ଶନିବାର 02 ଜାନୁୟାରୀ 2021- ଆଜି ଶନିଦେବଙ୍କ କୃପାରୁ ଏହି 4 ରାଶିଙ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:

କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କୁ କିଛି ନୂଆ ଅଧିକାର ଦିଆଯିବ । ରୋଜଗାର କ୍ଷେତ୍ରରେ ସକରାତ୍ମକ ବଦଲାବ ହେବ । ରଚନାତ୍ମକ କ୍ଷେତ୍ରରେ ଆପଣଙ୍କ ରୁଚି ବଢିବ । ପିତାଙ୍କ ମାର୍ଗ ଦର୍ଶନର ଲାଭ ହେବ ଓ ସନ୍ତାନର ବିବାହ ଯୋଗ ରହିଛି । ପାରିବାରିକ ଖରଚ ହୋଇପାରିବ ଓ ମିଟରଙ୍କ ସହିତ ମତ ଭେଦ ହୋଇପାରେ । ଛାତ୍ରଙ୍କୁ ସିଜକ୍ଷା କ୍ଷେତ୍ରରେ କୌଣସି ଅବରୋଧର ସାମ୍ନା କରିବାକୁ ପଡିପାରେ । ରାଜନୀତିରେ ସମ୍ବନ୍ଧିତ ଲୋକଙ୍କୁ ବହୁତ ଭଲ ଜନ ସମର୍ଥନ ପ୍ରାପ୍ତ ହେବ । ଭାଗ୍ୟ 82 ପ୍ରତିଶତ ସହଯୋଗ କରିବ ।

ବୃଷ :

ସାଂସାରିକ ସୁଖରେ ବୃଦ୍ଧି ହେବ ଓ ଆବଶ୍ୟକ ବସ୍ତୁ କିଣିବା ଆପୀନ ପଡିପାରେ । ବୃଦ୍ଧ ଜନଙ୍କ ରାୟ ଉପଯୋଗୀ ସିଧ ହେବ । ଆପଣ କମ କରିଥିବା କାମ ସଫଳତା ମିଳିବ ଓ ଅଧିକାରୀ ପକ୍ଷରୁ ପ୍ରଶଂସା ମିଳିବ । ବାପାଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ମିଥୁନ :

ରାଜକୀୟ ସନମାନର ଯୋଗ ବନୁଛି ଓ ସାମାଜିକ ପ୍ରତିଷ୍ଠାରେ ଅଭିଭୂତ ହେବ । ବ୍ୟାପାରରେ ପୂର୍ଣ୍ଣ ସହଯୋଗ ମିଳିବ । ପାରିବାରିକ ବିଜନେସରେ ଛୋଟ ଭାଇର ସହଯୋଗୀ ସିଧ ହେବ । ନୂଆ ସଉଦାର ଅବସର ପ୍ରାପ୍ତ ହେବ । ଆପଣଙ୍କ ପ୍ରଭାବ କ୍ଷେତ୍ରରେ ବୃଦ୍ଧି ହେବ । ବିଦେଶରେ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ :

ଅଟକି ଥିବା ଧନର ପ୍ରାପ୍ତ ହେବ ଓ ନୂଆ ସମ୍ବନ୍ଧରେ ଷ୍ଟାଇତ୍ଵ ବନିବ । ରାଜନୀତି ଓ ସାମାଜିକ କ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଦ୍ଵାରା କରିଥିବା ପରିବର୍ତନ ସକାରାତ୍ମକ ପରିଣାମ ମିଳିବ । ଛାତ୍ରଙ୍କ ଉଚ ଶିକ୍ଷା ମାର୍ଗ ପ୍ରଶସ୍ତ ହେବ । ବିବାହ ଯୋଗ ଜାତକଙ୍କର ଭଲ ପ୍ରସ୍ତାବ ଆସିପାରେ ।

ସିଂହ :

ଆଜି ଆପଣ ନିକଟ ବର୍ତି ଲୋକଙ୍କ ଭାବନକୁ ଚିହ୍ନି ତାଙ୍କ ଅନୁସାରେ ଚାଲିବାର ପ୍ରୟାସ କରିବେତ ଆତ୍ମ ସନ୍ତୋଷ ମିଳିବ । ପରିବାର ଲୋକଙ୍କ କଥା ଶୁଣିବାରେ କିଛି ଅସୁବିଧା ନହିଁ । ସେଥିରେ ଭବିଷ୍ୟତରେ ଲାଭ ମିଳିବ । ଦୋକାନ ଓ କାର୍ଯ୍ୟ ଲୟରେ ଟିମବୋର୍କ ଜରିଆରେ କୌଣସି ସମସ୍ୟାର ସମାଧାନ କରିପାରିବେ । ରୋଜଗାର କ୍ଷେତ୍ରରେ ଅସ୍ଥିରତା କାରଣରୁ ମନ ଦୁଃଖ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ ଦ୍ଵାରା ସବୁ କଷ୍ଟରୁ ମୁକ୍ତି ମିଳିବ ।

କନ୍ୟା :

ସକାଳୁରୁ ଆପଣଙ୍କ ପାଖାପାଖି ମହୋଲ ବହୁତ ଖୁସି ରହିବ ଓ ରୋଜଗାର କ୍ଷେତ୍ରରେ  ରୁକାବଟ ଖତମ ହେବ । କାର୍ଯ୍ୟ କ୍ଷେତ୍ରରେ  ମନ ଚାହୁଁଥିବା ପରିବର୍ତନରେ ମନ ପ୍ରସନ୍ନ ହେବ । ଅଫିସରେ ମହିଳା ସହକର୍ମୀଏନକେ ଆପଣଙ୍କୁ ପୁରା ସହଯୋଗ ମିଳିବ । ଛାତ୍ରଙ୍କ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ପ୍ରେମ ଜୀବନରେ ନୂଆ ଊର୍ଜାର ସଂଚାର ହେବ । ପାରିବାରିକ ବାତାବରଣ ସୁଖଦ ରହିବ ।

ତୁଳା :

ଆଜି ବଡ ଲୋକଙ୍କ ସହିତ ମେଳଜୋଲ ବଢିବ ଓ ଅକସ୍ମାତ ଆପଣଙ୍କୁ ଲାଭ ମିଳିପାରେ । ବ୍ୟାପାରରେ ଉନ୍ନତି ସହିତ ପଦ ଓ ଗରିମାରେ ବୃଦ୍ଧି ହେବ । ନୂଆ କାର୍ଯ୍ୟରେ ବୈଧାନିକ ଓ ଭଲରେ ବିଚାର କରିବେ  । ଘରର ଅଟକି ଥିବ କାମ ପୁରା ହେବ । ପ୍ରେମ ଜୀବନରେ ଆପନଙ୍କୁ  ସନମାନ ମିଳିବ ଓ କଥାରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବେ ।

ବିଛା :

ଆଜିର ଦିନ ଖୁସିରେ ଭରା ରହିବ । ପରିବାର ସହିତ ବହୁତ ଭଲ ସମୟ ବ୍ଯତୀତ ହେବ । ସନ୍ତାନ ଠାରୁ ସକାରାତ୍ମକ ସମାଚାର ସୂନୀ ମନ ପ୍ରସନ୍ନ ରହିବା । କାର୍ଯ୍ୟ କ୍ଷେତ୍ରରେ ଘରର ସବୁ ଉତ୍ତର ଦାୟିତ୍ଵକୁ ସଫଳତା ପୂର୍ବକ ପୂରଣ କରିବେ । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ସନମାନ ମିଳିବ । ବ୍ୟାପାରରେ ଭାଗ୍ୟର ସହଯୋଗ ମିଳିବ ଓ ନିବେଶ ପାଇଁ ଉତ୍ତମ ସମୟ ଅଟେ ।

ଧନୁ :

ଆଜିର ଦିନ ଆପଣଙ୍କ ଦିନ ଶୁଭ ରହିବ । ଆପଣଙ୍କୁ ନୂଆ ସମ୍ପର୍କରୁ ଲାଭ ମିଳିପାରେ । ଆପଣଙ୍କୁ ରିସର୍ଚରୁ ଲାଭ ମିଳିପାରେ । ରୋକୀ ହୋଇଥିବା ଧନ ବହୁତ କଷ୍ଟରେ ମିଳିବ । ଆଜି ଭାଗ୍ୟ ୮୭ ପ୍ରତିଶତ ସାଥ ଦେବେ ।

ମକର :

ଆଜିର ଦିନ  ଆପଣଙ୍କ ପାଇଁ ସନ୍ତୁଷ୍ଟି ପୂର୍ଣ ରହିବ ଓ ସାମାଜିକ, ଧାର୍ମିକ କାମରେ ଭାଗ ନେଇ ଥିବା କାରଣରୁ ଆପଣନଙ୍କ ସନମାନ ବଢିବ । ଗ୍ରହର ଚାଳନ ଲାଗି ଆପଣଙ୍କୁ ଲାଭ ମିଳିବ । କ୍ରୟ ବିକ୍ରୟ ବ୍ୟବସାୟରେ ଲାଭ ମିଳିବ । ଶୁଭ ସମାଚାର ଦିନଭରି ପ୍ରାପ୍ତ ହେବ ।

କୁମ୍ଭ :

ଆଜିର ଦିନ ଆପଣଙ୍କ ରାଶିର ଲୋକଙ୍କ ପାଇଁ ବହୁତ  ଲାଭ ଦେବ । ଉଚଧିକାରୀଙ୍କ ଠାରୁ ଆପଣଙ୍କୁ ଆଜି ସବୁ ପ୍ରକାର ଆବଶ୍ୟକତା ପ୍ରାପ୍ତ ହେବ । ଆଧ୍ୟାତ୍ମ ଓ ଧର୍ମ କାର୍ଯ୍ୟରେ ରୁଚି ବଢିବ । ଯାତ୍ରା, ମଙ୍ଗଳ ଉସ୍ଚବର ସଂଯୋଗ ରହିଛି, ସମୟର ସଦୁପଯୋଗ ଦ୍ଵାରା ଆପଣକ ସୀତାରା ବୁଲନ୍ଦ ହେବ । ଆଜି ଭାଗ୍ୟ ୮୩ ପ୍ରତିଶତ ସାଥ ଦେବ ।

ମୀନ :

ଆଜି ଆପଣଙ୍କ ଉନ୍ନତି ପାଇଁ ମାର୍ଗ ପ୍ରଶସ୍ତ ହେବ ଓ ଭାଗ୍ୟ ଆପଣଙ୍କ  ସାଥ ପୂରାପୂରି ମିଳିବ । ଅଧ୍ୟୟନ ଓ ଆଧ୍ୟାତ୍ମରେ ରୁଚି ବଢିବା ସ୍ଵାଭାବିକ । ବିବାଦସ୍ପଦ ପ୍ରକରଣ ସମାପ୍ତ ହେବ । ଗୁପ୍ତ ଶତ୍ରୁ ଓ ଈର୍ଷାଳୁ ସାଥିଙ୍କ ଠାରୁ ସାବଧାନ ରୁହନ୍ତୁ । କାହାକୁ  ଆଜି ପଇସା ଉଧାର ଦିଅନ୍ତୁ ନହିଁ, ନହେଲେ ବାପସ ମିଳିବ ନହିଁ । ମତ ପିତା ଗୁରୁର ସେବା, ଦେବା ପୂଜନରେ ଧ୍ୟାନ ଦେବାକୁ ଭୁଲାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *