ରାସ୍ତାରେ ପଡିଥିବା ଏହି ଜିନିଷ ଗୁଡିକ ଠାରୁ ସବୁବେଳେ ସାବଧାନ ରୁହନ୍ତୁ , ନହେଲେ ଜୀବନ ସାରା

ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ଦେବାକୁ ଯାଉଛୁ ,ଯାହା ଆପଣଙ୍କ ଜୀବନରେ ବହୁତ କାମରେ ଆସିବ ଏବଂ ଆପଣଙ୍କର ସୁରକ୍ଷା କରିବ । ଏବେ ଏଥିରେ କୌଣସି ସନ୍ଦେହ ନାହିଁ କି ମଣିଷ ଯେବେ ସଡକ ବା ରାସ୍ତା ଚାଲିଥାଏ ,ତାକୁ ରାସ୍ତା ଉପରେ କେତେ ପ୍ରକାରର ଜିନିଷ ପଡିଥିବାର ଦେଖାଯାଏ । ଏଥିରୁ କିଛି ଜିନିଷ ଭଲ ହୋଇଥାଏ ଏବଂ ଆଉ କିଛି ଜିନିଷ ବହୁତ ଖରାପ ହୋଇଥାଏ ।

କିଛି ଥର ଏମିତି ହୋଇଥାଏ କି ମଣିଷକୁ ରାସ୍ତା ଉପରେ ଲେମ୍ବୁ ଏବଂ ଲଙ୍କା ପଡିଥିବାର ଦେଖାଯାଏ ।

କିନ୍ତୁ ଆଜିକାଲି ଲୋକମାନେ ବହୁତ ବୁଦ୍ଧିମାନ ହେଇସାରିଛନ୍ତି । ଏମିତିରେ ବି ସେ କୌଣସି ଜିନିଷ ର ଖାତିରି କରିନଥାଏ ଏବଂ ଏମିତି ଜିନିଷକୁ ବି ନିଜ ପାଦରେ ପଛକୁ ପକାଇ ଆଗକୁ ଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରାସ୍ତା ରେ ପଡିଥିବା ସେହି ଲେମ୍ବୁ ଆପଣଙ୍କ ପାଇଁ କେତେ ଖାତରନାକ ହେଇପାରେ ।

ଏବେ ଏହା ସମସ୍ତଙ୍କୁ ଜଣା ଥିବ କି ଏହି ଜିନିଷକୁ ତନ୍ତ୍ର ମନ୍ତ୍ର କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହାଛଡା ବି ଏମିତି ବହୁତ କିଛି ଜିନିଷ ଅଛି ,ଯାହା ତନ୍ତ୍ର ବିଦ୍ୟା ପାଇଁ ବ୍ୟବହାର କରାଯାଇଥାଏ । ଯେପରି କି ତରଭୁଜ ,ପାଚିଲା କଦଳୀ ଏବଂ ଲଙ୍କା ଆଦି ସାଡୁ ଜିନିଷ ଏଥିରେ ସାମିଲ ଅଛନ୍ତି । ଯଦି ରାସ୍ତାରେ ଲେମ୍ବୁ ଏବଂ ଲଙ୍କା ପଡିଥିବାର ଦେଖିବେ ତାହେଲେ ତାକୁ କେବେବି ଗୋଦା ଲଗାଇବା ଉଚିତ ନୁହେଁ । ଆପଣ ଜାଣିବା ପାଇଁ କହୁଛୁ କି ଏହା କୌଣସି ଅନ୍ଧ ବିଶ୍ବାସ ନୁହେଁ ,ବରଂ ଏମିତି କରିବା ପଛରେ ଏକ ବଡ କାରଣ ଲୁଚିକି ରହିଛି । ତେବେ ଚାଲନ୍ତୁ ଆପଣଙ୍କୁ ସେହି କାରଣ ବିଷୟରେ ବୁଝାଇ କହିବୁ ।

ଏଥିରେ କୌଣସି ସନ୍ଦେହ ନାହିଁ କି ଯେବେବି କାହା ଘରେ ବା ବ୍ୟବସାୟରେ କୌଣସି ବକଟୀର ଖରାପ ନଜର ଥାଏ ,ତେବେ ସେ ଏହି ଖରାପ ନଜର କୁ ଉତାରିବା ପାଇଁ ଲେମ୍ବୁ ଏବଂ ଲଙ୍କା ଟଙ୍ଗାଇ ଥାଏ । ଏଥିରେ ଯାହାବି ଖରାପ ନଜର ଆପଣଙ୍କ ଘରେ ବା ବ୍ୟବସାୟ ଉପରେ ପଡିଥାଏ ,ସେହି ସବୁ ଖରାପ ଶକ୍ତି ଏହି ଲେମ୍ବୁ ଏବଂ ଲଙ୍କା ରେ ପ୍ରବେଶ କରିଯାଇଥାଏ । ଏହା ପରେ ସେହି ଲେମ୍ବୁ ଏବଂ ଲଙ୍କା କୁ କାଢି ରାସ୍ତାରେ ଫୋପଡା ଦିଆଯାଇଥାଏ । ଏହା ଏଥିପାଇଁ କରାଯାଇଥାଏ ଯେମିତି ତା ଉପରେ କୋଣସି ବ୍ଯକ୍ତିର ନିଜ ପାଦ ରଖୁ ।

ଯେତବେଳେ କୌଣସି ବ୍ୟକ୍ତି ତାହା ଉପରେ ଚଢିଯାଏ ତାହେଲେ ସେ ଲେମ୍ବୁ ଭିତରେ ଥିବା ନକରାତ୍ମକ ଶକ୍ତି କମିବାକୁ ଲାଗିଥାଏ । ଏହାଛଡା ଯେଉଁ ବ୍ୟକ୍ତି ସେହି ଲେମ୍ବୁ କୁ ବାହାରେ ଫୋପାଡିଥାଏ ତାର ଘର ଏବଂ ବ୍ୟବସାୟରେ ସକାରାତ୍ମକ ଶକ୍ତି ବାସ କରିଥାଏ । ଯେଉଁ ବ୍ୟକ୍ତି ସେହି ଲେମ୍ବୁ ଏବଂ ଲଙ୍କା ଉପରେ ପାଦ ରଖିଥାଏ ତା ଭିତରକୁ ନକରାତ୍ମକ ଶକ୍ତି ଧୀରେ ଧୀରେ ପ୍ରବେଶ କରିଥାଏ । ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ବି ବହୁତ ବଡ ପ୍ରଭାବ ପକାଇଥାଏ । ଏହା ପାଇଁ ଆପଣଙ୍କୁ ବହୁତ ବଡ ସମସ୍ଯାର ସାମ୍ନା କରିବାକୁ ପଡିପାରେ । ଏଠି ପାଇଁ ଆପଣ ରାସ୍ତାରେ ଲେମ୍ବୁ ଏବଂ ଲଙ୍କା ଦେଖିଲେ ସେଥିରେ ପାଦ ମାରିବେ ନାହିଁ ।

ଆପଣଙ୍କୁ ସାବଧାନ କରାଇବା ଆମର ଦାୟିତ୍ଵ ଥିଲା, କିନ୍ତୁ ଏହାକୁ ମାନିବା ବା ନମାନିବା ଆପଣଙ୍କ ଉପରେ ନିର୍ଭର କରେ ।

Leave a Reply

Your email address will not be published. Required fields are marked *