ରାତିରେ ଟ୍ରେନ ରେ ଏକା ବସିଥିଲେ କନ୍ୟା, ଯେତବେଳେ ବରର ନିଦ ଭାଙ୍ଗିଲା ସେ ସିଟ୍ ର ଦୃଶ୍ୟ ଦେଖି ହେଇଗଲେ ସ୍ତବ୍ଦ

ଏହି ଦୁନିଆରେ ଆସୁଥିବା ଦିନ ଗୁଡିକରେ ଅଜୀବ ପ୍ରକାରର ଘଟଣା ଘଟୁଛି ,କିନ୍ତୁ ଯେଉଁ ଖବର ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ,ତାହା ବିଷୟରେ ଜାଣି ଆପଣ ଚକିତ ହୋଇରହିଯିବେ । ଏହି ଦୁନୂଆରେ ଦୁର୍ଘଟଣାର କମି ନାହିଁ ଏବଂ ଏହା କେବେବି କାହା ସହିତ ହେଇପାରେ । କିଛି ଦୁର୍ଘଟଣା ଏମିତି ହୋଇଥା କି ଯାହା ହେବା ପରେ ଲୋକମାନେ ବୁଝି ପାରନ୍ତି ନାହିଁ କି ଏହା କିପରି ହେଲା । ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁର୍ଘଟଣା ବିଷୟରେ କହିବୁ ।

Image Courtesy: Google

ଏହି ଦୁର୍ଘଟଣା ମଧ୍ୟପ୍ରଦେଶ ର ଖଡବା ଜିଲ୍ଲାର ଅଟେ । ଯେଉଁଠି କି ଏକ ଚଳନ୍ତା ଟ୍ରେନରୁ ନୂଆ ବୋହୁ ନିଖୋଜ ହେଇଗଲେ । ଆପଣ ଭାବୁ ଥିବେ କି ଏକ ଚଳନ୍ତା ଟ୍ରେନରୁ ନୂଆ ବୋହୁ କେମିତି ନିଖୋଜ ହେଇପାରିବ । ଏହି ଖବର ସୋସିଆଲ ମିଡିଆରେ ବି ଭାଇରାଲ ହେଇସାରିଛି ।

ଛତ୍ରପତି ଶର୍ମା ନିଜ ବିବାହ ପରେ ନୂଆବୋହୂ ଏବଂ ବରଯାତ୍ରୀ ଙ୍କୁ ନେଇ ଟ୍ରେନରେ ଘରକୁ ଫେରୁଥିଲେ । ବିବାହରେ ଥକି ଯାଇଥିବା କାରଣରୁ ବରଯାତ୍ରୀ ମାନେ ସେହି ଟ୍ରେନରେ ଶୋଇପଡିଲେ । ସକାଳୁ ଯେତବେଳେ ସେମାନଙ୍କର ଆଖି ଖୋଲିଲା ସେମାନେ ଦେଖିଲେ କି ନୂଆବୋହୁ ତାଙ୍କ ସିଟରୁ ନିଖୋଜ ହୋଇଯାଇଛନ୍ତି ।

Image Courtesy: Google

ଏହା ଦେଖି ସବୁ ଲୋକ ବହୁତ ବ୍ୟସ୍ତ ହୋଇପଡିଲେ । ଖବରରୁ ଜଣାପଡିଛି ଜଣେ ବ୍ୟକ୍ତି ନୂଆବୋହୂ କୁ ଇଟାରସି ଷ୍ଟେସନରେ ଓଲ୍ଲାହୀ ଥିବାର ଦେଖିଥିଲେ । ବ୍ୟଙ୍କିଙ୍କର ବୟାନ ସୂନୀ ପୁଲିସ ଇଟାରସି ଷ୍ଟେସନର ସିସିଟିଭି ଫୁଟେଜ ବି ଚେକ କାଲେ ,କିନ୍ତୁ ସେଥିରୁ ତାଙ୍କୁ ନୂଆବୋହୂ ର ନିଖୋଜ ବିଷୟରେ କିଛି ପ୍ରମାଣ ମିଳିଲା ନାହିଁ । ଯାହା ଫଳରେ ସମସ୍ତେ ବ୍ୟସ୍ତ ହୋଇପଡିଲେ ।

Image Courtesy: Google

ପୁଲିସ ନୂଆବୋହୂକୁ ଖୋଜିବା ପାଇଁ ପୁରା ଚେଷ୍ଟା କରୁଛନ୍ତି ,କିନ୍ତୁ ପୁଲିସ କୁ ଏପରଜ୍ଯନ୍ତ କିଛି ସୁରାଗ ମିଳି ନାହିଁ । ଏହାଛଡା ଯେତବେଳେ ପୁଅ ଘର ପରିବାରର ଲୋକ ଝିଅର ବାପା ମାଆ ଙ୍କୁ ଫୋନ କଲେ ,ତାଙ୍କୁ ବି ନୂଆବୋହୂ ବିଷୟରେ କିଛି ଜଣା ନଥିଲା । ଏବେ ପୁଅ ଘର ଲୋକ ବୁଝିପାରୁନାହାନ୍ତି କି ସେ ନୂଆବୋହୁକୁ କୌଠି ଖୋଜିବେ । ଆମେ ପ୍ରାଥର୍ନା କରୁଛୁ କି ,ଭଗବାନ ଏହି ନୂଆବୋହୁ ର ରକ୍ଷା କରନ୍ତୁ ।  ଆପଣ ମାନେ ମଧ୍ୟ ସେହି ନୂଆ ବୋହୁ ପାଇଁ ପାର୍ଥନା କରନ୍ତୁ ।

Leave a Reply

Your email address will not be published. Required fields are marked *