ରବିବାର ଦିନ ଭୁଲରେ ମଧ୍ୟ ଖାଆନ୍ତୁ ନହିଁ ଏହି 1 ଜିନିଷ, ନଚେତ ମାଡି ଆସିବ ଦାରିଦ୍ର୍ୟତା

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ସମର୍ପିତ ଅଟେ । ରବିବାରକୁ ସୂର୍ଯ୍ୟ ଦେବଙ୍କ ପୂଜା କରାଯାଇଥାଏ । ଏମିତି କୁହାଯାଇଏ ସୂର୍ଯ୍ୟ ଦେବଙ୍କ ପୂଜା କରିବା ଦ୍ଵାରା ବ୍ୟକ୍ତିଙ୍କ ତେଜ ବଢି ଥାଏ ଆଉ ତାର ଭାଗ୍ୟ ବଳ ଶାଳି ବନିଥାଏ । ରବିବାର ଦିନ ସୂର୍ଯ୍ୟ ଦେବଙ୍କ ପୂଜା କରିବା ସମୟରେ କିଛି ଜିନିଷର ଧ୍ୟାନ ରଖିବା ଉଚିତ । କାରଣ ଏହି ଦିନ ସୂର୍ଯ୍ୟ ଗ୍ରହ ସବୁଠୁ ଅଧିକ ଊର୍ଜା ଦେଇଥାନ୍ତି ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି ଜାତକ କୁଣ୍ଡଳୀରେ ସୂର୍ଯ୍ୟର ସ୍ଥିତି ଠିକ ନହିଁ ସେହି ବ୍ୟକ୍ତିକୁ ସମଯରେ ମାନ ସନମାନ ପ୍ରାପ୍ତ କରିବାରେ କଠିନ ଆସିଥାଏ । ତାର ଜୀବନ ଆଳସ୍ୟରେ ଭରିଯାଇଥାଏ । ଆଉ ତାକୁ ତାର କାର୍ଯ୍ୟ କରିବାରେ ମନ ଲାଗିନଥାଏ । ବ୍ୟକ୍ତି ବହୁତ କ୍ରୋଧୀ ହୋଇଥାନ୍ତି ଆଉ ଧୀରେ ଧୀରେ ପତନ ଆଡକୁ ଯାଇଥାଏ । ଏହିଭଳି ବ୍ୟକ୍ତିଙ୍କ ଘରେ ସବୁବେଳେ କ୍ଳେଶର ବାତାବରଣ ଦେଖା ଯାଇଥାଏ ।

ସେଥି ପାଇଁ ସେହି ବ୍ୟକ୍ତିକୁ ଏହି ସବୁ କଷ୍ଟରୁ ମୁକ୍ତି ପାଇବା ପାଇଁ ରବିବାର ଦିନ ସୂର୍ଯ୍ୟ ଦେବଙ୍କ ଉପାସନା କରିବା ଉଚିତ । ବହୁତ ଲୋକ ରବିବାର ଦିନ ଛୁଟି ଭାବିକି ଆରାମ କରିଥାନ୍ତି । ଧ୍ୟାନ ରଖିବା ଉଚିତ ଏହା ସୂର୍ଯ୍ୟ ଦେବଙ୍କ ବାର ଅଟେ ଏହି ଦିନ ଆଳସ୍ୟ କରିବା ଉଚିତ ନୁହେଁ । ଆମର ଶାସ୍ତ୍ରରେ ରବିବାର ଦିନ କିଛି କାର୍ଯ୍ୟକୁ କରିବାକୁ ମନା କରାଯାଇଛି । ଏହା ସହିତ ରବିବାର ଦିନ କିଛି ଜିନିଷ ଖାଇବା ପାଇଁ ମଧ୍ୟ ବର୍ଜିତ ରହିଛି ।


ଯଦି ଆପଣ ଭୁଲରେବି ରବିବାର ଦିନ ଏହି ଜିନିଷର ସେବନ କରୁଛନ୍ତି ତେବେ ଆପଣଙ୍କୁ ନିଜ ଜୀବନରେ ବହୁତ ସାରା ଅସୁବିଧା ଭୋଗିବାକୁ ପଡିଥାଏ । ଶେଠୀ ପାଇଁ ଆପଣ ଭୁଲରେ ମଧ୍ୟ ସେହି ଜିନିଷର ସେବନ କରନ୍ତୁ ନହିଁ । ତେବେ ଆସନ୍ତୁ ଜାଣିବା ରବିବାର ଦିନ ଆମକୁ କଣ କରିବା ଦରକାର ଆଉ କଣ କରିବା ଉଚିତ ନୁହେଁ । ରବିବାର ଦିନ ଓସ୍ତ ଗଛକୁ ଭୁଲରେ ମଧ୍ୟ ଜଳ ଚଢାନ୍ତୁ ନାହିଁ । ଏମିତି କୁହାଯାଏକି ଏହି ଦିନ ଓସ୍ତ ଗଛରେ ଜଳ ଚଢାଇବା ଦ୍ଵାରା ଅନିଷ୍ଟ ହୋଇଥାଏ । ଯଦି ଆପଣ ଚାହିଁବେ ଓସ୍ତ ଗଛ ପାଖରେ ଦୀପ ଜଳାଇ ପାରିବେ ।


ରବିବାର ଦିନ ଆଳସ୍ୟ କରି ଡେରିରେ ଉଠିବା ଠିକ ହୋଇନଥାଏ । ରବିବାର ଜଲ୍ଦି ଉଠିକି ନିତ୍ୟ କର୍ମ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ନିହାତି ଦେବା ଉଚିତ । ଏହା ଦ୍ଵାରା ଆପଣଙ୍କ ଉପରେ ସୂର୍ଯ୍ୟ ଦେବଙ୍କ କୃପା ରହିଥାଏ । ଆଉ ମନେ ରଖନ୍ତୁ ତମ୍ବା ପାତ୍ରରେ ହିଁ ଜଳ ଚଢାଇବା ଉଚିତ । ଖାଇ ଜଳ ଚଢାନ୍ତୁ ନହିଁ ସେଥିରେ କୁମ କୁମ ଆଉ ଚାଉଳ ପକାଇ ଜଳ ଅର୍ପଣ କରନ୍ତୁ । ଆଉ ପୁରା ମନରେ ସୂର୍ଯ୍ୟ ଦେବଙ୍କ ଉପାସନା କରନ୍ତୁ ।

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟ କମଜୋର ଅଛନ୍ତି ତେବେ ସେହି ବ୍ଯକ୍ତିକୁ ରବିବାର ଦିନ କେସ କାଟିବା ଉଚିତ ହୋଇନଥାଏ । ଆଉ କେଶରେ ତେଲ ମଧ୍ୟ ଲଗାଇବା ଉଚିତ ନୁହେଁ । ଏହିଦିନ ସୂର୍ଯ୍ୟ ଦେବଙ୍କୁ ତିଳର ତେଲ ଅର୍ପଣ କରନ୍ତୁ । ରବିବାର କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଗାଇକି ରୁଟି ଅବଶ୍ୟ ଖୁଆନ୍ତୁ । ଆଉ ରବିବାର ଦିନ ଗାଈକୁ ଅବଶ୍ୟ ଖୁଆନ୍ତୁ । ରବିବାର ଦିନ ମାଛ ମାନଙ୍କୁ ଅଟାର ଗୋଲି ବନାଇକି ନିଶ୍ଚିତ ଭାବରେ ଖୁଆନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ ଅସୁବିଧା ନିଶ୍ଚିତ ରୂପରେ ଦୂର ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *