ଓଡିଆ ଇଣ୍ଡଷ୍ଟ୍ରି ରେ ନୂଆ ନୂଆ ବିବାହ କରିଥିବା ଓଲିଉଡ ଅଭିନେତ୍ରୀ ମାନଙ୍କର ସ୍ଵାମୀ ମାନେ କଣ କରନ୍ତି ? Diptirekhaଙ୍କ ସ୍ଵାମୀ ତ ଜେନ ବିଶିଷ୍ଟ….

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଧାରାବାହିକ ତଥା ଚଳଚିତ୍ର ମାନ ଦେଖିବାକୁ ଭଲ ପାଆନ୍ତି । ସେମାନଙ୍କ ଅଭିନୟ ଦ୍ଵାରା ଆପଣ ମାନେ ବେସ ପ୍ରଭାବିତ ହୋଇଥାନ୍ତି । ଦର୍ଶକ ମାନଙ୍କ ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରି ମଧ୍ୟ ଭିନ୍ନ ଭିନ୍ନ ହୋଇଥାନ୍ତି । ବନ୍ଧୁଗଣ କେତେକ ଅଭିନେତ୍ରୀ ବର୍ତ୍ତମାନ ନୂତନ କରି ବିବାହ କରିଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ

ଧାରାବାହିକ ର ଅଭିନେତ୍ରୀ ଙ୍କ ସ୍ଵାମୀଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ବନ୍ଧୁଗଣ ନୂତନ କରି ବିବାହ କରିଥିବା ଓଡିଆ ଅଭିନେତ୍ରୀ ମାନଙ୍କ ସ୍ଵାମୀ ମାନେ କଣ କରନ୍ତି ? ସେମାନେ କୌଣସି ଚାକିରି କରିଛନ୍ତି କି କୌଣସି ପ୍ରକାରର ବ୍ୟବସାୟ କରୁଛନ୍ତି ? ଆସନ୍ତୁ ଜାଣିବା ତାଙ୍କ ସମ୍ବନ୍ଧରେ କିଛି ବିଶେଷ କଥା ।

୧- “ଜାଙ୍କଲିନ”- ବନ୍ଧୁଗଣ ମଇ ମାସର ୨୧ ତାରିଖ ରେ ବିବାହ କରିଛନ୍ତି “ଜାଙ୍କଲିନ” । ବନ୍ଧୁଗଣ ତାଙ୍କ ସ୍ଵାମୀ ଙ୍କ ନାମ “ଅରବିନ୍ଦ” ଅଟେ । ଅରବିନ୍ଦ ମଧ୍ୟ ଜଣେ ଅଭିନେତା ଥିଲେ, ମାତ୍ର ସେ ବର୍ତ୍ତମାନ ଅଭିନୟ ଜଗତରୁ ଦୂରେଇ ନିଜର ଏକ ବ୍ୟବସାୟ ଆରମ୍ଭ କରିଛନ୍ତି ।

୨- “ଦୀପ୍ତିରେଖା”- ବନ୍ଧୁଗଣ “ଦୀପ୍ତିରେଖା” ଙ୍କୁ ଆପଣ ସମସ୍ତେ ଜାଣିଥିବେ । ସେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ଅଟନ୍ତି । ଗତ କିଛିଦିନ ତଳେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ତାଙ୍କ ସ୍ଵାମୀ ଭୁବନେଶ୍ଵରର ଜଣେ ବିଖ୍ୟାତ ଶିଳ୍ପପତୀ ଅଟନ୍ତି ।

୩- “ଅର୍ଚ୍ଚିତା”- ବନ୍ଧୁଗଣ ଆପଣ ମାନେ “ଅର୍ଚ୍ଚିତା” ଏବଂ ତାଙ୍କ ସ୍ଵାମୀ “ସବ୍ୟସାଚୀ” ଙ୍କ ସହିତ ବେସ ଭଲ ଭାବେ ପରିଚିତ । ଏହି ଦୁହିଜଣ କଳାକାର ପରସ୍ପରକୁ ଭଲ ପାଇଆସୁଥିଲେ । ଚଳିତ ବର୍ଷ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ “ସବ୍ୟସାଚୀ” ଜଣେ ଅଭିନେତା ସହିତ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ରେ ବର୍ତ୍ତମାନ ତାଙ୍କ ପତ୍ନୀ ଅର୍ଚ୍ଚିତ ମଧ୍ୟ ଯୋଗଦାନ୍ନ କରୁଛନ୍ତି ।

୪- “ଶୁଭସ୍ମିତା”- ବନ୍ଧୁଗଣ ଆପଣ ମାନେ ସମସ୍ତେ ଶୁଭସ୍ମିତା ଙ୍କୁ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିଥିବାର ଦେଖିଛନ୍ତି । ସେ ଜଣେ ଶିଳ୍ପପତୀ ଙ୍କୁ ବିବାହ କରିଛନ୍ତି ।

୫- “ପ୍ରିୟଙ୍କା”- ବନ୍ଧୁଗଣ ଆପଣ ମାନେ ପ୍ରିୟଙ୍କା ଙ୍କୁ ଅନେକ ଧାରାବାହିକ ମାନଙ୍କରେ ଅଭିନୟ କରିଥିବା ର ଦେଖିଥିବେ । ଗତ କିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରିୟଙ୍କା । ବନ୍ଧୁଗଣ ତାଙ୍କ ସ୍ଵାମୀ ଜଣେ ଶିଳ୍ପପତି ଅଟନ୍ତି ।

୬- “ମାହୀ”- ବନ୍ଧୁଗଣ ଆପଣ ମାନେ ସମସ୍ତେ ମାହୀ ଏବଂ ଚନ୍ଦନ ର ଯୋଡି କୁ ପରଦାରେ ଦେଖିଥିବେ । ବନ୍ଧୁଗଣ ଗତକିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମାହୀ ଏବଂ ଚନ୍ଦନ । ଉଭୟ ଧାରାବାହିକ ମାନଙ୍କରେ ଅଭିନୟ କରୁକନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଋ ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *