Odia ଅଭିନେତ୍ରୀ ରାଧିକା(Mitali) ନିଜ ଭଉଣୀ ବିଦାଇ ସମୟରେ ଦେଖନ୍ତୁ କେମିତି କାନ୍ଦୁଛନ୍ତି, Video ହେଉଛି ଭାଇରାଲ

ନୂଆ ବହୁ ସିରିୟାଲ ରେ ଦେଖୁଥିବେ ଆପଣ । ସେଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରାଧିକା ଙ୍କୁ ମଧ୍ୟ ଆପଣ ଦେଖି ଥିବେ । ନିଜକୁ ଖୁବ କମ ସମୟରେ ଲୋକପ୍ରିୟ କରାଇ ପାରିଛନ୍ତି ରାଧିକା । ସେ ନୂଆ ସିରିୟାଲ ରୁ ହିଁ ନିଜର ଜୀବନ ର କ୍ଯାରିୟର ଆରମ୍ଭ କରିଥିଲେ ।

ତେବେ ତାଙ୍କୁ ଯଦି ଆମେ ଶୁ-ଟି-ଙ୍ଗ ରୁ ବାହାରକୁ ଆସି ଦେଖିବା ତେବେ ସେ ଖୁବ ସାଧାରଣ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରନ୍ତି ବୋଲି କହିଛନ୍ତି । ସେ କେବେ ଭି ନିଜକୁ ଏକ ଭିନ୍ନ ମଣିଷ ବୋଲି ପ୍ରମାଣିତ କରି ନାହାଁନ୍ତି । ସେ ସବୁ ବେଳେ ଲୋକଙ୍କ କଥା ଆଗ ଚିନ୍ତା କରନ୍ତି ତାଙ୍କୁ ସବୁ ବେଳେ ନ୍ନିଜ ଶୁ-ଟି-ଙ୍ଗ ସେଟ ରେ ଥିବା ଅନ୍ୟ କଳାକାର ମାନଙ୍କ ଚିନ୍ତା ଥାଏ ।

ତାଙ୍କୁ ମଧ୍ୟ ସବୁ ଲୋକମାନେ ଖୁବ ଯତ୍ନ ନିଅନ୍ତି ବୋଲି କୁହା ଯାଇଛି । ରାଧିକା ତାଙ୍କ ବାପା ମା ଙ୍କର ଏକା ଝିଅ ନୁହଁନ୍ତି ସେ ସାନ ଅଟନ୍ତି । ତାଙ୍କର ଏକ ବଡ ଭଉଣୀ ମଧ୍ୟ ଅଛନ୍ତି ଜିଏକି ଏବେ ନିକଟରେ ବିବାହ କରିଛନ୍ତି । ତାଙ୍କ ବିଭାଘର ରେ ରାଧିକା ଖୁବ ଖୁସି ହୋଇ ଆନନ୍ଦରେ ନାଚିଛନ୍ତି ଓ ଖୁସି କୁ ସବୁଙ୍କୁ ସେଯାର ମଧ୍ୟ କରିଛନ୍ତି । ରାଧିକା ଙ୍କ ଭଉଣୀ ବିଭା ଘରରେ ସେ ସବୁ କଳାକାର ମାନଙ୍କୁ ନିମନ୍ତ୍ରଣ କରିଥିଲେ ।

ସବୁ କଳା କାର ମାନେ ମଧ୍ୟ ତାଙ୍କ ନିମନ୍ତ୍ରଣ ସ୍ଵୀକାର କରି ସେଠାରେ ଉପସ୍ଥିତ ହୋଇଥିଲେ । କାରଣ ହେଉଛି କି ସେମାନେ ମଧ୍ୟ ରାଧିକା ଙ୍କୁ ଏକ ପରିବାର ବୋଲି ଭାବୁଛନ୍ତି । ତେବେ ରାଧିକା ସାନ ଭଉଣୀ ହୋଇ ଥିବା ରୁ ଖୁବ ମଜା କରିଛନ୍ତି ବିଭାଘର ରେ ସେ ଖୁବ ଖୁସି ଥିଲେ ତାଙ୍କ ଭଉଣୀ ଭାହାଘର ରେ । ସେ କରିଥିବା ମଜା ମସ୍ତି ଜେଭଳି ଲୋକଙ୍କୁ ଖୁଶି ଦେଇଛି ସେହି ଭଳି ତାଙ୍କ ଲୁହ ମଧ୍ୟ ଲୋକଙ୍କୁ କଷ୍ଟ ଦେଇଛି ।

କହିବାର ମାନେ ହେଉଛି କି ସବବୁ ପ୍ରକାର ରିରି ନିତି ରେ ନାଚ ଗୀତ କରି ମଜା କରିଛନ୍ତି । ସେହି ଭଳି ତାଙ୍କ ଭିଣୋଇ ମଧ୍ୟ ଆସିବା ବେଳେ ସେ ଖୁବ ଖୁଶି ରେ ନାଚି ଛନ୍ତି । ସେ ଖୁବ ଆନନ୍ଦ ଅନୁଭବ କରିଛନ୍ତି ଏହା ପାଇଁ । କେବଳ ସେତିକି ନୁହେଁ ସେ ବିଦାୟ ବେଳେ ମଧ୍ୟ ସେ କାନ୍ଦୁଥିଲେ । ସେ ନିଜ ଭଉଣୀ କୁ ଛାଡି ଖୁବ କଷ୍ଟ ଅନୁଭବ କରି ଛନ୍ତି ।

ଗୋଟେ ପଟେ ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଥିବା ଭଉଣୀ ପାଇଁ ଖୁଶି ଥିବା ବେଳେ ଆର ପଟେ ନିଜ ଠାରୁ ଦୂରେଇ ଯାଉଥିବା ରୁ ସେ ଖୁବ କାନ୍ଦି ଛନ୍ତି । ଏହା ଦର୍ଶକ ମାନଙ୍କୁ ଖୁବ ଆଘାତ ପହଞ୍ଚାଇଛି ବିଶେଷ କରି ରାଧିକା ଙ୍କ ଫ୍ୟାନ୍ସ ମାନଙ୍କୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *