ରବିବାରରେ ତୁଳସୀ ମୂଳରେ କାହିଁକି ଦେବେନି ଜଳ ଓ କାହିଁକି ତୋଳିବେନି ତୁଳସୀ ପତ୍ର? ଜାଣନ୍ତୁ

ତୁଳସୀ ସନାତନ ଧର୍ମରେ ପୂଜନୀୟ ଗଛ ଅଟେ, ଏହି ଗଛ ପୁରା ସଂସାରରେ ବହୁତ ଲାଭକାରୀ ଅଟେ । ତୁଳସୀ ଗଛ ବହୁତ ପବିତ୍ର ଅଟେ ଓ ଭଗବାନ ଶ୍ରୀ କୃଷ୍ଣଙ୍କୁ ତୁଳସୀ ଅର୍ପଣ କଲେ ଭଗବାନ ବହୁତ ପରିଶ୍ରମ ହୋଇଥାନ୍ତି ।

ତୁଳସୀ ଗଛରେ ଜଳ ଦବା ବହୁତ ଶୁଭକାରୀ ହୋଇଥାଏ କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ରବିବାର ଦିନ ତୁଳସୀ ମୂଳରେ କାହିଁକି ଦେବେଣାହିଁ ଜଳ କାହିଁକି ତୁଳସୀ ଗଛ ତୋଳିବେ ନାହିଁ ପତ୍ର । ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ସଠିକ ଉପାୟ ।

Image Courtesy: Google

ଶାସ୍ତ୍ର ଅନୁଯାଇ ଯଦି କୌଣସି ଆବଶ୍ୟକତା ପାଇଁ ମଣିଷ କୌଣସି ଗଛ ଅଙ୍ଗ ବା ଗଛ ତୋଳିଥାଏ ତେବେ ଏହା ପାଇଁ ବହୁତ ନିୟମ ଲେଖା ହୋଇଛି ଓ କେଉଁ ବାର କେଉଁ ସ୍ଥିତିରେ ମଣିଷ ଗଛ କୌଣସି ଅଙ୍ଗ ତୋଳିପାରିବ ଏହାର ମଧ୍ୟ ଉଲ୍ଲେଖ କରା ଯାଇଛି । ଶାସ୍ତ୍ରରେ ରବିବାରକୁ ବିଷ୍ଣୁ ଭଗବାନଙ୍କ ସର୍ବତମ ଦିନ କୁହା ଯାଇଛି ତେବେ ଏହି ଦିନ ତୁଳସୀ ଅଙ୍ଗ ତୋଳିବା ଉଚିତ ନୁହ କାହିଁକିନା ତୁଳସୀକୁ ବିଷ୍ଣୁ ପ୍ରିୟା କୁହା ଯାଇଥାଏ । ତୁଳସୀ ବିବାହ ବିଷୟରେ ସମସ୍ତେ ଜାଣିଥିବେ ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଏକାଦଶି ଦିନ ତୁଳସୀଙ୍କ ବିବାହ ଭଗବାନ ବିଷ୍ଣୁ ସହ ହୋଇଥିଲା ।

Image Courtesy: Google

ତେବେ ଏକାଦଶୀ ଦିନ ତୁଳସୀ ଗଚରୁ ପତ୍ର ବା ଡାଳ ଛିଣ୍ଡେଇବା ଉଚିତ ନୁହ । ଆପଣ ମାନେ ପ୍ରାୟତଃ ଲୋକେ ବିଷ୍ଣୁ ପୁରାଣ ବିଷୟରେ ପଢିଥିବେ ଯେ ସଙ୍କ୍ରାନ୍ତି, ଦ୍ଵାଦଶୀ, ସୂର୍ଯ୍ୟଗ୍ରହଣ ବା ଚନ୍ଦ୍ର ଗ୍ରହଣରେ ତୁଳସୀ ଗଚରୁ ପତ୍ର କେବେ ବି ତୋଳିବେ ନାହିଁ ନଚେତ ଏହାର କୁ ପ୍ରଭାବ ଆପଣଙ୍କ ସହ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିଥାଏ । ତୁଳସୀ ଗଛ ସବୁ ଧାର୍ମିକ କାର୍ଯ୍ୟରେ ଆବଶ୍ଯକ ହୋଇଥାଏ କିନ୍ତୁ ଏହାକୁ ତୋଳିବାର ଆବଶ୍ୟକ୍ତା ପଡିଲେ ମଧ୍ୟ ଦିନ ବାର ଓ ତିଥି ଦେଖି ତୋଳିବା ଉଚିତ କାହିଁକିନା ଏହା ନଦେଖିଲେ ଏହାର କୁପରିଣାମ ଆମକୁ ଦେଖିବାକୁ ପଡିଥାଏ ଓ ଅଜଣାରେ ଆମେ ପାପ କରିଥାଉ ।

Image Courtesy: Google

କୌଣସି ବିନା କାରଣରେ ତୁଳସୀ ପତ୍ର ବା ଡାଳ ଚିନଦେଇବା ଉଚିତ ନୁହ, ତେବେ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ବିନା କାରଣରେ ତୁଳସୀ ଗଛରୁ ପତ୍ର ଛିଣ୍ଡେଇବା ଉଚିତ ନୁହ । ତେବେ ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ତୁଳସୀ ପତ୍ର ୧୧ ପର୍ଯ୍ୟନ୍ତ ମଧ୍ୟ ରଖି ବ୍ୟବହାର କଲେ ବାସି ହୋଇନଥାଏ ଆପଣ ଏହାକୁ କେବେ ବି ବ୍ୟବହାର କରି ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *