ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ର ଅନୁଯାୟୀ କିଛି ନୀତିବାଣୀ ବା ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହାର ପାଳନ କରିଲେ ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ୧- ଘରେ ଲାଗିଥିବା ଘଣ୍ଟା ବାରମ୍ବାର ଖରାପ ହେଲେ ଆପଣଙ୍କ ପରିବାର ଉପରେ ଗମ୍ଭୀର ସମସ୍ଯା ଆସିବାର ସୂଚନା ଦେଇଥାଏ । ରୋଷେଇ ଘରେ କାଚ ପାତ୍ର ବାରମ୍ବାର ଭାଙ୍ଗିବାର ଲାଗେ ତେବେ ଆର୍ଥିକ ସଙ୍କଟ ଆସିବାର ସୂଚନା ମିଳିଥାଏ ।
୨- ଘରେ ଯଦି ଶୁଭ କାର୍ଯ୍ୟରେ ବାରମ୍ବାର ବାଧା ଆସିଥାଏ ତେବେ ଆସନ୍ତା ସମୟରେ ବିପଦ ଆସିବାର ସଂକେତ ମିଳିଥାଏ । ଘରର ଛାତ ଉପରେ ବା ଅଗଣାରେ କାଉ ବା ଚିଲ ହାଡ ପଡିଲେ ଅଶୁଭ ହୋଇଥାଏ ।
୩- ଘରର ଛାତରୁ ଅଚାନକ ପ୍ଲାଷ୍ଟର ଖସେ ବା କାନ୍ଥ ଫାଟେ ତେବେ ଅଶୁଭ ହୋଇଥାଏ । ଦିନ କି ରାତିରେ କୁକୁର କାନ୍ଦିବାର ଶୁଣାଯାଏ ତେବେ ଅଶୁଭ ଘଟିଥାଏ ।
୪- ଘରର ଚାବି ପେନ୍ଥାରେ ବାରମ୍ବାର ଜଙ୍କ ଲାଗେ ତେବେ ଜିନିଷ ମିଳିବାର ସୂଚନା ମିଳିଥାଏ । କପଡା ପିନ୍ଧିବା ସମୟରେ ବଟନ ଓଲଟା ଲାଗିଯାଏ ତେବେ ଅଶୁଭ ସଂକେତ ହୋଇଥାଏ ।
୫- ଯଦି ନିଜ ନାକ ନିଜକୁ ଦେଖାଯାଏ ନାହି ଏହା ଗମ୍ଭୀର ରୋଗର ସଂକେତ ଦେଇଥାଏ । ଯଦି ସିଧା ଠିଆ ହେବା ସମୟରେ ଆଣ୍ଠୁ ଦେଖାଯାଏ ନାହି ତେବେ ଶରୀରର ରୋଗ ହୋଇଥାଏ ।
୬- ଘରୁ ବାହାରିବା ସମୟରେ କୁକୁର ଝାଡି ହେବାର ଦେଖନ୍ତି ତେବେ ବହୁତ ଅଶୁଭ ହୋଇଥାଏ । ଘର ଭିତରେ ବିଲେଇ କଲି କରିବାର ଦେଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ହୋଇଥାଏ ।
୭- ସୋଇଥିବା ବେଳେ କୌଣସି ଲୋକର ମୁଣ୍ଡକୁ ବିଲେଇ ଚାଟେ ତେବେ ସରକାରୀ ମାମଲାରେ ଫସିବାର ସୂଚନା ମିଳିଥାଏ । କୌଣସି ଲୋକର ପାଦକୁ ବିଲେଇ ଚାଟେ ତେବେ ରୋଗ ବୈରାଗ ହେବାର ସମ୍ଭାବନା ଥାଏ ।
୮- ଘରେ କଳା ମୂଷା ବହୁତ ବଢିଗଲେ ଆଗାମୀ ଦିନରେ ରୋଗ ଆସିଥାଏ । ଘରେ ନାଲି ପିମ୍ପୁଡି ବଧିଗଲେ ଅର୍ଥ ହାନି ହେବାର ସୂଚନା ଦେଇଥାଏ ।
୯- ପିମ୍ପୁଡି ମନ୍ଦାରେ ଚିନୀ ଓ ଅଟା ଦିଆଯାଏ ତେବେ ଏହା ଶୁଭ ହେବା ସହ ଆର୍ଥିକ ସଙ୍କଟ ଦୂର ହୋଇଥାଏ । କୌଅଂଶୀ ସ୍ଥାନକୁ ଯାତ୍ରା ସମୟରେ ଗାଈ, ବାଛୁରି, ବିବାହିତ ମହିଳା ଦେଖିଏ ଶୁଭ ହୋଇଥାଏ ।
୧୦- ଘରର ଛାତ ଉପରେ ପକ୍ଷୀ ଆଘାତ ଖାଇ ପଡିଯାଏ ବା ମଲା ପକ୍ଷୀ ପଡେ ଅଶୁଭ ହୋଇଥାଏ । ବାରମ୍ବାର କ୍ଷୀର ଢାଳି ହୁଏ ତେବେ ଏହା ଘରେ କଳହ ଓ ଅଶୁଭ ହେବାର ସୂଚନା ଦେଇଥାଏ ।
୧୧- ପୂଜା କରିବା ସମୟରେ ଆପଣଙ୍କ ଆଖିରୁ ଲୁହ ବାହାରିଲେ ଜାଣିବେ ଭଗବାନ ଆପଣଙ୍କ ପ୍ରାର୍ଥନା ଗ୍ରହଣ କରିଛନ୍ତି । ଯଦି ଆକାଶରେ ଉଲକା ଖସୁଥିବାର ଦେଖନ୍ତି ତେବେ ଏହା ସ୍ୱାସ୍ଥ୍ୟ ଖରାପ ହେବାର ଓ ଆର୍ଥିକ ସଙ୍କଟ ଆସିବାର ସୂଚନା ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।