ହେ ଭଗବାନ ରକ୍ଷକ ସ୍ସାଜିଲେ ଭକ୍ଷକ ! ଡେଲିଭରି ବେଳେ ଗର୍ଭବତୀଙ୍କ ସହିତ କିଛି ଏମିତି କଲେ ଡାକ୍ତର, ସିକ୍ରେଟ୍ କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ରକ୍ଷକ ଭକ୍ଷକ ହେବା କଥା ଆଜିର କିଛି ନୂଆ ଘଟଣା ନୁହେଁ । ଏମିତି ଏକ ଦୁଷ୍କର୍ମ ପୁଣି କରିଛନ୍ତି ଜୀବନ ରକ୍ଷା କର୍ତ୍ତା ଅର୍ଥାତ ଡାକ୍ତର । ଗର୍ଭବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଜଣେ ଡାକ୍ତର ଡାକ୍ତରଙ୍କ ଏଭଳି ଜଘନ୍ୟ କାମ ଆଜି ସମସ୍ତଙ୍କୁ ଚକିତ କରି ରଖି ଦେଇଛି । ସୂଚନା ଅନୁଯାୟୀ ଡେଲିଭରି ହେଉଥିବା ସମୟରେ ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି । ଡେଲିଭରି ଜୀବନ ବଞ୍ଚାଇବେ କଣ ବରଂ ନିଜ କାମନାକୁ ଚରିତାର୍ଥ କରିଥିଲେ ଏହି ଦ୍ଵିତୀୟ ଭଗବାନ । ଏଭଳି ଏକ ନିନ୍ଦନୀୟ ଖବର ଆସିଛି ବ୍ରାଜିଲ ରୁ । ଏଭଳି ନିନ୍ଦନୀୟ ଘଟଣା ଟି ସମସ୍ତଙ୍କୁ ଚକିତ କରି ରଖି ଦେଇଛନ୍ତି ।

ଏଠାରେ ଅଭିଯୁକ୍ତ ଜଣକ ହେଉଛନ୍ତି ଆନାସେଟିସ । ଡେଲିଭରି ଭଳି ସି-ସେକ୍ସନ ଚାଲିଥିଲା । ଡାକ୍ତର ଜଣକ ସେହି ସମୟରେ ଏଭଳି କାଣ୍ଡ କରିଛନ୍ତି । ପୁରା ଘଟଣା ରେକର୍ଡ ହୋଇଥିଲା ସିକ୍ରେଟ କ୍ୟାମେରାରେ । ଅଭିଯୁକ୍ତ ଡାକ୍ତର ଏଭଳି ଭାବେ ୫ ଥର ଦୁଷ୍କର୍ମ କରିଥିବା ନେଇ ଆଶଙ୍କା କରିଛନ୍ତି ।

ବ୍ରାଜିଲ ରହି ୩୨ ବର୍ଷୀୟ ଡାକ୍ତର ଜିଓ ବାନି କୁଣ୍ଟାଇଲ ଆପ ବେଜିରୋଙ୍ଗ ଙ୍କୁ ରେଡି ଜେନେରିଓ ରୁ ପୋଲିସ ଆରେଷ୍ଟ କରିଛି । ସୂଚନା ଅନୁଯାୟୀ ଗିରଫ ହେବା ପରେ ଡାକ୍ତର ଙ୍କୁ କୋର୍ଟ ରେ ହାଜର କରା ଯାଇଥିଲା । ଏହି ଘଟଣା ଟି ଘଟିଛି ବ୍ରାଜିଲର ଋଓଡି ଜେନେଡିଓ ର ହସପିଟାଲ ଦ ମୂଲହାର ରେ ।

ଏଠାରେ ଡେଲିଭାରି ପାଇଁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତର ପ୍ରଥମେ ବେହୋସ କରି ଦେଇଥିଲେ । ଆଉ ତା ପରେ ତାଙ୍କର କାଣ୍ଡ ଘଟାଇଲେ । ଆଶଙ୍କା କରା ଯାଉଛି ପୂର୍ବରୁ ସେ ଏଭଳି କାରନାମା ଅନେକ ଙ୍କୁ ସ୍ତବ୍ଧ କରିଦେଇଛି । ଅଭିଯୁକ୍ତ ଡାକ୍ତର କିଛି ମାସ ତଳେ ଆନାଥେସିସ ର କୋର୍ସ କରିଥିଲେ । ଏହା ପରେ ତାଙ୍କୁ ଏହି ହସପିଟାଲ ରେ ଚାକିରି ମିଳିଥିଲା ।

ହସପିଟାଲ କର୍ତ୍ତୁପକ୍ଷ ଙ୍କୁ ଏ ନେଇ ସନ୍ଦେହ ହେବାରୁ ସେମାନେ ଅପରେସନ ଥିଏଟର ରେ ହିଡେନ କ୍ୟାମେରା ଲଗାଇ ଥିଲେ । ଏହି କ୍ୟାମେରା ମାଧ୍ୟମରେ ଡାକ୍ତରଖାନା କର୍ତ୍ତୁପକ୍ଷ ଜାଣିବାକୁ ଚାହୁଁଥିଲେ ଯେ ଡାକ୍ତର ଠିକ ଭାବେ ଇଂଜେକସନ ଦେଉଛନ୍ତି କି ନାହି । ଗିରଫ ହେବା ପରେ ତାଙ୍କୁ ୮ରୁ ୧୫ ବର୍ଷ ଯାଏଁ ଜେଲ ହୋଇପାରେ । ବର୍ତ୍ତମାନ ଡାକ୍ତରଙ୍କୁ ବ୍ରାଜିଲର ସବୁଠାରୁ ବଡ ଜେଲ ବାନ୍ଦୁ ରେ ରଖା ଯାଇଛି ।

ଅଲିସ୍ର ତଦନ୍ତ ପରେ ଜଣା ପଡିଥିଲା ବେଞ୍ଜରା ୨୦୧୮ରୁ ହସପିଟାଲରେ ଏଭଳି ଭଦ୍ରାମି କରିଥିବା ନେଇ ଅଭିଯୋଗର ସାମନା କରୁଛନ୍ତି । ଏବେ ପୁଣି ଡେଲିଭରି ସମୟରେ ଏଭଳି କାରନାମା କରି ପୁଣି ଚର୍ଚ୍ଚା କୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ଏଭଳି କାରନାମା ସମସ୍ତଙ୍କୁ ସାମନାକୁ ଆସି ଯାଇଛି ।

ଆମ ଦେଶରେ ଏଭଳି ଡାକ୍ତର ରହିବା ବାସ୍ତବରେ ଲଜ୍ୟା ଜନକ ଘଟଣା ଅଟେ ।  ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଘଟଣା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *