ସର୍ବଦା ଆମେ ଲୋକଙ୍କୁ ସାହାର୍ଯ୍ୟ କରିବା ଉଚିତ୍, କିନ୍ତୁ 3 ଟି ଲୋକ ଅଛନ୍ତି ଏମିତିକି ତାଙ୍କୁ ସାହାର୍ଯ୍ୟ କେବେ ବି କରିବେ ନାହିଁ । ଏମାନେ ଯେତେ ବି ଆବଶ୍ୟକତା ଥାଆନ୍ତୁ ନା କାହିଁ, ହେଲେ ସାହାର୍ଯ୍ୟ ନକରିବା ପାଇଁ ଚାଣକ୍ୟ କହିଛନ୍ତି । ଆସନ୍ତୁ ଜାଣିବା ଏହି 3 ଲୋକଙ୍କ ବିଷୟ ରେ, ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯାହାଙ୍କୁ ସାହାର୍ଯ୍ୟ କରିବା ନିଜର କ୍ଷତି କରିବା ସହିତ ସମାନ ।
ଉଦାସ ଲୋକ-

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ବିନା କିଛି ବଡ଼ କଥା ବା କାରଣରେ ଉଦାସ ରହୁଥିବା ବ୍ୟକ୍ତିଙ୍କ ଠୁ ଯେତେ ଜଲଦି ଦୂରେଇ ରୁହନ୍ତୁ । କାରଣ ଯଦି ଆପଣ ତାଙ୍କୁ ସାହାର୍ଯ୍ୟ ବି କରିବେ ତାହେଲେ ବି ସେମାନେ ଶେଷରେ ଖୁସି ପ୍ରକାଶ କରିବେ ନାହିଁ । ଏମାନଙ୍କ କାମ ହିଁ ଉଦାସ ରହିବା ।
ଏମିତିକା ସ୍ତ୍ରୀଙ୍କୁ ସାହାଯ୍ୟ-

ଚାଣକ୍ୟ ଙ୍କ ଅନୁସାରେ ଯେଉଁ ସ୍ତ୍ରୀମାନେ ନିଜ ଭୁଲ୍ ପାଇଁ ସମସ୍ୟାରେ ଫସିଯାନ୍ତି, ଯାହାଙ୍କ କାମ ହିଁ ଭୁଲ୍ କାମ କରିବା ଓ ପୁଣି ସମସ୍ୟାର ଶିକାର ହେବା,ଏମିତିକା ସ୍ତ୍ରୀ ଙ୍କୁ ସାହାଯ୍ୟ କରିବା ଅନୁଚିତ୍ । ଯେତେ ସମ୍ଭବ ଏଭଳି ସ୍ତ୍ରୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।
ମୁର୍ଖ ବ୍ୟକ୍ତି-
ଚାଣକ୍ୟଙ୍କ ଅନୁସାରେ ମୁର୍ଖ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିକୁ ମଧ୍ୟ ମୁର୍ଖ କୁହାଯାଏ । କାରଣ ଥରେ ମୁର୍ଖ ଙ୍କୁ ସାହାଯ୍ୟ କଲେ, ଆଉ ଥରେ ମଧ୍ୟ କରିବାକୁ ପଡ଼ିବ, ତେଣୁ ଶେଷ ଯାଏ ଏମିତି ସାହାଯ୍ୟ କରିବ । ତାପରେ ବି ତାଙ୍କର ମୂର୍ଖତା ତାଙ୍କୁ ସେଠି ନେଇ ଠିଆ କରିବ ।

ତେବେ ଆପଣ ବି ଜାଣିଥିବେ ଚାଣକ୍ୟଙ୍କ ଏହି ସବୁ ମହତ ବାଣୀ କେବେବି ଖାଲି ଯାଏ ନହିଁ, ତେଣୁ ଯଦି ଆମେ ବି ଚାଣକ୍ୟ ନୀତିକୁ ନିଜ ଜୀବନରେ ସାମିଲ କରି ଏହା ଅନୁସାରେ ଚାଲିବା ତେବେ ଆମେ ଏହିଭଳି ଦୁଷ୍ଟ ଓ ଖଳ ଲୋକଙ୍କ ଠାରୁ ଦୂରେଇ ରହିପାରିବା । ଏମିତି କି କେଁ ପରିସ୍ଥିତିର କେମିତି ସାମ୍ନା କରିବାକାଉ ପଡିବ ସେ ବିଷୟରେ ମଧ୍ୟ ଚାଣକ୍ୟ ନିତିରୁ ଆମେ ଶିକ୍ଷା ପାଇଥାଉ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଗୋଟେ ଲାଇକ କରିବେ ଓ ଶେୟାର କରିବେ । ଆଗକୁ ଏହିଭଳି ଭଲ ଭଲ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଜମା ବି ଭୁଲିବେନି ।