ପୁଜା କରିବା ସମୟରେ 90% ଲୋକ କରନ୍ତି ଏହି ଭୁଲ, ଯାହାଦ୍ଵାରା ଦୁଃଖ ଏବଂ ଦାରିଦ୍ର୍ୟତା ପିଛା ଛଡେ ନାହିଁ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ କିଛି ନା କୀଛି ଧାର୍ମିକ କାର୍ଯ୍ୟ କରିଥାଏ । ପ୍ରତେକ ଦିନ ସକାଳୁ ପ୍ରତେକ ପୁରୁଷ ବା ନାରୀ ହରେ ଠାକୁର ପୂଜା ନିଶ୍ଚୟ କରିଥାନ୍ତି । ଯାହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇଥାଏ । କିନ୍ତୁ ଧାର୍ମିକ କାର୍ଯ୍ୟ କରିବା ସମୟରେ ଏମିତି କୀଛି କଥା ଅଛି ଯାହା ବିଷୟରେ ଆମେ ଧ୍ୟାନ ଦେଇ ନ ଥାଉ । ଯାହା କାରଣରୁ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ମାନ ସୃଷ୍ଟି ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଏକ ମହତ୍ଵ ପୂର୍ଣ୍ଣ କଥା ଯାହା ଆପଣଙ୍କୁ କୌଣସି ଧାର୍ମିକ କାମ କରିବା ବେଳେ ମାନେ ରଖିବାର ଅଛି । ବ୍ରହାଣ୍ଡ ପୂରାଣ ଅନୁଯାୟୀ ଯଦି ଆପଣ ଧାର୍ମିକ କାର୍ଯ୍ୟ ସମୟରେ ତଳେ ବସୁଛନ୍ତି ତେବେ ଏହା ଦ୍ଵାରା  ବ୍ଯକ୍ତିର ଦୁଖ କମ ହେବ ବଦଳରେ ଅଧିକ ବଢି ଯାଇଥାଏ । ପଥର ଉପରେ ବସିକି ପୂଜା କରିବା ଦ୍ଵାରା ବ୍ଯକ୍ତିର ରୋଗ ସୃଷ୍ଟି ହୋଇଥାଏ । ଆଉ ଯଦି କାଠ ଉପରେ ବସିକି କୌଣସି ଧାର୍ମିକ କାର୍ଯ୍ୟ କରୁଛନ୍ତି ତେବେ ଗୃହରେ ଦୁର୍ଭାଗ୍ୟ ର ଆଗମନ ହୋଇଥାଏ ।

ଏହ ଛଡା ଘାସ ଉପରେ ବସି ଧାର୍ମିକ କାର୍ଯ୍ୟ କରିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଗୃହରେ କେବେ ବି ବୃଦ୍ଧି ହୋଇପାରେ ନାହି । ସେଥିପାଇଁ କୌଣସି ବି ପୂଜା ବା ଧାର୍ମିକ କାର୍ଯ୍ୟ କରିବ ସମୟରେ ଆସନ ଉପରେ ବସିକି କରିବା ଜରୁରୀ ଅଟେ । ପୁରୁଣା ଯୁଗରେ ଋଷିମୁନି ସାଧୁ ସନ୍ଥ ମାନେ କୌଣସି ବି ତପସ୍ୟା ବା ଧାର୍ମିକ କାର୍ଯ୍ୟ କରିବା ସମୟରେ ସେମାନେ ଆସନର ବ୍ୟବହାର କରୁଥିଲେ । ସେହି ସମୟରେ ସ୍ନାନ ମୃଗ ଛାଲ ଥିଲା । କିନ୍ତୁ ଆଜିର ଆଧିନିକ ଯୁଗରେ ଏହା ସମ୍ଭବ ନୁହେଁ ।

ସେଥିପାଇଁ ସାଧାରଣ ଆସନ ରେ ବସି କୌଣସି ବି ଧାର୍ମିକ କାର୍ଯ୍ୟ କରିବା ଉଚିତ । ଆସନ ଉପରେ ବସି ଧାର୍ମିକ କାର୍ଯ୍ୟ କରିବା ଦ୍ଵାରା ମଣିଷ ଭିତରେ ଆଧ୍ୟାତ୍ମିକ ଶକ୍ତି ର ପ୍ରବେଶ ହୋଇଥାଏ । ତେଣୁ ପ୍ରେତକ ପୁରୁଷ ଓ ମହିଳା ପୂଜା କରିବା ସମୟରେ କିମ୍ବା କୌଣସି ଧାର୍ମିକ କାର୍ଯ୍ୟ କରିବା ସମୟରେ ଆସନ ଉପରେ ବସିବ ଉଚିତ । କେବେ ବି ଖାଲି ରେ ପୂଜା କରିବା ଉଚିତ ନୁହେଁ ।

ଏହା ଦ୍ଵାରା ଗୃହରେ ଅସାନ୍ତି ସୃଷ୍ଟି ହେବ ସହ ଦାରିଦ୍ରତା ର ସାମ୍ନା କରିବାକୁ ପଡିଥାଏ । ଆସନ ଉପରେ ବସି ପୂଜା ବା ଧାର୍ମିକ କାର୍ଯ୍ୟ କରିଲେ ମନକୁ ଶାନ୍ତି ମିଳିବା ସହ ପୂଜା ର ସୁଫଳ ମିଳିଥାଏ ଏବଂ ପୂଜା ସଂପୂର୍ଣ୍ଣ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *