ସୋମବାର 12 ଜାନୁୟାରୀ 2021- ବଜରଙ୍ଗବଲିଙ୍କ କୃପାରୁ ଏହି 3 ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:-

କାର୍ଯ୍ୟ ସ୍ଥଳରେ ଅସୁବିଧାରେ ସୁଧାର ଆସିବ ଓ ଆଉ ଆପଣଙ୍କ ସହଯୋଗୀ ସାହାର୍ଯ୍ୟ କରିବେ । ସ୍ୱାସ୍ଥ୍ୟ ଓ ମାନସିକ ଚିନ୍ତରୁ ମୁକ୍ତି ମିଳିବ । ରଚନାତ୍ମକ କାର୍ଯ୍ୟ କରିବାରେ ସୁଯୋଗ ମିଳିବ । କାର୍ଯ୍ୟରେ ଯଦି କିଛି ବିଳମ୍ବ ହେଉଛି ଯଦି କିଛି ଚିନ୍ତାର ବିଷୟ ନହିଁ, ପରିସ୍ଥିତିରେ ଜଲ୍ଦି ସୁଧାର ଆସିବ । କରିୟରରେ ସଫଳ ହେବାର ଭଲ ଯୋଗ ବନିବ । ପରିବାର ଚିନ୍ତରୁ ବଞ୍ଚନ୍ତୁ । ଜୀବନସାଥି ଙ୍କ କଠୋର ବାଣୀ ଦ୍ଵାରା ମନ ଆହତ ହୋଇପାରେ । ଗୁପ୍ତ ଶତ୍ରୁ ଆପଣଙ୍କ ଇମେଯ ଖରାପ କରିପାରନ୍ତି । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।


ବୃଷ :-

ଆପଣଙ୍କ ଦୂରଦର୍ଶିତାର ପ୍ରଭାବ ଆପଣଙ୍କ କାମ କାର୍ଯ୍ୟରେ  ପଡିପାରେ । ଯେଉଁଥିରେ ଆପଣଙ୍କୁ ଫାଇଦା ହୋଇପାରେ । ଆଜୀବିକା କ୍ଷେତ୍ରରେ ଅନୁଭବି ମାନେ ଆପଣଙ୍କୁ ସାହାର୍ଯ୍ୟ କରିପାରନ୍ତି । ଓ ନୂଆ ଅବସର ପ୍ରାପ୍ତ ହେବ । ଛାତ୍ରଙ୍କୁ ନୂଆ ଜ୍ଞାନ ଓ ଅନୁଭବ ପ୍ରାପ୍ତ ହେବ । ଆଉ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ଜୀବନ ସାଥୀକୁ ଆର୍ଥିକ ଲାଭ ମିଳିବ ଦ୍ଵାରା ମନ ପ୍ରସନ୍ନ ହେବ ।

ମିଥୁନ :-

ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବାତାବରଣରେ ସୁଧାର ଆସିବ, ଯାହା ଆପଣଙ୍କୁ କାମ ଓ ମାନସିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ । ଯଦି ଆପଣ ଧନ କୌଣସି ଯୋଜନାରେ ଖର୍ଚ କରିବାକୁ ଚାହୁଞ୍ଚନ୍ତିତ ସମୟ ଅନୁକୂଳ ରହିବ । ସନ୍ତାନଙ୍କ ଉନ୍ନତି ହେବା ଦ୍ଵାରା ମନ ଆନନ୍ଦିତ ହେବ । କୌଣସି ପ୍ରକାର ସଂକ୍ରମଣଠୁ ବଞ୍ଚାନ୍ତୁ ଓ ନିଜ ପରିବାରର ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

କର୍କଟ :-

ଯଦି  ଆପଣ କୌଣସି କାରିୟର ସମ୍ବନ୍ଧିତ ପ୍ରସ୍ତାବରେ ବିଚାର କରିବେତ ସେଇ ପକ୍ଷରେ  ସୂଚନା ପ୍ରାପ୍ତ କରିବେ । ବ୍ୟାପାରିକ ଯାତ୍ରାର ଯୋଗ ବନୁଛି । ପରିବାରରେ ଶାନ୍ତି ରହିବ ଓ ମାତା ପିତାଙ୍କ ସେବା କରିବାର ଅବସର ପ୍ରାପ୍ତ ହେବ । ସନ୍ତାନ ବ୍ୟାପାରରେ ନିବେଶ କରିବା ଦ୍ଵାରା ଲାଭ ହେବ । ସାଙ୍ଗ ମାନଙ୍କର ସହଯୋଗ ମିଳିବ ଓ ଉନ୍ନତିର ଯୋଗ ବନୁଛି । ପରିବାରରେ ଛୋଟ ଛୁଆଙ୍କ ସହିତ ସମୟ ବ୍ଯତୀତ କରିବେ ।

ସିଂହ :-

ନିବେଶରେ ଟିକେ ରିକ୍ତ ପାଇଁ ସମୟ ଅନୁକୂଳ ଅଟେ, ଭବିଷ୍ୟତରେ ଲାଭ ହେବ । ଧନ ସମ୍ପତି ବିକିବା ବିଷୟରେ ଚିନ୍ତା କରୁଛନ୍ତିତ ଚର୍ଚା ଆଗକୁ ବଢାଇ ପାରନ୍ତି । ଛୋଟ ଭାଇଙ୍କର ସଜେସନ ଆପଣଙ୍କୁ ଲାଭ ଦେଇପାରେ । ସମୟ ସହିତ ଭଲ ସମୟ ବ୍ଯତୀତ କରିବେ । ଆଉ ସମ୍ପର୍କରେ ମଜଭୁତ ଆସିବ । ବ୍ୟାପାରିକ କୁଶଳତା ଆର୍ଥିକ ଉନ୍ନତି ଆଣିବ । କାର୍ଯ୍ୟରେ ସଫଳତା ମିଳିବ ଓ ସବୁ ଜିନିଷକୁ ଠିକସେ ସମ୍ଭାଳି ଦେବେ ।

କନ୍ୟା :-

ଆପଣଙ୍କୁ ରୁଟିନ ଲାଇଫରେ ବଦଳିବାର ଆବଶ୍ୟକ ରହିଛି । ଛୁଟିରେ ବୁଲିବା ପାଇଁ ପ୍ଳାନ ବନେଇ ପାରିବେ । ବିଦେଶରେ ରୋଜଗାର କରୁଥିବା ଜାତକଙ୍କ ଲାଭ ହୋଇପାରେ । ଆଉ ନୂଆ ସୂଚନା ମିଳିପାରେ ପିତାଙ୍କ ସହଯୋଗ ଓ ମାର୍ଗ ଦର୍ଶନ ପ୍ରାପ୍ତ ହେବ ଓ ଜୀବନସାଥି ଭାବନାର ସନମାନ କରନ୍ତୁ ।

ତୁଳା :-

ପାରିବାରିକ ବାତାବରଣ ଆପଣଙ୍କୁ ଅନୁକୂଳ ହେବ ଓ ଘର ପରିବାରର ସମସ୍ୟାର ଅନ୍ତ ହେବ । ସନ୍ତାନ ବିବାହର ଭଲ ପ୍ରସ୍ତାବ ଆସିପାରେ ଓ କଥାବି ହୋଇପାରେ । କାରୋବାରରେ ବୃଦ୍ଧି ହେବ ଓ ଯଶର ପ୍ରାପ୍ତି ହେବ । ନୂଆ କାର୍ଯ୍ୟ କରିବାରେ ଏହା ଉପଯୁକ୍ତ ସମୟ ଅଟେ ଓ ସଫଳତା ପ୍ରାପ୍ତ ହେବ । ଯଦି ଆପଣ କେଉଁଠି ନିବେଶ କରିବାକୁ ଭାବୁଛନ୍ତିତ ସମୟ ଅନୁକୂଳ ରହିବ ।

ବିଛା :-

ଆପଣଙ୍କ ଦ୍ଵାର ନେଇଥିବା ନିର୍ନାୟ ଆର୍ଥିକ ସିଦ୍ଧ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କାହା ଦ୍ଵାରା କରାଯାଇଥିବା ପରୋପକାର ଆପଣଙ୍କ ପାଇଁ ଶୁଭ ଫଳଦାୟୀ ପ୍ରାପ୍ତ ହେବ । ଯଦି ଆପଣ କେଉଁଠିକୁ ଯାତ୍ରା କରୁଛନ୍ତିତ ନିଜ ସନମାନର ରକ୍ଷା କରିବାକୁ ହେବ । ଅନାବଶ୍ୟକ ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । ବିଦେଶରେ ରହୁଥିବା ସମ୍ପର୍କୀୟ ଶୁଭ ସମାଚାର ମିଳିବ । ମାତା ପିତାଙ୍କ ଆଶୀର୍ବାଦ ସବୁ କଠିନ ସମସ୍ୟାରୁ ମୁକ୍ତି ଦେବ ।

ଧନୁ :-

ଘରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ପାଇଁ ଜରୁଋ ଜିନିଷର କିଣାକିଣି ହେବ । କୌଣସି ବିବାହ ଯୋଗ ସଦସ୍ୟଏନକେ ପ୍ରସ୍ତାବର କଥା ଆଜି ହୋଇପାରେ । ଚାକିରି ଖୋଜୁ ଥିବା ଲୋକଙ୍କୁ ସଫଳତା ମିଳିବ । ଗୁରୁତ୍ଵ ପୂର୍ଣ ନିର୍ନୟ ନେଲା ବେଳେ ଜୀବନ ସାଥିଙ୍କ ସହମତି ନିଶ୍ଚିତ ନେବେ, ଯେଉଁଥିରେ ସମ୍ପର୍କରେ ମଜଭୁତ ଆସିବ । ନୂଆ ବ୍ୟାପାରିକ ମିତ୍ରଙ୍କ ସହଯୋଗ ମିଳିବ ।

ମକର :-

ବ୍ୟାପାରରେ ଲାଭର ସ୍ଥିତି ବନିବ ଓ ଆପଣଙ୍କ ଭାବନା ସକାରାତ୍ମକ ପରିଣାମ ନେଇକି ଆସିବ । ରାଜନୀତି କରୁଥିବା ଲୋକଙ୍କୁ ସାମାଜିକ କାର୍ଯ୍ୟ କରିବାକୁ ମିଳିବ । ମିତ୍ରଙ୍କ ସହିତ ଉପୁଜିଥିବା ସମସ୍ଯା ଆଜି ଦୂର ହୋଇବ । ଛାତ୍ର ଲକ୍ଷ୍ୟର ପୁର୍ତି ପାଇଁ କଠିନ ପରିଶ୍ରମ କରନ୍ତୁ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :-

କୋର୍ଟ କଚେରୀ  ମାମଲାରେ ଆପଣଙ୍କ ନ୍ୟାୟିକ ବିଜୟ ହେବ । ବ୍ଯବସାୟିକ ସମ୍ବନ୍ଧରେ ସୁଧାର ଆସିବ ଓ ଛାତ୍ରଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ । ପରିବାର ସଦସ୍ୟ ଆପଣଙ୍କ କଥାରେ ପ୍ରଭାବିତ ହେବ ଓ ସହଯୋଗ କରିବେ । ଜୀବନସାଥି ସହିତ ସମ୍ବନ୍ଧ ମଧୁର ହେବ ।

ମୀନ :-

ଆଜିର ଦିନ ମଧ୍ୟମ ଫଳଦାୟୀ ହେବ । କୌଣସି ମାନସିକ ଭ୍ରମ ଓ ଭୟ କାରଣ ସ୍ୱାସ୍ଥ୍ୟ ଠିକ ରହିବ ନହିଁ । କାମରେ ଅରୁଚି ବନିବ । କୌଣସି ଅବିଶ୍ଵସନୀୟ ବ୍ଯକ୍ତିର କାରଣରୁ ଆପଣଙ୍କ ପ୍ରତିଷ୍ଠା ଧିମା ହୋଇପାରେ । ମିଛ କଥାର ସାମ୍ନା କରିବାକୁ ପଡିପାରେ । ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *