ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କ ପୂଜା କରି ତାଙ୍କ ଆଶୀର୍ବାଦ ନବା ଶୁଭ ବୋଲି ମାନ୍ୟତା ଅଟେ କିନ୍ତୁ ରବିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ଓ ଉପାୟ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତ କରେଇଥାଏ । ମାନ୍ୟତା ଅନୁଯାଇ ଯଦି ସୂର୍ଯ୍ୟ ଦେବଙ୍କ କିଛି ଉପାୟ କରା ଯାଏ ତେବେ ଏହା ଦ୍ଵାରା ଲାଭ ପ୍ରାପ୍ତ ହୋଇଥାଏ, ସୂର୍ଯ୍ୟ ଦେବ ଚାକିରିରେ ଉଚ୍ଚ ପଦ ଓ ପ୍ରତିଷ୍ଠା ପ୍ରାପ୍ତ କରିବା ପାଇଁ ଆଶୀର୍ବାଦ ଦେଇଥାନ୍ତି ।
ଆଜି ଆମେ ଆପଣଙ୍କୁ ରବିବାର ଦିନ କରା ଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ ।
– ରବିବାର ରାତିକୁ ଶୋଇବା ସମୟରେ ଗୋଟେ ଗ୍ଳାସ କ୍ଷୀର ନିଜ ତକିଆ ପାଖରେ ରଖିକି ସୁଅନ୍ତୁ ଏହା ପରେ ସୋମବାର ସୂର୍ଯ୍ୟଉଦୟ ଆଗରୁ ଉଠି ସ୍ନାନ ଆଦି ସମାପ୍ତ କରନ୍ତୁ ଓ କ୍ଷୀର ବବୁଲ ଗଛ ମୂଳରେ ଅର୍ପଣ କରନ୍ତୁ, ୭ଟି ବା ୧୧ଟି ରବିବାର ଏହି ଉପାୟ କରନ୍ତୁ ଧନ ଧାନ୍ୟ ରେ ବୃଦ୍ଧି ହବ ରବିବାର ଦିନ ତମ୍ବା ବାସନ ବା ଘିଅ ଦାନ କରିବା ଉଚିତ ।
– ରବିବାର ଦିନ ଆଦିତ୍ୟ ହୃଦୟ ସ୍ରୋତ ପାଠ କରିବା ଭଲ ଅଟେ, ଏହା ସହ ନେଟରୋପନିଷ୍ଦ ପାଠ କଲେ ଆଖି ଭଲ ରହିଥାଏ ।
– ତାମ୍ବା ବାସନ ରେ ଜଳ ନେଇ ଟିକେ ଫୁଲ ପକେଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦବା ଉଚିତ ଅଟେ, ଏହି ଉପାୟ ସ୍ୱାସ୍ଥ୍ୟ ଓ ଚାକିରି ବ୍ୟବସାଇକ ଠିକ ରଖିବା ପାଇଁ ସାହାଜୟକ ଅଟେ ।
– କୌଣସି ସୂର୍ଯ୍ୟ ମନ୍ତ୍ର ୨୧ ଥର ଜାପ କରନ୍ତୁ ।
– ରବିବାର ଦିନ ନାଲି ବସ୍ତୁ ଅଧିକ ଠାରୁ ଅଧିକ ଦାନ କରନ୍ତୁ ।
– ଏହା ଛଡା ମାଣିକ, ଗୁଡ, ପଦ୍ମ ଫୁଲ, ନାଲି ବସ୍ତ୍ର, ନାଲି ଚନ୍ଦନ, ଇତ୍ୟାଦି ଜିନିଷ ଦାନ କରିବା ଉଚିତ ଅଟେ ।
– ମନ୍ତ୍ର “ॐ ଘୃଣି ସୂର୍ଯାଯ ନମ:” ଜାପ କରନ୍ତୁ, ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର ଜାପ ଦ୍ଵାରା ସମସ୍ତ ଅସୁବିଧା ଦୂର ହୋଇଯିବ ।
ତେବେ ଆପଣ ବି ଯଦି ନିଜ ଜୀବନରେ ମାନ, ସମ୍ମାନ, ପ୍ରତିଷ୍ଠା, ଧନ ଆଦି ଚାହାନ୍ତି ତାହେଲେ ନିଶ୍ଚୟ ଏହି ଉପାୟ ଗୁଡିକ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଏହି ସବୁର କେବେବି ଅଭାବ ଦେଖା ଦେବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।