ପୁରୁଷ ସ୍ତ୍ରୀ ସହିତ ନୁହେଁ ବରଂ ପ୍ରେମିକାଙ୍କ ସହିତ ନିଶ୍ଚିତ କରିଥାନ୍ତି ଏହି କାମ, କଣ ଆପଣ ଜାଣିଛନ୍ତି ଏହା କଣ?

ଗୋଟେ ପୁରୁଷର ଦୃଷ୍ଟି ରେ ସ୍ତ୍ରୀ ଓ ପ୍ରେମିକା ମଧ୍ୟରେ ବହୁତ ଫରକ ରହିଥାଏ । ଯେଉଁ କାମ ସେମାନେ ପ୍ରେମିକାଙ୍କ ସହିତ କରିପାରନ୍ତି ତାହା ସ୍ତ୍ରୀ ଙ୍କ ସହିତ ନୁହେଁ । ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ପୁରୁଷ ମାନଙ୍କୁ ବାହାର ବାଲି ବେଶୀ ଭଲ ଲାଗିଥାଏ ଓ କଣ ସବୁ ଏମିତି କାମ ଅଚଚି ଯାହା ସେ କେବଳ ପ୍ରେମିକା ସହିତ ହିଁ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ

ଗୋଟେ ପୁରୁଷ ନିଜ ପ୍ରେମିକା ସହ  ସିଗାରେଟ ଟାଣି ପାରେ ହେଲେ ସ୍ତ୍ରୀଙ୍କ ସହିତ ନୁହେଁ । ଗୋଟେ ପ୍ରେମିକା ସହିତ ଯେକୌଣସି ପୁରୁଷ ମଦ ନେବା ପସନ୍ଦ କରିଥାନ୍ତି କିନ୍ତୁ ସ୍ତ୍ରୀଙ୍କ ସହିତ ନୁହେଁ ।

ପୁରୁଷ ମାନଙ୍କୁ ପ୍ରେମିକା ଯେତେ ଛୋଟ କପଡ଼ା ପିନ୍ଧିଲେବି ବହୁତ ଭଲ ଲାଗିଥାନ୍ତି, ହେଲେ ସ୍ତ୍ରୀ ଛୋଟ କପଡା ପିନ୍ଧିଲେ ସେମାନେ ପସନ୍ଦ କରନ୍ତି ନାହିଁ । ଯଦି ପ୍ରେମିକା ମିନି ଡ୍ରେସ ପିନ୍ଧି ଥାଏ ବି ପୁରୁଷ ତାର ଅଣ୍ଟାରେ ହାତ ରଖି ପବ୍ଲିକ ପ୍ଲେସ ରେ ବୁଲିଥାଏ, ହେଲେ ସ୍ତ୍ରୀକୁ ଛୋଟ କପଡ଼ାରେ କେବଳ ଘର ଭିତରେ ଦେଖିବାକୁ ହିଁ ପସନ୍ଦ କରିଥାଏ ।

ସେହିଭଳି ଯଦି ପ୍ରେମିକା ଗାଳି କରେ ତାହା ଗୋଟେ ପୁଅକୁ ଭଲ ଲାଗିଥାଏ ହେଲେ ଯଦି ସେଇଠି ସ୍ତ୍ରୀ ଗାଳି କରେ ତାକୁ ସେମାନେ ଇଗୋ ଭାବି ଓଲଟା ଲଢ଼ିବା ଆରମ୍ଭ କରିଥାନ୍ତି । ଏବଂ ଟନକୁ କେବେବି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।

ସେହିଭଳି ଶାରୀରିକ ସମବନ୍ଧକୁ ନେଇ ମଧ୍ୟ ପୁରୁଷ ମାନଙ୍କ ଚିନ୍ତା ଧାରା ଭିନ୍ନ ଅଟେ । ଯେଉଁଠି ପ୍ରେମିକା ମାନଙ୍କୁ ଖୁସି କରିବା ପାଇଁ ସେମାନେ ନୂଆ ନୂଆ ତରିକା ଖୋଜନ୍ତି ସେଇଠି ସ୍ତ୍ରୀ ସହ ସେତେ ଖୁସି ଯତାନ୍ତି ନାହିଁ କିମ୍ବା ସେମାନଙ୍କ ମନ କଥା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।

 

ତେବେ ଏମିତି ବହୁତ କମ ଲୋକ ଥିବେ ଯିଏ ହୃଦୟରୁ ନିଜ ଜୀବନସାଥିଙ୍କୁ ପ୍ରେମ କରୁଥିବେ ଓ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିବେ ଏମିତି କି କୌଣସି ପର ନାରୀକୁ ଆଡ ଆଖିରେ ବି ଚାହୁଁନଥିବେ । କିନ୍ତୁ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ ସ୍ତ୍ରୀ ମାନଙ୍କର ମନ କଥା ବୁଝିବାକୁ କେବେ ଚେଷ୍ଟା କରନ୍ତି ନାହିଁ କେବଳ କର୍ତ୍ତବ୍ୟ ଭାବି ସବୁ କମ କରଣି ଯେଉଁଥିରେ ନା ସ୍ତ୍ରୀ ଖୁସି ଥାଏ ନା ସ୍ଵାମୀ । ଏବଂ ଏହିଭଳି ସମ୍ପର୍କ ଛାଡପତ୍ରରେ ପରିଣତ ହୋଇଯାଏ ।

Leave a Reply

Your email address will not be published. Required fields are marked *