ୟ ପାଇଥାନ୍ତି । ଏମାନେ ନିଜ ସଂପର୍କକୁ ବଞ୍ଚାଇବା ପାଇଁ ଯେ କୌଣସି ସୀମା ପର୍ଯ୍ୟନ୍ତ ଯାଇଥାନ୍ତି । ବନ୍ଧୁଗଣ ଏହି ୫ ନାମର ଝିଅମାନେ ବହୁତ ବଫାଦାର ହୋଇଥାନ୍ତି । ଆପଣଙ୍କୁ ଏହି ଟିପ୍ପଣୀ ଟି ଯଦି ପସନ୍ଦ ଆସିଥାଏ ତେବେ ଗୋଟିଏ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *