ରାସ୍ତାରେ ଖେଳିଲେ ମାଛ! Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ଷା ହେଲେ ବିଭିନ୍ନ ଜୀବଜନ୍ତୁ ଭାସି ଆସିଥାନ୍ତି ବର୍ଷା ପାଣିରେ । କିନ୍ତୁ କେବେ କଣ ଆପଣ ଦେଖିଛନ୍ତି ବା ଶୁଣିଛନ୍ତି କି ବର୍ଷା ପାଣି ରେ ମାଛ ଭସିବା କଥା ବା ଖେଳିବା କଥା । ତେବେ ଏହି କଥା ଟି ଅଜବ ଲାଗୁଥିଲେ ମଧ୍ୟ ସତ ଅଟେ । ଏଭଳି ଘଟଣା ସମାନକୁ ଆସିଛି ଆସାମ ରୁ । ରାସ୍ତା ଉପରେ ମାଛ ଖେଳିଲା । ପ୍ରବଳ ବର୍ଷା କାରଣରୁ ରାସ୍ତା ଉପରେ ବୋହୁଥାଏ ବର୍ଷା ପାଣି । ଆଉ ଏହି ବର୍ଷା ପାଣିରେ ରାସ୍ତା ଉପରେ ମାଛ ଖେଳୁଥାନ୍ତି । ଗୋଟେ ପାଟରେ ଖୁବ ଜୋର ରେ ବର୍ଷା ହେଉଛି ।

NH ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । କିଛି କିଛି ଗାଡି ମୋଟୋର ମଧ୍ୟ ଚାଲୁଅଛି । ଇନ୍ତୁ ଠିକ ଏତିକି ବେଳେ କେଉଁ ଆଡୁ କିଛି ମାଛ ରାଶତ ଉପରକୁ ଉଠି ଆସିଛନ୍ତି । ରାସ୍ତା ଉପରେ ମାଛ ଖେଳିବାରେ ଲାଗୁଛନ୍ତି । ଏହି ଦୃଶ୍ୟ ଦେଖିଲେ ମନକୁ ପ୍ରଶ୍ନ ଆସୁଥିବ ଯେ କେଉଁଠୁ ଆସିଲେ ଏତେ ମାଛ । ଏହା କିପରି ସମ୍ଭବ ହେଲା କାରଣ ଏହି ଦୃଶ୍ୟ ଖୁବ ଆଶ୍ଚର୍ଯ୍ୟକର ଅଟେ ।

ବର୍ତ୍ତମାନ ସମୟରେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଜୋର ସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ସୂଚନା ଅନୁଯାୟୀ ଏହି ଘଟଣା ଟି ହେଉଛି ଆସମାରେ ପ୍ରବଳ ବର୍ଷା ଯୋଗୁ ବୁଧବାର ଦିନ ଗୋହାଟି ର ଏନଏଚ ରେ ମାଛ ଖେଳୁଥିବା ଦୃଶ୍ୟ ନଜରା ଆସୁଥିଲା । ଆଉ କେହି ଜଣେ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଅଜହକୁ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରବଳ ବର୍ଷା ହେତୁ ଆସାମର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୧ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ବେଳେ ଜଣ ଜୀବନ ଏକ ପ୍ରକାରର ଅସ୍ତ ବ୍ୟସ୍ତ ହୋଇ ପଡିଥିଲା । ଏ ଦୃଶ୍ୟ ଦେଖିଲା ପରେ ଲାଗୁଥିଲା ସତେ ଯେପରି ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା ।

ଏପରିକି ବର୍ଷା ପାଣିରେ ଗୋଟେ କାର ଭାସିବାର ଦୃଶ୍ୟ ମଧ୍ୟ ନଜର ଆସିଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *