Psychology ଅନୁସାରେ ଯେଉଁ ବ୍ୟକ୍ତିକୁ Black Colour ପସନ୍ଦ, ସେମାନେ….

ମନୋବିଜ୍ଞାନ ଏମିତି ଏକ ପାର୍ଟ ଯାହା ବ୍ୟକ୍ତି ଜୀବନରେ ଅନେକ କଥାର ରହସ୍ୟ ର ଖୁଲାସା କରିଥାଏ । ମଣିଷ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା ତାର କାର୍ଯ୍ୟ କଳାପ ଉପରେ ନିର୍ଭର କରିଥାଏ । କିଛି ଲୋକ ମାନେ କଳା ରଙ୍ଗ କୁ ବହୁତ ପସନ୍ଦ କରିଥାନ୍ତି ତ ଆଉ କିଛି ଲୋକ ମାନେ ଏହାକୁ ପସନ୍ଦ କରନ୍ତି ନାହି । କିନ୍ତୁ ଆପଣ ମାନେ ଜାଣିଥିବେ ଯେ ମନୋବିଜ୍ଞାନ ଅନୁସାରେ ଯେଉଁ ବ୍ୟକ୍ତି କଳା ରଙ୍ଗ ର ଡ୍ରେସ ପିନ୍ଧିବାକୁ ପସନ୍ଦ କରିଥାଏ ସେହି ବ୍ୟକ୍ତି ର ସ୍ଵଭାବ ବହୁତ କନ୍ଫିଡେଣ୍ଟ ଓ patience ବା ଧର୍ଯ୍ୟ ଧରିଲା ଭଳି ହୋଇଥାନ୍ତି । ଗୋଟେ ଦିନ ରେ ମହିଳା ମାନେ ୬୨ ଥର ହସନ୍ତି କିନ୍ତୁ ପୁରୁଷ ମାନେ ମାତ୍ର ୮ ଥର ହସିଥାନ୍ତି ।

ମନୋବିଜ୍ଞାନ ମତରେ ୭୫ ପ୍ରତିଶତ ମହିଳା ମାନେ ଏମିତି କିଛି ପ୍ରଶ୍ନ କୁ ଅଧିକ ଥର ଜାଣିବାକୁ ଚାହିଁଥାନ୍ତି ଯାହା ସେମାନେ ଆଗରୁ ଜାଣିଥାନ୍ତି । ତେଣୁ ଏହି ଭଳି ପ୍ରଶ୍ନ ର ଉତ୍ତର ମହିଳା ମାନେ ଅନ୍ୟ ଠାରୁ ଶୁଣିବା ପୂର୍ବ ରୁ ତାଙ୍କ ନିଜ ଲୋକ କହି ଦେବା ଉଚିତ । ମନୋବିଜ୍ଞାନ ମତରେ ଯେବେ ବ୍ୟକ୍ତି କୌଣସି କାରଣ ରୁ ଉଦାସ ବା ମନ ଦୁଖ ରେ ରହିଥାଏ ତେବେ ସେହି ବ୍ୟକ୍ତି ର ମସ୍ତିସ୍କ ବହୁତ ଖରାପ ଚିନ୍ତାଧାରା ମନରେ ଆଣିଥାଏ । ସେହି ସମୟରେ ବ୍ୟକ୍ତି କୁ ରୋକିବା ପାଇଁ ଯେତେ ଚେଷ୍ଟା କରାଗଲେ ମଧ୍ୟ ଏହା ସମ୍ଭବ ହୋଇ ନ ଥାଏ ।

କାରଣ ଯଦି ବ୍ୟକ୍ତି ଥରେ ଡିପ୍ରେସନ ରେ ଚାଲିଯାଏ ତେବେ ତାକୁ ପୁଣି ଠାରେ ନର୍ମାଲ କୁ ଆଣିବା କାଠିକର ପାଠ ହୋଇଥାଏ । ଦୁନିଆରେ ସବୁଠାରୁ ଅଧିକ ବ୍ଲା-କ-ମେ-ଲ ର ଶିକାର ପୁରୁଷ ମାନେ ହୋଇଥାନ୍ତି । କାରଣ ମହିଳା ଙ୍କ ଦ୍ଵାରା ପୁରୁଷ ମାନେ ଅଧିକ ଇମୋସନାଲ ବ୍ଲା-କ-ମେ-ଲ ହୋଇଥାନ୍ତି । ଯାହା ଦ୍ଵାରା ପୁରୁଷ ଏମାନେ ବହୁତ ମାନସିକ ଚିନ୍ତା ରେ ରହିଥାନ୍ତି । ମହିଳା ମାନେ ନିଜ କଥା ମନେଇବାକୁ ପୁରୁଷ ମାନଙ୍କୁ ଏମିତି ଜାଲରେ ଫସାଇ ଥାନ୍ତି କି ପୁରୁଷ ମାନେ ସେୟା କରିବାକୁ ବାଧ୍ୟ ହୋଇଥାନ୍ତି ।

ଏକ ରିସର୍ଚ ରୁ ଜଣା ପଡିଛି କି ଯେଉଁ ମାନେ ଶିଂଗଲ ଅଛନ୍ତି ବା ମ୍ୟାରେଜ କରି ନାହାନ୍ତି ସେମାନେ ନିଜ ଜୀବନରେ ବହୁତ ଖୁସିରେ ସମୟ ଅତିବାହିତ କରିଥାନ୍ତି । କିନ୍ତୁ ଯେଉଁ ମାନେ ରିଲେସନ ଶିପରେ ରହିଥାନ୍ତି ସେମାନେ ନିଜ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅମାର ଏହି ବିବରଣୀ ଟି ଭଲ ଲାଗିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *