ପୂର୍ଣ୍ଣିମା ଦିନ ଏହି 9ଟି ଜିନିଷରୁ 1 ଆଣି ରଖନ୍ତୁ ପର୍ସରେ, ହେବ ଧନର ବୃଦ୍ଧି ? Astrology Tips

ପ୍ରତେକ ବ୍ୟକ୍ତି ଜୀବନରେ ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରିଥାନ୍ତି । ସେଥିପାଇଁ ଲୋକ ମାନେ ଠିକି ବାଟା ଚୀନ କରି ଟଙ୍କା ରୋଜଗାର କରିଥାନ୍ତି । ଆଉ କିଛି କ୍ଷେତ୍ର ରେ ଲୋକ ମାନେ ଛଳ କପଟ କରି ଟଙ୍କା ରୋଜଗାର କରିଥାନ୍ତି । ଯାହା ପାଇଁ ସେମାନେ ନିଜ ଜୀବନରେ ଟଙ୍କା ସଞ୍ଚଯ କରି ପାରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ ପର୍ସରେ ଟଙ୍କା ସର୍ବଦା ରହିବା ପାଇଁ କିଛି ଉପାୟ ମାନ କହିବାକୁ ଯାଉଛି ।

ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନର ଆଗମନ ହେବାରେ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ରହିଛି । ୧- ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ତାଙ୍କର କୃପା ଲାଭ ହେଲେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରି ପାରିବ ।

ମା ଲକ୍ଷ୍ମୀଙ୍କର ଫୋଟୋ ଆପଣ ନିଜ ପର୍ସରେ ରଖିଲେ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହି । କିନ୍ତୁ ଧ୍ୟାନ ରଖିବେ ଯେ ମା ଲକ୍ଷ୍ମୀଙ୍କର ଫୋଟୋ ଏଭଳି ରଖିବେ କି ଯେପରି ସେ ଧ୍ୟାନ ମୁଦ୍ରାରେ ବସିଥିବେ ।

୨- ଓସ୍ତ ଗଛର ପତ୍ରକୁ ପୂଜା କରାଯାଏ ଯାହାର ମାନ୍ୟତା ଜ୍ଯୋତିଷ ଶାସ୍ତ୍ରରେ ରହିଛି । ଓସ୍ତ ଗଛର ପତ୍ର ସର୍ବଦା ରଖିଲେ ପର୍ସରେ ଧନ ଭାରି ହୋଇ ରହିଥାଏ । ଆପଣ ପୂଜା ଘରେ ଓସ୍ତ ପତ୍ର ପୂଜା କରି ଶୁଭ ସମୟରେ ପରସରେ ରଖିଲେ ଧନର ଆଗମନ ହୋଇଥାଏ । କିନ୍ତୁ ଧ୍ୟାନ ରଖିବେ କି ପତ୍ର ଯେପରି ଫଟା ହୋଇ ନ ଥିବ । ଏମିତି କରିବା ଫଳରେ ଆପଣଙ୍କର ଧନ ଜନିତ ସମସ୍ଯା ରହିବ ନାହି ।

୩- ନାଲି ରଙ୍ଗର କାଗଜ ଏମିତି ଏକ ଉପାୟ ଯାହା ଦ୍ଵାରା ଆପଣଙ୍କର ଧନ ଅଭାବ ରହିବ ନାହି । ଆପଣ ଏକ ନାଲି କାଗଜରେ ନାଲି ସୂତା ବାନ୍ଧି ଆପଣଙ୍କର ମନସ୍କାମନା ଲେଖି ଦିଅନ୍ତୁ । ଏହା ପରେ ଏହି କାଗଜକୁ ଆପଣଙ୍କ ଠାକୁର ଘରେ ରଖି ପୂଜା କରିବା ପରେ ଶୁଭ ସମୟ ଦେଖି ଆପଣଙ୍କର ପର୍ସରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାର ଆପଣଙ୍କର ମନସ୍କାମନା ପୂରଣ ହେବ ।

୪- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚାଉଳକୁ ପର୍ସରେ ରଖିବା ପାଇଁ ବିଶେଷ ମହତ୍ଵ ରହିଛି । ଯଦି ଆପଣ ପର୍ସରେ ଚାଉଳ ରଖିବେ ତେବେ ଆପଣଙ୍କର ଧନ ଜନିତ ସମସ୍ଯା ରହିବ ନାହି । ମା ଲକ୍ଷ୍ମୀଙ୍କ ଠାରେ କିଛି ଚାଉଳ ପୂଜା କରିବା ପରେ ପର୍ସରେ ରଖିଲେ ଅଯଥା ଖର୍ଚ୍ଚରୁ ଆପଣ ମୁକ୍ତି ପାଇ ପାରିବେ ।

୫- ଶାସ୍ତ୍ର ଅନୁସାରେ କାଚର ଗୋଟେ ଖଣ୍ଡ ବା ଛୋଟ ଛୁରୀ ରଖିଲେ ଧନର ବୃଦ୍ଧି ହୋଇଥାଏ । ଏହା ବ୍ଯତୀତ ପର୍ସରେ କଉଡି ରଖି ବିଧି ବିଧାନ ଅନୁସାରେ ପୂଜା କରିଲେ ଧନର ବୃଦ୍ଧି ହୋଇଥାଏ ।

୬- ପର୍ସରେ ମା ଲକ୍ଷ୍ମୀଙ୍କ ମୁଦ୍ରାରେ ବସିଥିବା ମୂର୍ତ୍ତି ରଖିଲେ ଧନର ଅଭାବ ରହିବ ନାହି । କୌଣସି ମନ୍ଦିରରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରି ପର୍ସରେ ରଖିଲେ ଧନର ଅଭାବ ରହିବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *