ରଜ Queenର ଜଜ ମାନଙ୍କ ମୁହଁ ଚୁପ ହୋଇ ଗଲା, ଏହି ଝିଅର ଏମିତି ଉତ୍ତର ଶୁଣି- ଥରେ ଦେଖନ୍ତୁ Video

ରଜ ହେଉଛି ଏକ ପର୍ବ ଓଡିଶାରେ ଏହି ଦିନ ଝିଅ ମାନେ ସକାଳୁ ଉଠି ଗାଧୋଇ ସାରି ସଜବାଜ ହୋଇ ନୂଆ ପୋଷାକ ପିନ୍ଧି । ରଜ ମଉଜ କରି ଥାନ୍ତି । ଏହି ପର୍ବ ରେ ଝିଅ ମାନେ ଏକାଠି ହୋଇ ମେଳ କରି ନିଜ ସାଙ୍ଗ ସାଥି ମାନଙ୍କ ସହ ମିଶି ରଜକୁ ପାଳନ କରି ଥାନ୍ତି । ଏହି ଦିନ ଭଗବାନ ବିଷ୍ଣୁ ଙ୍କ ଘରଣୀ ମା ଲକ୍ଷ୍ମୀ ନିଜ ମାସିକ ଧର୍ମ ପାଳନ କରି ଥାନ୍ତି ।

ଶେଥି ପାଇଁ ତାଙ୍କୁ ଏହି ଦିନ ସମର୍ପିତ ହୋଇ ଥାଏ । ଏହୀ ଦିନ ପରାରି ଘରେ ଥିବା କୁଆଁରୀ ଝିଅ ମାନେ ଓ ମହିଳା ମାନେ ପୂଜା କରି ନଥାନ୍ତି । ସେମାନେ ନିଜ ର ବର୍ଷ ସାରା ର ଖୁସି କୁ ଏହି ୪ ଦିନ ଭିତରେ ଉପଭୋଗ କାରୀଥାନ୍ତି । ଏହି ପର୍ବ କୁ ଆମେ ଚାରି ଦିନ ଧରି ପାଳନ କରି ଥାଉ । ଏହି ଦିନ ପୁଅ ମାନେ ମଧ୍ୟ ବିଭିନ୍ନ ପ୍ରକାର ଖେଳ ଖେଳି ଥାନ୍ତି । ଏହି ଦିନ କିଛି ଭଲ ଭଲ ଖାଇବା ଦିଆ ଯାଇ ଥାଏ ମହିଳା ମାନଙ୍କୁ ।

ଏହି ଦିନ ଖାଲି ପାଦରେ ଚାଲିବା ମନା ହୋଇ ଥାଏ ଝିଅ ମାନଙ୍କୁ । ଏହି ଦିନ ପିଠା ପଣା ଓ ଫଳ ମୂଳ ମଧ୍ୟ ଆଦି ଖାଇବା ପାଇଁ ନିୟମ ଅଛି । ଯେହେତୁ ଏଇ ଦିନ ଆମେ ମା ଲକ୍ଷ୍ମୀ ଙ୍କୁ ସମର୍ପିତ କରି ଥାଉ ସେଥି ପାଇଁ ଏହି ଦିନ ମାନଙ୍କରେ ଭାତ ନ ଖାଇ ଏହୀ ଚାରି ଦିନ ସେମାନେ ପଠା ପଣା କରି ଖାଇ ଥାନ୍ତି । ଏହା ଓଡିଶାରେ ଏତେ ଭଲ ଭାବରେ ପାଳନ କରା ଯାଏ କି । ଏହି ପର୍ବ ପାଇଁ ଏକ ରିୟାଲିଟି ଷୋ ଆରମ୍ଭ କରା ଯାଇଛି ।

ଏହାର ନାମ ହେଉଛି ରଜ କୁଇନ । ଏହି ସୋ ରେ ସାରା ଓଡିଶାର ଝିଅ ମାନେ ଯାଇକି ନିଜ ପ୍ରତିଭା ଦେଖାଇ ଥାନ୍ତି । ଖୁବ ସୁନ୍ଦର ଭାବେ ସଜ ବାଜ ହୋଇ ଏହି ସୋ କୁ ଯାଇ ଜଜ କହୁଥିବା କାମ କୁ କରି ଥାନ୍ତି । ଏଥିରେ ଜଜ ଆଗରୁ ବଛା ହୋଇ ରହି ଥାନ୍ତି ।

ସେମାନେ ଭାଗ ନେଇ ଥିବା ଝିଅ ମାନଙ୍କ ଆଗରେ କିଛି ପ୍ରଶ୍ନ ପଚାରି ଥାନ୍ତି । ସେମାନେ କିଛି ଭଲ ପ୍ରତିଭା କଣ ରଖିଛନ୍ତି ଶେଥି ପାଇଁ ସେମାନେ ଏହି ମଞ୍ଚକୁ ଆସି ଛନ୍ତି ବୋଲି ପଚାରି ଥାନ୍ତି । ଏହି ମନଚରେ ଥିବା ପ୍ରତେକ ଝିଅ ମାନଙ୍କୁ ପ୍ରଥମେ ବଛା ହୋଇ ନିଆ ଯାଏ ।

ଏହା ପରେ ଯେଉଁ ମାନେ ନିଜକୁ ଏହା ମଧ୍ୟରେ ସିଲେକ୍ସନ କରି ନିଅନ୍ତି । ସେମାନଙ୍କ ପାଇଁ କିଛି କାମ ରହି ଥାଏ । କିଛି ଅଳ୍ପ ସମୟ ମଧ୍ୟରେ ସେମାନଙ୍କୁ ଖାଇବା ବନେଇବା କିମ୍ବା ବଡି ପାରିବା ଭଳି କିଛି କାମ ଦେଇ ଥାନ୍ତି । ଏହା ପରେ ଜଜ ମାନେ ସେମାନଙ୍କ ଭିତରୁ ରଜ କୁଇନ ବାଛି ଥାନ୍ତି ।

ମାତ୍ର ଏହି ବର୍ଷ ଆସିଥିବା ଏକ ଝିଅକୁ ସେମାନେ ପଚାରି ଥିଲେ କି ସେ କେଉଁ ଜାଗରୁ ଆସିଛନ୍ତି । ସେ କହିଥିଲେ କି ସେ ବାଙ୍ଗାଲୋର ରେ ଚାକିରି କରିଛନ୍ତି IIT ରେ ଏକ କମ୍ପାନୀରେ । ଏହା ପରେ ଯଜ ମାନେ ତାଙ୍କୁ ଅଧିକ କିଛି ପ୍ରଶ୍ନ ପାହାରି ନଥିଲେ ଓ ତାଙ୍କୁ ବାଛି ନେଇ ଥିଲେ । ଏଭଳି ପାଠ ପାଢୀ ଥିବା ଏକ ଝିଅ ଙ୍କୁ ଦେଖିକି ସେମାନେ ଭୟ କରି ଯାଇଥିଲେ ।

Leave a Reply

Your email address will not be published. Required fields are marked *